Browsing Category

ରାଜ୍ୟ

ଆସିକାର ବିଭିନ୍ନ ଲଜରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ

ଆସିକା : ଆସିକାର ବିଭିନ୍ନ ଲଜରେ ଚାଲିଛି ଦେହ ବ୍ୟବସାୟ । କିଛି ଦିନ ହେଲା ଆସିକା କଳିଙ୍ଗ ରୋଡ଼ରେ ଥିବା ବହୁ ତଳ ବିଶିଷ୍ଠ ଲଜ୍ ଏଣ୍ଡ ହୋଟେଲ ଗୁଡିକରେ ଚାଲିଛି ଖୁଲମଖୁଲା ଦେହ ବ୍ୟାପର । ଗୁରୁବାର ଏହିଭଳି ଏକ ଘଟଣା…

OPTCL-BSNL-OCAC ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ: ରାଜ୍ୟର ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇ ସ୍ପିଡ୍ ଇଣ୍ଟରନେଟ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନାର ସୁବିଧା, ବ୍ୟାଙ୍କିଂ ସେବାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ପୁରୀ ସମୁଦ୍ର କୂଳରେ ରେଡ ଆଲର୍ଟ: ନାଲି ପତାକା ବାନ୍ଧି ସତର୍କ କରୁଛି ପ୍ରଶାସନ

ପୁରୀ: ଲଗାତାର ଦୁଇ ଦିନରେ ୪ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ପ୍ରଶାସନ ଏବେ ତତ୍ପର ହୋଇ ଉଠିଛି । ପୁରୀ ବେଳାଭୂମିରେ ସମସ୍ତ ପର୍ଯ୍ୟଟକଙ୍କୁ ସତର୍କ କରିବା ପାଇଁ ନାଲି ପତାକା…

ILS ବୈଜ୍ଞାନିକ ଆବିଷ୍କାର କଲେ ପ୍ରୋବାୟୋଟିକ ବ୍ୟାକ୍ଟେରିଆ: ତରଳ ଝାଡ଼ା ଓ ମେଦବହୁଳତା ପ୍ରତିରୋଧ କ୍ଷେତ୍ରରେ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)କୁ ମିଳିଛି ପୁଣି ଏକ ବଡ଼ ସଫଳତା । ଆଇଏଲଏସର ବୈଜ୍ଞାନିକମାନେ ଏକ ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି ।…

୨ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନ ବିଚାରପତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କଲେ ଦର୍ଶନ

ଭୁବନେଶ୍ୱର: ଭାରତର ପ୍ରଧାନ ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ଼ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ପ୍ରଥମେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ଚଳିତ ବର୍ଷରୁ ରାଜ୍ୟରେ ଆରମ୍ଭ ହେବ ନୂଆ ପ୍ରୋଗ୍ରାମ ‘DISHA: ଏଚଆଇଭି /ଏଡସ୍ ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଡସ ଓ ଏଚଆଇଭି ଦୁଇଟି ଭୟଙ୍କର ରୋଗ । ଗତ ୨୦୨୧ ମସିହାରେ ଭାରତରେ ଏଡସ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ପାଖାପାଖି ୪୨ ହଜାର ରହିଥିଲା । ତେବେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର…

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଖୁସିଖବର: ବଡ଼ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆସିଛି ଖୁସିଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ…

OAS ସ୍ତରରେ ଅଦଳବଦଳ : ୯ ବରିଷ୍ଠ ଓଏଏସଙ୍କ ବଦଳି ସହ ୧୦ଜଣଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ ଓ ପଦୋନ୍ନତି କରିଛନ୍ତି । ୯ଜଣ ବରିଷ୍ଠ ଓଏଏସଙ୍କ ବଦଳି ହୋଇଥିବାବେଳେ ୧୦ଜଣଙ୍କର ପଦୋନ୍ନତି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ: ଆବେଦନର ଶେଷ ତାରିଖ ମେ ୨୨

ଢେଙ୍କାନାଳ, (ଭାସ୍କର ନ୍ୟୁଜ୍) : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ଆଜିକାଲିକା ପ୍ରେମକୁ ନାହିଁ ଭରସା ! ଚତୁର୍ଥୀ ରାତିରେ ପ୍ରେମିକ ସହିତ ବୋହୂ ହେଲା ଫେରାର, ସାଙ୍ଗରେ ନେଇଗଲା…

ନିମାପଡା: ନିମାପଡା ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚତୁର୍ଥୀ ଦିନ ରାତ୍ରରେ ବୋହୂ ଘରୁ ସୁନା ଗହଣା ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯିବା ଘଟଣାରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ…