Browsing Category
ରାଜ୍ୟ
ଖୁସି ଖବର! କାଲିଠୁ ଖୋଲିବ ଭୁବନେଶ୍ୱରର ମାର୍କେଟ ବିଲଡିଂ
ଭୁବନେଶ୍ୱର : ଅନେକ ଦିନ ଧରି ବନ୍ଦ ଥିବା ରାଜଧାନୀର ମାର୍କେଟ ବିଲଡିଂ ଆସନ୍ତା କାଲି ଖୋଲିବ । ଏନେଇ ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ସ୍ଥାୟୀ ବ୍ୟବସାୟୀ ଏବଂ ଉଠା…
Today’s gold rate : ସୁନାର ଦର ବୃଦ୍ଧି, କିଣିବା ପୂର୍ବରୁ ଜାଣିନିଅନ୍ତୁ ଦର
ଭୁବନେଶ୍ୱର : କେତେକ ସ୍ଥାନରେ ସୁନା ଦର ବଢିଥିବା ବେଳେ, ଆଉ କେତେକ ସ୍ଥାନରେ ଅପରିବର୍ତ୍ତିତ ରହିଛି । ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ କେତେ ରହିଛି ଓଡିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି…
ସାବଧାନ ! ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଓ ୧୨ଟି ଜିଲ୍ଲାକୁ ୟେଲୋ
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ବଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩ ତାରିଖରୁ ରାଜ୍ୟରେ…
ଶ୍ରବଣ ମାସର ଏହି ସୋମବାର ବହୁତ ଖାସ : ଜାଣିନିଅନ୍ତୁ ରୁଦ୍ରାଭିଷେକର ଶୁଭ ମୁହୂର୍ତ୍ତ
ଭୁବନେଶ୍ୱର : ଚଳିତ ବର୍ଷରେ ଯୋଡା ଶ୍ରାବଣ ପଡିଥିବାରୁ , ଏଥର ୮ଟି ସୋମବାର ବ୍ରତ ପାଳନ କରାଯିବ । ବର୍ତ୍ତମାନ ୩ଟି ସୋମବାର ସରିଯାଇଛି । ଚତୁର୍ଥ ସୋମବାରଟି ଜୁଲାଇ ୩୧ ତଥା ଆଜି ପଡିଛି । ଶ୍ରାବଣ ମାସର ପବିତ୍ର ଦିନରେ…
ଓଡ଼ିଶାର କୃଷକମାନଙ୍କ ପାଇଁ ଖୁସି ଖବର.. PMFBY ପାଇଁ ବଢିଲା ଆବେଦନ ତାରିଖ: ଏବେ କରନ୍ତୁ Apply
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ୧୪ତମ କିସ୍ତି ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହା ମଧ୍ୟରେ କୃଷକମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।…
ଆସୁଛି ପ୍ରବଳ ବର୍ଷା: ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାକୁ ଚେତାବନୀ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ମୌସୂମୀ ଜନିତ ଲଗାଣ ବର୍ଷା ଜାରି ରହିଛି । ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ମଧ୍ୟରେ ସାରା ଓଡ଼ିଶାରେ…
(Video) ଚଳନ୍ତା ଟ୍ରେନରେ ଚଢିବା ବେଳେ ଖସିଗଲେ: ପ୍ଲାଟଫର୍ମ ଚଟାଣ ଆଉ ଟ୍ରେନ ମଝିରେ ବୃଦ୍ଧା, ଆଉ ତା’ ପରେ…
ଖୋର୍ଦ୍ଧା: ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ଏବଂ ଅଘଟଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା…
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ରୁ ୫ ଦିନ…
ସେମିକଣ୍ଡକ୍ଟର ଉତ୍ପାଦନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ’ଣ ରହିଛି ଲକ୍ଷ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ସେମିକଣ୍ଡକ୍ଟରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିକଣ୍ଡକ୍ଟରର ବିଭିନ୍ନ ଉପାଦାନ ଚିପ୍ସ, ଟ୍ରାଞ୍ଜିଷ୍ଟର, ଡାଇଓଡ୍ସ ଆଦି ମୋବାଇଲ ଫୋନ, ଲାପଟପ, ମାଇକ୍ରୋୱେଭସ,…
(Video) ମିଳିଲା ଶୁଭ ସଙ୍କେତ, କଳିଯୁଗରେ ଫୁଟିଲା ୬୦ ଫୁଟର ବିରଳ ତୁଳସୀ ଗଛ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପୃଥିବୀ ପୃଷ୍ଠରେ କିଛି ଅଲୌକିକ ଶକ୍ତିର ଝଲକ ଦେଖିବାକୁ ମିଳିଥାଏ । କିଛି ଅସାଧାରଣ ବୃକ୍ଷରେ ଦୈବୀଶକ୍ତି ନିହିତ ଥିବା ନେଇ ଲୋକମାନେ ଆଶଙ୍କା ପ୍ରକାଶ କରିଥାନ୍ତି । ତେବେ…