
Browsing Category
ରାଜ୍ୟ
ବଙ୍ଗୋପସାଗରରେ ଲଘୁଚାପ , ଦୁଇ ଦିନ ପ୍ରବଳ ବର୍ଷିବ: ଏହିସବୁ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ଧରି ପ୍ରବଳ ବର୍ଷାର…
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ : କଡ଼ା ଚେକିଂ ପରେ ଏପରି ଭୁଲ କାହିଁକି ?
ପୁରୀ: ପୁରୀ ଶନ୍ମନ୍ଦିରକୁ ନେଇ ଚେକିଂ ଯେତେ କଡ଼ାକଡ଼ି କଲେ ବି କିଛି ଅମାନିଆ ଲୋକମାନେ ଏହାକୁ ଖାତିର ନକରି ନିୟମର ଉଲ୍ଲଙ୍ଘନ କରୁଛନ୍ତି । କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା…
ଭୟଙ୍କର ବସ୍ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ: ବିବାହ ଉତ୍ସବ ସାରି ଘରକୁ ଫେରୁଥିଲେ ପରିବାର
ଗଞ୍ଜାମ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖଦ ଘଟଣାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଓଡିଶାବାସୀ । ଏହାକୁ ମାସେ ନ ପୁରୁଣୁରୁ ଆଉ ଏକ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ପୁଣି କିଛି ନିରୀହ ଜୀବନ । ସକାଳୁ ସକାଳୁ ବସ୍…
ଗ୍ରାଣ୍ଟ-ଇନ-ଏଡ ପରିସର ବୃଦ୍ଧି ପାଇବ: ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜକୁ ମିଳିବ ସରକାରୀ ମାନ୍ୟତା, ସବିଶେଷ ତାଲିକା ମାଗିଲା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜାନୁଆରୀ ମାସରେ ରାଜ୍ୟ କ୍ୟାବିନେଟରେ ଅନୁଦାନପ୍ରାପ୍ତ ସରକାରୀ କଲେଜର ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଥିଲା । ରାଜ୍ୟ ସରକାରଙ୍କର ଉକ୍ତ ନିଷ୍ପତ୍ତି ଫଳରେ ୧୫ ହଜାର ୭୭୧ ଜଣ ଶିକ୍ଷକ…
ବାହାନଗା ଦୁର୍ଘଟଣା ପରେ ଓଡିଶାକୁ ମିଳିବ ‘କବଚ’ ବ୍ୟବସ୍ଥା! କ’ଣ ନିଷ୍ପତ୍ତି ନେବେ ରେଳମନ୍ତ୍ରୀ?
ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦୁର୍ଘଟଣା ମଧ୍ୟରୁ ଅତି ଭୟଙ୍କର ହୋଇଛି । ଦୁର୍ଘଟରାରେ ୨୯୨ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଦିକ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବି…
ସାରା ଭାରତରେ ‘କବଚ’ ବ୍ୟବସ୍ଥା ଲାଗୁ ହେବା ଜରୁରୀ କି: ଜନସାଧାରଣଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କଣ ପ୍ଲାନିଂ କରୁଛନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ…
କେବେ ଦୂର ହେବ ରାଜଧାନୀର ଜଳ ସମସ୍ୟା: ଏହାର କ’ଣ କିଛି ପ୍ରତିକାର ନାହିଁ, ଚାଲିଯାଉଛି ବର୍ଷ ପରେ ବର୍ଷ, ସରୁନାହିଁ କିନ୍ତୁ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଗତ କିଛି ବର୍ଷ ମଧ୍ୟରେ ବେଶ ଆଗକୁ ବଢ଼ିପାରିଛି । ଚକାଚକ ରାସ୍ତାଘାଟ ସାଙ୍ଗକୁ ସୁଉଚ୍ଚ ଅଟ୍ଟାଳିକା, ବୃହତ ତଥା ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଦି ସହରର ଆକର୍ଷଣକୁ…
ନୂଆ ପରିଚୟ ପାଇବ ରାଜଧାନୀ ମହାବିଦ୍ୟାଳୟ: ସରକାର କରୁଛନ୍ତି ନୂଆ ଯୋଜନା
ଖଣ୍ଡଗିରି: ଭୁବନେଶ୍ୱରର ରାଜଧାନୀ ଡିଗ୍ରୀ କଲେଜ ପାଇଁ ପ୍ରସ୍ତୁତ ହେଉଛି ନୂଆ ପ୍ରୋଜେକ୍ଟ । କଲେଜର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଅନୁସାରେ, କଲେଜର ନୂତନ ନାମଫଳକ ସମେତ…
ନଳକୂପ ପାଣିରୁ ବାହାରୁଛି ପଥର ଗୁଣ୍ଡ: ପାଣିର ରଙ୍ଗ ହଳଦିଆ ହୋଇଯାଉଛି, କିଡନୀ ରୋଗରେ ୭ ଜଣଙ୍କ ଜୀବନ ଗଲାଣି, ୨୫ରୁ ଅଧିକ ଚିକିତ୍ସିତ ହେଉଛନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଥିବା ବେଳେ ପରିବେଶ ମଧ୍ୟ ଅଧିକ ଦୂଷିତ ହେବାରେ ଲାଗିଛି । ଏନେଇ ଅନେକ ରିସର୍ଚ୍ଚ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । । ତେବେ ଆଜିକାଲି…
ବାସ୍ତୁଦୋଷ ଥିବାରୁ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ବିଧାନସଭାର ଦକ୍ଷିଣ ଦ୍ୱାର, ମୁଖ୍ୟମନ୍ତ୍ରୀ ଦ୍ୱାର ଖୋଲାଇବା ସହ ନିଜେ ପ୍ରଥମେ କଲେ ପ୍ରବେଶ
ବାଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗତ ଶନିବାର ନିଜ ଅଧିକାରୀଙ୍କ ସହ ବୈଠକ ଲାଗି ବିଧାନସଭାରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ସେ ବିଧାନସଭାର ଦକ୍ଷିଣ ଦ୍ୱାର ବନ୍ଦ ଥିବାର ଦେଖିଥିଲେ…