Browsing Category

ରାଜ୍ୟ

ଜୁନ୍ ୧୦ ଯାଏଁ ତ୍ରାହି ନାହିଁ: ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, ଉପକୂଳରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର: ଲୁଚିଗଲା ମୌସୁମି । ମୌସୁମିର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି । ଯାହା ଗତ ୫ ଦିନ ହେଲା ହଲିବାର ନାଁ ନେଉ ନାହିଁ । ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ବଢୁନି ।…

ଓଲଟିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍: ୫ ମୃତ, ୨୦ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମକୁ ଗ୍ରାମୀଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ…

ଜୁଲାଇ ୩ ତାରିଖରେ ସପ୍ଲିମେଣ୍ଟାରୀ: ମେ’ ୨୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଦୁଇ ବର୍ଷ ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ ପାଇଁ ଫେରୁଛି ସପ୍ଲିମେଣ୍ଟାରୀ ପରୀକ୍ଷା । ଗତବର୍ଷ ଏହି ପରୀକ୍ଷା ବନ୍ଦ କରାଯାଇଥିବା ବେଳେ…

ବଡ ଖବର; ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା: ବୋର୍ଡ ପକ୍ଷରୁ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ପିଲାଙ୍କ ପରୀକ୍ଷା ଢାଞ୍ଚାରେ ପୁଣିଥରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଢାଞ୍ଚାକୁ ଫେରୁଛି ମାଟ୍ରିକ ପରୀକ୍ଷା । ପୂର୍ବ ଭଳି ପରୀକ୍ଷା ଦେବେ ମାଟ୍ରିକ…

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ବୁଧବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ୪୨.୮ ଡ଼ିଗ୍ରୀ, ଝାରସୁଗୁଡା ୪୨.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୨ ଡ଼ିଗ୍ରୀ,…

ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରୀ ମାମଲା ଥିଲେ ହୋଇପାରିବନି ପଦୋନ୍ନତି ବୋଲି ହାଇକୋର୍ଟଙ୍କ ରାୟ

କଟକ: ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରୀ ମାମଲା ଥିଲେ ତାଙ୍କର ନିୟମିତ ବା ଅସ୍ଥାୟୀ ପଦୋନ୍ନତି ହୋଇପାରିବ ନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ…

ଓଡିଶାବାସୀ ପାଇବେ ୯ ଲକ୍ଷ ଆବାସ ଘର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି

ଭୁବନେଶ୍ୱର: ଖୁବଶୀଘ୍ର ଗରିବ ଖଟିଖିଆଙ୍କ ମୁଣ୍ଡ ଉପରେ ତିଆରି ହେବ ପକ୍କା ଛାତ । ରାଜ୍ୟରେ ରାଜ୍ୟବାସୀଙ୍କୁ ସେମାନଙ୍କର ୯ ଲକ୍ଷ ଆବାସ ଘର ବଣ୍ଟାଯିବ ବୋଲି ଘୋଷଣା କରାଯାଇଛି । ଓଡିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର…

ଓଡ଼ିଶାରେ ଆରମ୍ଭ ହେବ ବାଘ ଓ ହାତୀ ଗଣନା: ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେନ୍ଦ୍ର ଉପରେ ନିର୍ଭର କରାଯିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ୪ର୍ଥ ବର୍ଷ ପୂରଣ ହେବ । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ କାର୍ଡ ମାଗିଥିଲେ…

ପ୍ରତି ପଞ୍ଚାୟତରେ ଚାଲିବ ‘ମୋ ବସ୍’, ସୂଚନା ଦେଲେ ପରିବହନ ସଚିବ

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏବେ ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍…

ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ, ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଗାଡ଼ି

ନୂଆଦିଲ୍ଲୀ: ରାଜ୍ୟସଭାର ସଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କାରରେ ସାଂସଦ ଥିଲେ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ସାଂସଦଙ୍କ ଗାଡିର…