CHARIDHAM
Browsing Category

ରାଜ୍ୟ

Big Breaking: ଟ୍ରେନରୁ ଡେଇଁ ମାଆ ମୃତ, ଅଳ୍ପକେ ବର୍ତ୍ତିଗଲେ ୨ ପିଲା

ଟିଟିଲାଗଡ଼: ଟ୍ରେନରୁ ଡେଇଁ ଜଣେ ମାଆଙ୍କର ମୃତ ହୋଇଥିବା କଥା ସାମ୍ନାକୁ ଆସିଛି । ଏଥିରେ ୨ଜଣ ପିଲାଙ୍କର ଜୀବନ ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି । ଏହି ଘଟଣାଟି ଟିଟିଲାଗଡ଼ ବଡ଼ମାଳ ଷ୍ଟେସନ ନିକଟରେ ଘଟିଛି । ମୃତ ମହିଳା…

ପୂଜା ବୁଲିବାକୁ ଗଲେ ରାଜଧାନୀରେ ଲୋକଙ୍କ ଘର ଜଗିବ ପୋଲିସ !

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ ପୋଲିସ । ରାଜଧାନୀରେ ହେଉଥିବା ଚୋରିକୁ ଆଖି ଆଗରେ ରଖି ଭୁବନେଶ୍ୱର ୨ ନମ୍ବର ଜୋନ୍‌ ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କ ସୂଚନା । ଆପଣ ପୂଜା…

ଯାଜପୁରରେ ଯକ୍ଷ୍ମା ଆତଙ୍କ, ୪ ଜଣଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ଯକ୍ଷ୍ମା ଆତଙ୍କ ଦେଖାଦେଇଛି । ଏଠାରେ ୧୩ ଦିନ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ମାନବଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ।…

ଲିଖିତ ପ୍ରତିଶୃତି ଦେଲେ ଧର୍ମଘଟରୁ ହଟିବୁ; ରାଜ୍ୟ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର; ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ କରିଛି ଘରୋଇ ବସ ମାଲିକ ସଂଘ ।…

ସରକାରୀ କର୍ମଚାରୀଙ୍କୁ ମିଳିଲା ପୂଜା ଭେଟି : ୪% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା । ମହଙ୍ଗା ଭତ୍ତା ୪% ବୃଦ୍ଧି କରାଇଲେ ରାଜ୍ୟ ସରକାର । ୪% ବୃଦ୍ଧି କରାଇବା ପରେ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ହୋଇଛି । ଏଥିଯୋଗେ ରାଜ୍ୟ…

(Video)ମାଟିରେ ମିଶିଲା ଦେଶୀ ମଦ; ସାଲିଆ ସାହିରେ ଅବକାରୀ ବିଭାଗର ଚଢ଼ାଉ

ଓଡିଶା ଭାସ୍କର; ଭାଙ୍ଗିଲେ ମଦ ଭାଟି, ମାଟିରେ ମିଶିଲା ଦେଶୀ ମଦ । ପାର୍ବଣ ପୂର୍ବରୁ ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଛି । ପୂଜା ପାଇଁ ଏଠାରେ ଦେଶୀ ମଦ…

ଗଜପତି ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ : ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍ କରିବ ଚଳପ୍ରଚଳ

ଭୁବନେଶ୍ୱର : ଆଜି ଗଜପତି ଜିଲ୍ଲାରେ ବି ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ସେବା ଗଜପତି ଜିଲ୍ଲାର ୭ଟି ବ୍ଲକରେ ସେବା ଯୋଗାଇବ ଲକ୍ଷ୍ମୀ ବସ…

ପାବର୍ଣ ଋତୁରେ ନୂଆ ରେକର୍ଡ କରିବ ସୁନା ଦର : ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାର ମୂଲ୍ୟରେ ନିଆଁ ଲାଗୁଛି । ଗୋଟିଏ ପଟେ ଭାରତରେ ପାର୍ବଣ ଋତୁ ଚାଲିଛି । ଅନ୍ୟପଟେ ଦୀପାବଳିରେ ସମସ୍ତେ ସୁନା ଓ ରୂପା କିଣୁଛନ୍ତି । ଏଭଳି ପରିସ୍ଥିତିରେ…

ଶ୍ରୀମନ୍ଦିରରେ ପୁଣି ବିକ୍ରି ହେଉଛି ଟଙ୍କ ତୋରାଣି : ୭ବର୍ଷ ପୂର୍ବେ ବିକ୍ରି ଉପରେ ଲାଗିଥିଲା କଟକଣା

ପୁରୀ : ୭ବର୍ଷ ପୂର୍ବେ ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ବିକ୍ରି ଉପରେ କଟକଣା ଲାଗିଥିଲା । ଏନେଇ ଶ୍ରୀମନ୍ଦିରର ପ୍ରଶାସନ ସ୍ପଷ୍ଟ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲେ । କହିଥିଲେ ଯେ, ଯେଉଁମାନେ ବିକ୍ରି ଉପରେ…

ଏଥର ପୂଜାରେ ଭିଜିବ ରାଜଧାନୀ : ୨୩ ତାରିଖ ବେଳକୁ ନେବ ଅବପାତର ରୂପ

ଭୁବନେଶ୍ୱର : ଗତକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପଟି ଦକ୍ଷିଣ-ପଶ୍ଚିମ ପାଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ…