Browsing Category
ରାଜ୍ୟ
ଆହୁରି ବଢ଼ିବ ଖରା, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଦିନ ଯେତେ ବଢୁଛି ତାତି ସେତେ ବଢୁଛି। ସକାଳ ୭ରୁ ଅନୁଭୂତ ହେଉଛି ଟାଣ ଖରା। ସେପଟେ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ…
BREAKING: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ
ଭଦ୍ରକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ।
ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କଲେ ଡାକ୍ତର।…
BREAKING: ଦ୍ୱିତୀୟ ବିବାହ କରିବା ପାଇଁ ୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା !
ଯାଜପୁର: ପୁଅର ହତ୍ୟାକାରୀ ବାପା। ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର…
Most Wanted ମାଓବାଦୀ ହିଡମାକୁ ଧରିବା ପାଇଁ ବଡ଼ ସର୍ଚ୍ଚ ଅପରେଶନ୍ ଜାରି , ୫ ନକ୍ସଲ ନିହତ
ରାୟପୁର: ଛତିଶଗଡ଼ ବିଜାପୁରରେ ୫ ମାଓବାଦୀଙ୍କୁନ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ସିଆରପିଏଫର କୋବ୍ରା ବାଟାଲିଅନ୍ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେସିଆଲ ଟାସ୍କ ଫୋର୍ସର ମିଳିତ ଅପରେଶନରେ ଏହି ସଫଳତା…
୯ ବର୍ଷର କୁନି ପୁଅ, ଖଇ-କୋଉଡ଼ି ବିଞ୍ଚି, ବାପା ପ୍ରଶାନ୍ତଙ୍କୁ ଦେଲେ ଅନ୍ତିମ ବିଦାୟ
ବାଲେଶ୍ୱର: କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି। ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ'ଣ କହୁଛି କ'ଣ କରୁଛି କିଛି ଜାଣିପାରୁନି। ଖାଲି…
କଟକରେ ନକଲି ମଦ ନିର୍ମାଣ କାରଖାନା ଠାବ; ୨ ଅଟକ
କଟକ: ଆବକାରୀ ବିଭାଗ ଗୁରୁବାର କଟକ ଜିଲ୍ଲାର ଚୌଦ୍ୱାର ଅଞ୍ଚଳରେ ଏକ ନକଲି ବିଦେଶୀ ମଦ ନିର୍ମାଣ କାରଖାନାକୁ ଠାବ କରିଛି। ବିଭାଗର ଅଧିକାରୀମାନେ ଅଭିଯାନ ସମୟରେ ମଦ ନିର୍ମାଣ ସାମଗ୍ରୀ, ନକଲି ଲେବଲ ଏବଂ ପ୍ରିମିୟମ…
BREAKING: ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ଆର୍ଥିକ ସହାୟତା ଘୋଷଣା
ବାଲେଶ୍ୱର: ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା। ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ସହାୟତ ରାଶି। ବାଲେଶ୍ୱର ଇସାଣୀ ଗାଁରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ…
ଭଦ୍ରକ ମେଡିକାଲର ଲିପ୍ଟରେ ଚାପି ହୋଇ ମରିଗଲେ ବୁଦ୍ଧା ରୋଗୀ
ଭଦ୍ରକ: ହସ୍ପିଟାଲକୁ ଭଲ ହେବାକୁ ଆସିଥିଲେ। ହେଲେ ହସ୍ପିଟାଲ ଲିପ୍ଟ ଭିତରେ ଯମ ଜଗି ବସିଥିଲା। ଆଉ ଷ୍ଟେଚର ସହ ଚାପି ହୋଇ ଲିପ୍ଟ ଭିତରେ ମରିଗଲେ ମହିଳା। ହଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ…
BREAKING: ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟ୍, ନେଇଗଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା
ଉଦଳା: ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କଠାରୁ ଲୁଟ୍। ଉଦଳା- ବାରିପଦା ରାସ୍ତା ବାଲିମୁଣ୍ଡଳି ଛକ ନିକଟରେ ବନ୍ଧୁକ ମୁନରେ ଲୁଟ୍ କଲେ ଲୁଟେରା।ବାଇକରେ ଆସି ଲୁଟିନେଲେ ଦୁଇ ମୁଖାଧାରୀ ଲୁଟେରା। ସୁନ୍ଦର ନାରାୟଣ ସାହୁଙ୍କ…
ସୁଭଦ୍ରା ଯୋଜନା: ଆଜି ଓଡ଼ିଶାର ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମିଳିବ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପ୍ରମୁଖ ମହିଳା କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା ଯୋଜନା’ ଅଧୀନରେ ଆଜି ରାଜ୍ୟର ପ୍ରାୟ ୨ ଲକ୍ଷ ମହିଳା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ପର୍ଯ୍ୟାୟ ଯୋଜନାର ଷଷ୍ଠ…