CHARIDHAM
Browsing Category

ରାଜ୍ୟ

ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିର ରେ ବୁଧବାର ୯ ତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ପ୍ରତାପ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଅଧିବେଶନରେ ଯୋଗ ଶିବିରର ସମସ୍ତ ସଦସ୍ୟ ବହୁ…

କେମିତି ଏମିତି ହେଲା: ଏକ୍ସପ୍ରେସ୍ ଟ୍ରେନ୍ ରୁ ଖସି ୧୦୦ ମିଟର ଘୋଷାଡି ହୋଇଯିବା ପରେ ବି ଅକ୍ଷତ ଅବସ୍ଥାରେ ଯୁବକ

ନୂଆଦିଲ୍ଲୀ:ଲୋକମୁଖରେ କୁହାଯାଏ, “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଏହି ଉକ୍ତିଟି ଆଜି ପୁନର୍ବାର ଉତ୍ତରପ୍ରଦେଶ ଶାହାଜାହାନପୁରରେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି । ଏଠାରେ ଆଜି ଜଣେ…

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ : ଆଜି ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ

ପୁରୀ : ମଙ୍ଗଳବାର ଅପରାହ୍ନରେ ରଥ ଟାଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ବୁଧବାର ସକାଳ ସମୟରେ ଶେଷ ହୋଇଛି । ବର୍ତ୍ତମାନ ଶରଧାବାଲିରେ ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଶରଧାବାଲିରେ…

Video: ରାଜଧାନୀ ଭୁବନେଶ୍ୱରରେ ମନ୍ଦିର ଲୁଟ୍; ଭଗବାନଙ୍କୁ ଛାଡିଲେନି ଦୁର୍ବୁତ୍ତ, ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ଚୋର ଲୁଟେରାଙ୍କ ଆତଙ୍କ। ପୂର୍ବରୁ ଓଡ଼ିଶାର ଅନେକ ଜିଲ୍ଲାରୁ ଏହି ଆସୁଥିଲା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା। ସହିଦନଗର ଥାନା ଅନ୍ତର୍ଗତ ସୁନାଦେଇ ମନ୍ଦିରରୁ…

ପାଣିପାଗ ବିଭାଗର ସୂଚନା: ମୌସୁମୀ ପୂର୍ବରୁ ଭିଜିବ ଓଡ଼ିଶା

ଭୁବନେଶ୍ୱର: ସମ୍ପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବା ପୂର୍ବରୁ ବର୍ଷାରେ ଭିଜିବ…

ବାହାନଗାକୁ ୨ କୋଟିର ଭେଟି ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଡାକ୍ତର ଓ ନର୍ସ ନିଯୁକ୍ତି ପାଇଁ ଅନୁରୋଧ

ଭୁବନେଶ୍ୱର: ବାହାନଗାକୁ ୨ କୋଟି ଟଙ୍କାର ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାହାନଗା ଷ୍ଟେସନ ଗସ୍ତ ଅବସରରେ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଥିଲେ । ବାହାନଗାକୁ ସଂସଦ ପାଣ୍ଠିରୁ କୋଟିଏ ଟଙ୍କା ଦେବେ…

ଶରଧାବାଲିରେ ବଳଭଦ୍ରଙ୍କ ରଥ : ଅଧାରେ ଅଟକିଲା ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ

ପୁରୀ: ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥଟଣା ଆଜି ପାଇଁ ଶେଷ ହୋଇଛି । ବଡଠାକୁର ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବାଟରେ ଅଟକିଛନ୍ତି ଜଗନ୍ନାଥ ଓ ସୁଭଦ୍ରା। ଦେବଦଳନ ବଡ଼ଶଂଙ୍ଖ ନିକଟରେ…

ଓଡ଼ିଶାର ଗର୍ବ ଓଡ଼ିଆ ଝିଅଙ୍କୁ ଜନ୍ମ ଦିନର ଅଭିନନ୍ଦନ: ଦୁଇ ପୁତ୍ର, ସ୍ୱାମୀଙ୍କୁ ହରାଇଥିଲେ ବି ଭାଙ୍ଗି ପଡ଼ିନଥିଲେ, ସାଧାରଣ କିରାଣୀରୁ ଦେଶର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ସାରା ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ଦିନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଆଜି କେବଳ ଶ୍ରୀକ୍ଷେତ୍ର ଧାମ ନୁହେଁ, ସାରା ବିଶ୍ୱ ଚଳଚଞ୍ଚଳ ହୋଇ ଉଠିଛି ।…

ଯୁକ୍ତଦୁଇ ଆଡମିଶନ ପାଇଁ ଆବେଦନ ତାରିଖ ବୃଦ୍ଧି: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁରୋଧ ପରେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି ପାଇଛି । ପୂର୍ବରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ତାରିଖ ଜୁନ ୨୦ ରହିଥିବା…

(Video) ରଥ ଟାଣୁଟାଣୁ କାଳିଆର ପାଦତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀର ବଡ଼ଦାଣ୍ଡ କମ୍ପି ଉଠୁଛି । ଶଙ୍ଖ, ଘଣ୍ଟ ସାଙ୍ଗକୁ ଭକ୍ତଙ୍କ କୋହାହଳରେ ଆଜି ଜଗା ଭକ୍ତଙ୍କୁ ଦର୍ଶନ ଦେଉଛି । ଏହି…