Browsing Category

ରାଜ୍ୟ

ଆଇନ ବିଭାଗ ପକ୍ଷରୁ ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଚେତାବନୀ

କଟକ: ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ…

ଦୁଇ ବାଇକ ମୁଁହାମୁହିଁ,୩ ଜଣଙ୍କ ମୃତ୍ୟୁ

ଆନନ୍ଦପୁର : ଆନନ୍ଦପୁର ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ମିଳି ନାହିଁ କିନ୍ତୁ…

ଚୌଧରୀ ବଜାରରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ, ଜଳୁଛି ୫ ମହଲା କୋଠା

କଟକ : କଟକରେ ଥିବା ଚୌଧରୀବଜାର ଗୌରଶଙ୍କର ପାର୍କ ନିକଟରେ ଥିବା ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି । ଏଠାରେ ବିଲ୍ଡିଂଗର ଗ୍ରାଉଣ୍ଡ ସହ କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ପ୍ରଥମେ ତଳ ମହଲା କୋଠାରେ…

ବାରବାଟୀ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍: ବିଧାନସଭାରେ କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ…

୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି…

ହେବାକୁ ଯାଉଛି ମହାପ୍ରଳୟ ଗୋଟିଏ ଦିନରେ ଯିବ ୧୦୦ କୋଟି ଲୋକଙ୍କ ଜୀବନ !

ଓଡ଼ିଶା ଭାସ୍କର: ସରି ସରି ଯାଉଛି ୨୦୨୩ ଆସୁଛି ୨୦୨୪ । ୨୦୨୩ ଡିସେମ୍ବରେ ହେବାକୁ ଯାଉଛି ମହା ଅଘଟଣ ! ବାରମାସ ପରିବର୍ତ୍ତେ ହେବ ତେର ମାସ । ଧରାପୃଷ୍ଠରେ ପ୍ରକଟ ହେବେ କଳକୀ ଅବତାର । କେତେବେଳେ ମାଡି ଆସୁଛି ଅଚାନକ…

ନୀରବ ‘ବାଦାମବାଡ଼ି’ର ଶବ୍ଦ

କଟକ: ଦିନେ ସେ କଟକ ଛାତିରେ ଦମ୍ଭ କରି ଠିଆ ହୋଇଥିଲା, ଆଜି ନିଘୋର ନିଦରେ ଶୋଇଗଲା । ନିତି କୋଳେଇ ନେଉଥିଲା କେତେ ଯାତ୍ରୀଙ୍କୁ, ଆଜି ସେ ଶୂନ୍ୟକୋଳ । ସଞ୍ଜ ହେଲେ ଷ୍ଟ୍ରିଟ୍ ଲାଇଟ୍ ଆଲୁଅରେ ସଜେଇ ହଉଥିଲା । ଆଜି ସେ…

ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର

ଭୁବନେଶ୍ବର: ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର । ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର । ସର୍ବାଧିକ ୪ଟି ନୂଆ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି । ଘୁମୁସର,…

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଲମ୍ବିତ କଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବିଧାନସଭାରେ ବିରୋଧୀ ବିଧାୟକଙ୍କ ଅଜବ କାରନାମା ଦେଖିବାକୁୁ ମିଳିଥିଲା । ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ପ୍ର୍ରଥମେ ହୋହାଲ୍ଲା କରିଥିଲେ ଓ ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ; ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!

ଭୁବନେଶ୍ୱର: ମିଆଁମାର ଏବଂ ଏହାକୁ ଲାଗି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେଲ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ…