Browsing Category

ରାଜ୍ୟ

Video: ଘଟଣାସ୍ଥଳ ପରିଦର୍ଶନ କରି ବଡ଼ ବୟାନଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କହିଲେ- ‘ଶହ ଶହ ଲୋକେ ମରି ପଡ଼ିଛନ୍ତି’

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ପରେ ଜୋରଦାର ଚାଲିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଘଟଣାସ୍ତଳକୁ ଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନ ଘଟଣାକୁ ଆହୁରି ଭୟଙ୍କର…

(Video) ଟ୍ରେନ ଦୁର୍ଘଟଣା: ଆସିଲା ବେଳେ ଆମେ ୧୨ ଜଣ ଆସିଥିଲୁ, ଏବେ ୫ ଜଣ ଅଛୁ: ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଚେତାକୁ ଫେରିବା ପରେ ସମସ୍ତେ ଖୋଜି ବୁଲୁଛନ୍ତି ସାଙ୍ଗ ସାଥୀ ପ୍ରିୟଜନଙ୍କୁ । ଚାରିଆଡେ ଶୁଭୁଛି କାନ୍ଦ ବୋବାଳିର…

ବିଶ୍ୱ ଦେଖିଲା ବାଲେଶ୍ୱରବାସୀଙ୍କ ମାନବିକତା: ରାତି ୧୧ଟାରେ ସ୍ବେଛାକୃତ ଭାବେ ରକ୍ତଦାନ କରିବାପାଇଁ ଲଗାଇଲେ ଲମ୍ବା ଲାଇନ

ବାଲେଶ୍ୱର: ବିଶ୍ୱ ଦେଖିଲା ବାଲେଶ୍ୱର ମାନବିକତା। ରାତି ୧୧ଟାରେ ରକ୍ତ ସ୍ବେଛାକୃତ ଭାବେ ରକ୍ତଦାନ କରିବାପାଇଁ ରକ୍ତଦାନ କେନ୍ଦ୍ରରେ ଲମ୍ବା ଲାଇନ ଲଗାଇଛନ୍ତି ବାଲେଶ୍ୱରବାସୀ। ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା…

କରମଣ୍ଡଳ ଟ୍ରେନ ଟ୍ରାଜେଡି: ଟ୍ରାକ୍ଟରରେ ବୁହାହେଲା ମୃତଦେହ, ନିଅଣ୍ଟ ପଡିଲା ଆମ୍ବୁଲାନ୍ସ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଦୁର୍ଘଟଣା ଦେଖାଉଛି ହୃଦୟ ବିଦାରକ ଦୃଶ୍ୟ । ମୃତ୍ୟୁସଂଖ୍ୟା ୭୦ ଅତିକ୍ରମ କରିଥିବା ବେଳେ ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ସାହାରା ସାଜିଛି ଟ୍ରାକ୍ଟର ।…

କରମଣ୍ଡଳ ଦୁର୍ଘଟଣା: ୭୦ ଜଣଙ୍କ ମୃତଦେହ ଉଦ୍ଧାର ସୂଚନା, ୧୦୦ ଛୁଇଁପାରେ ସଂଖ୍ୟା

ବାଲେଶ୍ୱର: ଭୟଙ୍କର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭୦ ଛୁଇଁଥିବା ରିପୋର୍ଟ ହସ୍ତଗତ ହୋଇଛି । ଏବେ ବି ଦୁର୍ଘଟଣାସ୍ଥଳରୁ ଗୋଟି ପରେ ଗୋଟିଏ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି କ୍ରମରେ…

Video: S1 ବଗିରେ ଆଉ କିଛି ନାହିଁ: ପୂରା ଭାଙ୍ଗିରୁଜି ଯାଇଛି S1ବଗି…ମୃତ୍ୟୁ ସଂଖ୍ୟା ୧୦୦ ପାର କରିବା ଆଶଙ୍କା

ବାଲେଶ୍ୱର: ଏସ୍ ୱାନ୍ ବଗିରେ ଆଉ କିଛି ନାହିଁ। ପୁରା ଭାଙ୍ଗିରୁଜି ଯାଇଛି ଏସ୍ ୱାନ୍ ବଗି। ଟ୍ରେନ୍‌ର ବଗି ପୁରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏ ବଗିକୁ ଦେଖି ଜାଣିପାରୁଥିବେ ଏଥିରେ ବସିଥିବା ଲୋକଙ୍କର ଅବସ୍ଥା କଣ ହୋଇଥିବ ।…

ଭୟଙ୍କର ଟ୍ରେନ ଟ୍ରାଜେଡି: ଆସନ୍ତାକାଲି ପାଇଁ ଏକାଧିକ ଟ୍ରେନ ବାତିଲ କଲା SER

ବାଲେଶ୍ୱର: ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟରା ପରେ ଏକାଧିକ ଟ୍ରେନକୁ ବାତିଲ କରିଛି ଏସଇଆର । ଦୁର୍ଘଟଣା ଯୋଗୁଁ ସେହି ରୁଟରେ ରାସ୍ତା ଅବରୋଧ ହୋଇଥିବାରୁ ଗାଡି ଯିବା ସମ୍ଭବ ହୋଇ ପାରବନାହିଁ । ତେଣୁ ବିଭିନ୍ନ ଟ୍ରେନକୁ…

(Video) କରମଣ୍ଡଳ ଟ୍ରେନ ଦୁର୍ଘଟଣା: ମୋ ସହ ୫ ଭାଇ, ୧ ଭଉଣୀ ଓ ମା’ ଥିଲେ; ମିଳୁ ନାହାନ୍ତି: ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଟି ଟ୍ରେନ ଧକ୍କା ହେବାରୁ ଦୁର୍ଘଟଣା ସ୍ଥଳରେ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଦୁର୍ଘଟଣା ସ୍ଥଳରେ…

ବାହାନଗା ଦୁର୍ଘଟଣାଗ୍ରସ୍ତ ହେଲେ ଦୁଇ ଏକ୍ସପ୍ରେସ୍‌ ଟ୍ରେନ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟା ସମୟରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ଦୁର୍ଘଟଣା…

ଦୁର୍ଘଟଣାସ୍ଥଳକୁ ଗଲେ ୭୫ ରୁ ଉର୍ଦ୍ଧ ଡାକ୍ତର: ୧୦୦ରୁ ଅଧିକ ଆମ୍ବୁଲାନ୍ସ ଓ ୫୦ ବସ୍‌ ନିୟୋଜିତ

ବାଲେଶ୍ୱର: ବାହାନଗାରେ ଦୁଇ ଏକ୍ସପ୍ରେସ୍ ଦୁର୍ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଥିରେ ଶତାଧିକ ଲୋକେ ଆହତ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ ମୃତ୍ୟୁ ବରଣ କରିଛନ୍ତି । ଆହତମାନଙ୍କୁ ବାଲେଶ୍ୱର ଏବଂ…