Browsing Category
ରାଜ୍ୟ
ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା; ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା
ଭୁବନେଶ୍ୱର: ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତାରେ ଥିବା ବିଜୁ ଜନତା ଦଳ ଏଥିପାଇଁ ନିଜର ସଂଗଠନ ସ୍ତରରେ କାର୍ଯ୍ୟ କରୁଛି। ଏହାରି ଭିତରେ ଖବର ଆସିଛି ଯେ, ଦଳ ପାଇଁ ଦିଗପହଣ୍ଡି ଅଞ୍ଚଳରୁ ଜଣେ…
ଭୁବନେଶ୍ୱର ଉପକଣ୍ଠରେ ଗଢ଼ି ଉଠିବ ‘The New City’: ୮୨୧ ଏକର ଜାଗାରେ ୫୦ ହଜାର ଫ୍ଲାଟ ନିର୍ମାଣ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଝାମେଲା ସହ ଜନଗହଳି ସମସ୍ୟାରୁ ମିଳିବ ମୁକ୍ତି । ସହରର ଉପକଣ୍ଠରେ ଗଢ଼ି ଉଠିବ ଆଉ ଏକ ନୂଆ ସହର । ୮୨୧ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ସହରରେ ଦେଢ଼ରୁ ୨ ଲକ୍ଷ…
ତାଳଚେର ବିଧାୟକ କାର୍ଯ୍ୟାଳୟ ପାଖରେ ଟାଇମ ବୋମା, ଛାନଭିନ କରୁଛି ପୋଲିସ
ଭୁୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ…
ମରୁଡ଼ି ଆଶଙ୍କା ଭିତରେ ଆଶାର ସଞ୍ଚାର: ୩ରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଏସ୍.ସି., ଏସ୍.ଟି ମେଡ଼ିକାଲ କଲେଜ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଫି ଛାଡ଼
ଭୁବନେଶ୍ୱର: ସରକାରୀ ମେଡ଼ିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସମସ୍ତ ଫି ଫେରସ୍ତ କରାଯିବ। ସମସ୍ତ ପାଠପଢ଼ା ଖର୍ଚ୍ଚ ବିଭାଗ ପକ୍ଷରୁ ବହନ କରାଯିବ। ଏ ନେଇ…
ହଠାତ୍ ସମୁଦ୍ର ମଝିରେ ବୋଟକୁ ଚଢିଗଲା ସନ୍ଦିଗ୍ଧ ଯୁବକ: ପରିଚୟ ଅସ୍ପଷ୍ଟ
ପାରାଦୀପ: ପାରାଦୀପ ସମୁଦ୍ର ମଝିରେ ହଠାତ୍ ଜଣେ ବ୍ୟକ୍ତିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମଝି ସମୁଦ୍ରରେ ବୋଟ୍ ଉପରକୁ ଅଚାନକ ଚଢି ଆସିଛନ୍ତି ଏହି ସନ୍ଦିଗ୍ଧ ଯୁବକ । ତେବେ ଏହି ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ…
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଓଡିଶା ଭାସ୍କର; ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ତଥା ହନିଟ୍ରାପ କ୍ୱିନ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ମାନ୍ୟବର ହାଇକୋର୍ଟ । ଜଷ୍ଟିସ…
ISRO ସହ ଆଲୋଚନା କଲା IMD: ଭୁବନେଶ୍ୱରରେ ବସିବ ‘Doppler Radar, ବିଦେଶୀ ସାଟେଲାଇଟର ଆବଶ୍ୟକତା ପଡ଼ିବନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଭାରତ ତା’ର ନିଜସ୍ୱ ସାଟେଲାଇଟ ମାଧ୍ୟମରେ ବଜ୍ରପାତ ସମ୍ପର୍କରେ ସମସ୍ତ ସୂଚନା ପାଇ ପାରିବ । ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇବାକୁ ପାଣିପାଗ ବିଭାଗ ସାଟେଲାଇଟ ଓ ଭୂପୃଷ୍ଠ…
ଆଶ୍ଚର୍ଯ୍ୟଜନକ ଘଟଣା! ପରଟାରେ ଦେଖାଦେଲେ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ, ଗ୍ରାମବାସୀ କରୁଛନ୍ତି ପୂଜାର୍ଚ୍ଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବୁଝିବା ଅସମ୍ଭବ । ଭକ୍ତର ମନକଥାକୁ ଯୁଗେଯୁଗେ ବୁଝି ଆସିଛନ୍ତି କାଳିଆ ଠାକୁର । ଭକ୍ତର ଅନ୍ତରର ଡାକ ଶୁଣିଆ କାଳିଆ ସାଆନ୍ତ ପାଖକୁ…
(Video)ମଇଁଷି ଚରାଉଥିଲା ବେଳେ ବ୍ୟକ୍ତିଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର
କେନ୍ଦ୍ରପଡା; ଆଜି ପୁଣି ପାଣିରେ ଶକ୍ତି ଦେଖାଇଲା କୁମ୍ଭୀର । ଗତ ୧୬ ତାରିଖରେ ଯାଜପୁର ଜିଲ୍ଲା ବିରୁପା ନଦୀରୁ ଆସିଥିବା ଲୋମଟାଙ୍କୁରା ଭିଡିଓ ଦେଖି ପ୍ରାୟ ସମସ୍ତେ ଭୟଭୀତ ହୋଇଯାଇଥିଲେ । ଜୋସ୍ନା ନାମକ ଜଣେ ଜୀବିତ…