Browsing Category
ରାଜ୍ୟ
ବିଜେଡିର ବଡ଼ ବିଜୟ: ପୂରଣ ହେଲା ନବୀନଙ୍କର ଦୀର୍ଘଦିନର ସ୍ୱପ୍ନ, ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ମିଳିବ ୩୩ ପ୍ରତିଶତ ସଂରକ୍ଷଣ
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସଂସଦର ନୂଆ ବିଲଡିଂରେ ହୋଇଥିବା ଏହି ବୈଠକରେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ…
(Video) ଜହ୍ନ ଉଇଁଲେ ଗାଁକୁ ମାଡ଼ି ଆସୁଛି ଜଙ୍ଗଲଛଡ଼ା ଭାଲୁ: ଧରିବା ପାଇଁ ବନବିଭାଗ ନାକେଦମ
ଜହ୍ନ ଆସିଲେ ଗାଁକୁ ଆସୁଛି ଭାଲୁ । ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଗାଁରେ ମାତି ଉଠୁଛି ଭୟଙ୍କର ଭାଲୁ । ଜହ୍ନ ଛାଇ ପଡିଲେ ଏହି ଭାଲୁ ଏକ ବିକଟାଳ ରୂପ ଦେଖାଉଛି । ଯାହାକୁ ନେଇ ଗାଁ ସାରା ଚହଳ ପଡ଼ିଛି । ଜଙ୍ଗଲ ଛଡା…
ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ: ଡିସେମ୍ବର ସୁଦ୍ଧା ପୂରଣ ହେବ ଦାବି, ରାଜ୍ୟ ସରକାର ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ରାଜ୍ୟ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ହେବା ଦ୍ୱାରା ସ୍କୁଲଗୁଡ଼ିକରେ ପାଠପଢ଼ା ବ୍ୟାହତ…
ଆଗାମୀ ୪୮ ଘଣ୍ଟାରେ ଆସୁଛି ଆଉ ଏକ ଲଘୁଚାପ : ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ
ଭୁବନେଶ୍ୱର : ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ଅଞ୍ଚଳରେ ଲଘୁଚାପ ବର୍ଷା ସମ୍ଭାବନା । ପୂର୍ବ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର- ପୂର୍ବ…
BMC କାର୍ଯ୍ୟାଳୟ ଘେରିଲେ ବସ୍ତି ଲୋକ : ଆଲୋଚନା ପାଇଁ ଡାକିଲେ ମେୟର
ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ବସ୍ତିର ଲୋକେ ମେୟରଙ୍କ ସାମ୍ନାରେ ଅଭିଯୋଗ ରଖିଛନ୍ତି । ଆବାସ ଯୋଜନା ପାଇବାରୁ ବଞ୍ଚିତ ଅଭିଯୋଗ ନେଇ ପ୍ରାୟ ୫୦ ପରିବାରର ଲୋକେ BMC କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।
ସୂଚନା…
ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟାଙ୍କ…
ଭୁବନେଶ୍ୱର; ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ। ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼…
ଚିନ୍ତାରେ ସୁନ୍ଦରଗଡ଼ : ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ, ପୁଣି ୩ ଆକ୍ରାନ୍ତ
ସୁନ୍ଦରଗଡ଼ : ଦିନକୁ ଦିନ ସୁନ୍ଦରଗଡ଼ର ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଗତକାଲି ୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପୁଣି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩କୁ ଛୁଇଁଛି ।…
ଜାତୀୟସ୍ତରରେ ଗୌରବ ଆଣିଲା କ୍ୟାପିଟାଲ ହସ୍ପିଟାଲ : ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ କାର୍ଯ୍ୟକ୍ରମରେ ମିଲିଲା ‘କ୍ୱାଲଟିି…
ଭୁବନେଶ୍ୱର : ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଜାତୀୟସ୍ତରରେ ସ୍ୱଚ୍ଛ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଗୌରବ ଆଣିଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ୟଅପିଟାଲ ହସ୍ପିଟାଲକୁ ନ୍ୟାସନାଲ କ୍ୱାଲିଟି…
ଏଥର ଗଣେଶ ପୂଜା ବର୍ଷାରେ ଭିଜିବାର ସମ୍ଭାବନା, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ କିଛି ନା କିଛି ବର୍ଷା ହେବ ବୋଲି ପୂର୍ବାନୁମାନ
ଓଡିଶା ଭାସ୍କର; ଆସନ୍ତା କାଲି ହେଉଛି ଗଣେଶ ପୂଜା ଯାହାକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଏହି ପୂଜାତ୍ସବକୁ ନେଇ ସମସ୍ତ ଭକ୍ତ ମାନେ ଉତ୍ସାହିତ ମଧ୍ୟ ରହିଛନ୍ତି । ହେଲେ ଏଥର ବର୍ଷାରେ ଗଣେଶ ପୂଜା…
ରାଜ୍ୟ ଯୋଜନାରେ ଯୋଡ଼ି ହେଲା ପାନ ଓ କିଆଫୁଲ ଚାଷ: ମିଳିବ ସ୍ୱତନ୍ତ୍ର ଆର୍ଥିକ ସହାୟତା
ଭୁବନେଶ୍ୱର: ପାନଚାଷ ଓ କିଆଫୁଲ ଚାଷପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପାନବରଜ ଚାଷୀ ଓ କିଆଫୁଲ ଚାଷୀ ବିଭିନ୍ନପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଦୃଷ୍ଟିରେ…