CHARIDHAM
Browsing Category

ରାଜ୍ୟ

CMCର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ମହାନଗର ନିଗମ (ସିଏମସି)ର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । କିଛିଦିନ ଧରି ନିବେଦିତା…

“ମୋ ମୃତ୍ୟୁ ପାଇଁ ପତ୍ନୀ ଓ ଗାର୍ଲଫ୍ରେଣ୍ଡ ଦାୟୀ’ , ଫେସବୁକରେ ପତ୍ର ଲେଖି ନିଜକୁ ଗୁଳି କଲେ ସାମ୍ବାଦିକ

ଜୟପୁର: ରାଜସ୍ଥାନ ଜୟପୁରର ଜଣେ ସାମ୍ବାଦିକ ନିଜକୁ ଗୁଳି କରିି ଆତ୍ମହତ୍ୟା କରିଛନ୍ତି । ୪୫ ବର୍ଷୀୟ ଏହି ଗଣମାଧ୍ୟମ କର୍ମୀ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ନିଜ ମୃତ୍ୟୁର କାରଣ ବି ଲେଖିଛନ୍ତି । ସେ ନିଜ…

ମାଣ୍ଡିଆର ଭୂ- ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିବାରେ ଓଡ଼ିଶା ପାଇଲା ଦେଶର ପ୍ରଥମ ରାଜ୍ୟର ମାନ୍ୟତା

ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଛି । କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ…

ନୂଆ ଓଡ଼ିଶା ଯୋଜନାରେ ୧ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ନୂଆ ଓଡ଼ିଶା ଯୋଜନାରେ ୧ ଲକ୍ଷ ରୁ ଅଧିକ ଯୁବକଯୁବତୀଙ୍କୁ ଦକ୍ଷ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି…

କ୍ୟାବିନେଟ ବୈଠକରେ ‘ନୂଆ’ ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ: ୧୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଆଜିର ରାଜ୍ୟ କ୍ୟାବିନଟ ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ୧୯ଟି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ରାଜ୍ୟ…

ରକ୍ଷାବନ୍ଧନରେ ଭଉଣୀମାନଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ମୁଖ୍ୟମନ୍ତ୍ରୀ, “ଲାଡଲି ବେହନା ଯୋଜନା’ରେ ବି ବୃଦ୍ଧି ହେଲା ସହାୟତା ରାଶି

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି "ଲାଡଲି ବହନା ଯୋଜନା' ଜରିଆରେ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ଏବେ ବୃଦ୍ଧି କରାଯିବ ।…

Video: ଶେଷରେ ସାମ୍‌ନାକୁ ଆସିଲା ସତ.. ଦୀପିକାଙ୍କ ପିଲାର ଅସଲ ବାପା କିଏ, ଜଣାଇଦେଲା DNA ରିପୋର୍ଟ

ବ୍ରହ୍ମପୁର: ଆସିଲା ଦୀପିକା-ଦିନେଶଙ୍କ DNA ରିପୋର୍ଟ। ରିପୋର୍ଟରେ ଜଣାପଡିଗଲା ସତ। ଦିନେଶ ଓ ଦୀପିକା ହିଁ ପିଲାର ବାପା ମା। ଗତ କିଛି ମାସ ତଳେ ବ୍ରହ୍ମପୁର ବଡବଜାର ଦେଶୀବେହେରା ସାହିରେ ନିଜ ପୁଅର ପିତୃତ୍ୱ ଦାବି କରି…

ରାଜ୍ୟର ମହିଳାମାନଙ୍କୁ ଇ-କାର୍ ପ୍ରଦାନ କରିବେ ରାଜ୍ୟ ସରକାର: କ୍ୟାବିନେଟ ବୈଠକରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା…

ସାପ ଉଦ୍ଧର କରିବା ଏବଂ ମୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର: ଓଡ଼ିଶାରେ ମୋଟ୍ ମୃତ୍ୟୁ ସଂଖ୍ୟାରୁ ୪୦% ସାପ କାମୁଡ଼ାରେ ହେଉଥିବା ବେଳେ ସାପ ଉଦ୍ଧାର କରିବା ଏବଂ ସେମାନଙ୍କୁ ମୁକ୍ତ କରିବା ନେଇ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ସାପ ଧରାଳିଙ୍କ ଦ୍ୱାରା ଅଧିକ ଲୋକେ…

ଆଜି ରାଜ୍ୟ କ୍ୟାବିନେଟ୍‍: ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‍ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । କେତୋଟି ବିଭାଗର କ୍ୟାଡର ପୁନର୍ଗଠନ, କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ…