Browsing Category

ରାଜ୍ୟ

ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟାର ସମୀକ୍ଷା କରିଛନ୍ତି । ସେ କହିଛନ୍ତି,…

(Video) କଟା ଡ୍ରେସ ପିନ୍ଧିଲେ ଦିଅଁ ଦର୍ଶନ ମନା: ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିଲା କଟକଣା

ପୁରୀ: ଏଣିକି ଶ୍ରୀମନ୍ଦିର ଯିବା ପାଇଁ ଭକ୍ତଙ୍କଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ…

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ…

(Video) ମହାନ ଅଭିନେତା ରାଇମୋହନଙ୍କ ଶ୍ରାଦ୍ଧବାର୍ଷିକୀ: ଆଜି ବି ଭୁଲି ପାରୁ ନାହାନ୍ତି କୋଟି କୋଟି ଦର୍ଶକ

ଭୁବନେଶ୍ୱର: ଚାହୁଁ ଚାହୁଁ ବର୍ଷେ ପୁରିଗଲାଣି । କିନ୍ତୁ ଆଜି ବି ତାଙ୍କୁ ଝୁରୁଛନ୍ତି ଓଡିଶାବାସୀ ଆଉ ଝୁରି ହେଉଛି ଓଡିଆ ସିନେ ଜଗତ । ଓଲିଉଡ ଦୁନିଆର ବେତାଜ ବାଦଶାହ ତଥା ମହାନ ଖଳନାୟକ ରାଇମୋହନ ପରିଡାଙ୍କ ମୃତ୍ୟୁକୁ…

୨୪ ଘଣ୍ଟାରେ ଲଘୁଚାପ! ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର : ଆଜି ସାରା ରାଜ୍ୟକୁ ଛୁଇଁଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ମିଳିଛି ।…

ସନ୍ଧ୍ୟା ୫ଟାରୁ ନବମୀ ଦର୍ଶନ ବନ୍ଦ: ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦେଖିବେନି ଶ୍ରଦ୍ଧାଳୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ନବମୀ ସନ୍ଧ୍ୟାରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ । ଆଡପ ମଣ୍ଡପରେ ଦର୍ଶନ ଦେବେ ନାହିଁ କୋଟି ଓଡିଆଙ୍କ…

୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ

ଭୁବନେଶ୍ୱର: ର।ଜ୍ୟର ସମସ୍ତ ପୌର।ଞ୍ଚଳରେ ଥିବ। ୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ଗୃହ, ନଗର ଉନ୍ନୟନ ବିଭ।ଗ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ କର।ଯ।ଇଛି ଔ ୨୦୨୩ - ୨୪ ଆର୍ଥିକ ବର୍ଷର ଦ୍ୱିତୀୟ…

ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଆୟଠାରୁ ୫୦୦% ସଂପତ୍ତି ଠାବ

ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…

ବରର ଭାଇ ସାଜିଲା ସୈତାନ; ବାହାଘରର ଦୁଇ ଦିନ ପରେ ବର, ବରବଧୂ ସହିତ ପରିବାର ୫ ଜଣଙ୍କୁ ଗଳା କାଟି କଲା ହତ୍ୟା

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୈନପୁରୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ କଲିଜାକୁ ଥରାଇ ଦେବ । ଜିଲ୍ଲାର ଅରସାରା ଗ୍ରାମର ଏକ ପରିବାରର ବଡ ପୁଅ ନିଜର ୫ ଜଣ ଆତ୍ମୀୟଙ୍କର ଗଳା କାଟି ହତ୍ୟା କରିଛି । ଏହି…

ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପୋଷାକରେ ରହୁନି ସଞ୍ଜମତା: ଲାଗିପାରେ ପୋଷାକ କଟକଣା! ଚିନ୍ତା ପ୍ରକଟ କଲେ ବରିଷ୍ଠ ସେବାୟତ

ପୁରୀ: ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କ ଉପରେ ଲାଗିପାରେ ପୋଷାକ କଟକଣା । ଦେଶ ବିଦେଶର ଅନେକ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅନେକ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ଆସୁଛନ୍ତି। ଯାହାକୁ…