Browsing Category
ରାଜ୍ୟ
ମହଙ୍ଗା ପଡିଲା ପୂଜା ଭୋଗ ଖାଇବା: ଗୋଟିଏ ଗାଁରେ ୪୦ ଅସୁସ୍ଥ
ସୋର : ଗଣେଶ ପୂଜା ଭୋଗ ଖାଇ ୪୦ ଜଣ ଅସୁସ୍ଥ ହେବା କଥା ସାମ୍ନାକୁ ଆସିଛି। ପଣପଣା ପଞ୍ଚାୟତ ସରସତିଆ ଜେନା ସାହିର ଲୋକେ ଭୋଗ ଖାଇ ଅସୁସ୍ଥ ହୋଇଛନ୍ତି। ଏହି ସମସ୍ତ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ…
ପ୍ରତି ଜିଲ୍ଲାରେ ନିଯୁକ୍ତି ହେବେ ନୋଡାଲ୍ ଅଫିସର, ସାପ କାମୁଡ଼ା ମାମଲା ସୁପରିଚାଳନାକୁ ଗୁରୁତ୍ୱ
ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ସାପକାମୁଡ଼ା ଜନିତ ମାମଲାର ସୁପରିଚାଳନା ପାଇଁ ଜଣେ ଲେଖାଏଁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତ କରାଯିବ । ଯେପରି ଯକ୍ଷ୍ମା ଓ କୁଷ୍ଠ ନିବାରଣ ପାଇଁ ଜାତୀୟ ସ୍ତରରେ କାର୍ଯ୍ୟନୁଷ୍ଠାନ…
ଶିକ୍ଷାନୁଷ୍ଟାନରେ ପିଲାଙ୍କ ମାନସିକ ସୁସ୍ଥତାକୁ ଦିଆଯିବ ଗୁରୁତ୍ୱ : ୟୁଜିସିର ପଦକ୍ଷେପ
ଭୁବନେଶ୍ୱର : ବର୍ତ୍ତମାନ ଶିକ୍ଷାନୁଷ୍ଟାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଏହି ବ୍ୟବସ୍ଥା ପ୍ରତି ଶିକ୍ଷାନୁଷ୍ଟାନର କତୃପକ୍ଷ ଧ୍ୟାନ ଦେବେ ବୋଲି କୁହାଯାଇଛି । ପିଲାଙ୍କ କେବଳ…
ଆଉ ୨ଦିନ ପ୍ରବଳ ବର୍ଷା! ୧୨ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ଫଳରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର…
ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିବ ନବାର୍ଣ୍ଣ
ସମ୍ବଲପୁର: ଆଜି ନୂଆଁଖାଇ ପର୍ବ ପାଇଁ ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି କୁହାଯାଏ । ତେବେ ଏହି ନୂଆଁଖାଇ ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧି, ନୂଆ ଶସ୍ୟରେ…
ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍, ଆଉ ୭ ପଜିଟିଭ
ସୁନ୍ଦରଗଡ଼: ବିଶ୍ୱରେ କରୋନା ମହାମାରୀ ନିଜର ଭୟଙ୍କର ରୂପ ଦେଖାଇ ଥମିବା ପରେ ଏବେ ରାଜ୍ୟ ତଥା ଦେଶରେ ଅନେକ ଭାଇରସ ଚିନ୍ତା ବଢାଇବାରେ ଲାଗିଛି । କେରଳ ରାଜ୍ୟରେ ନିପା ଭାଇରସ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟର…
ବାତ୍ୟା ମୁକାବିଲା ପାଇଁ ସ୍ପେଶାଲ ପ୍ଲାନ: ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ପ୍ରୋଜେକ୍ଟ’: ଜଳ ସମ୍ପଦ ବିଭାଗ ଖର୍ଚ୍ଚ କରିବ ୮୦୦…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀ କିପରି ବାତ୍ୟା ଦାଉରୁ ରକ୍ଷା ପାଇବେ ସେନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା…
ମୋ ଆଧାର ମୋ ପରିଚୟରେ ସାମିଲ ହେଲେ ଅଗ୍ରପୂଜ୍ୟ ଗଣେଶ
କଟକ: ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ଏବେ ଅଛି ଆଧାର କାର୍ଡ । ଏବେ ଗଣେଶ ବି ବନାଇ ସାରିଛନ୍ତି ଆଧାର କାର୍ଡ । ମୋ ଆଧାର ମୋ ପରିଚୟରେ ସାମିଲ ହୋଇଯାଇଛନ୍ତି । ହଁ ଆଜ୍ଞା ଏବେ ଶ୍ରୀ ଗଣେଶଙ୍କ ର ଆଧାରକାର୍ଡ ସମସ୍ତେ ଦେଖି…
ଓଡ଼ିଶା ବିଧାନସଭାରେ ପ୍ରତିନିଧିତ୍ୱ କରିବେ ୪୭ ଜଣ ମହିଳା: ଲୋକସଭାକୁ ଯିବେ ୧୮୦ ଜଣ ମହିଳା ସାଂସଦ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଗତକାଲି ମହିଳା ସଂରକ୍ଷଣ ବିଲ କେନ୍ଦ୍ର କ୍ୟାବିନେଟରେ ପାସ ହୋଇଥିବା ବେଳେ ଆଜି ତାହାକୁ ଲୋକସଭାରେ ମଞ୍ଜୁରୀ ମିଳିଛି । ଫଳରେ ଏଣିକି ଲୋକସଭା ଓ…
ମାଛ ଧରି ଫେରୁଥିବାବେଳେ ଘଟିଲା ଅଘଟଣ; ମୁହାଣ ନିକଟରେ ଓଲଟି ପଡ଼ିଲା ଡଙ୍ଗା
ପାରାଦୀପ: ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ, ହେଲେ ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାଟି…