Browsing Category
ରାଜ୍ୟ
ଟ୍ରେନ ଟ୍ରାଜେଡି: ବିଦ୍ୟୁତ ଆଘାତରେ ବି ଯାଇଛି ୪୦ ଜୀବନ! ଶରୀରରେ ନାହିଁ କୌଣସି କ୍ଷତ
ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ଭୟଙକକର ରୂପ ସାରା ଦେଶରେ ସମସ୍ତଙ୍କ ଛାତି ଦୋହଲାଇ ଦେଇଛି । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ୧୦୦୦ରୁ ଅଧିକ ଲୋକ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି…
ଆକ୍ଟିଭ୍ ମୋଡ଼କୁ ଆସିଲା ରେଳ ବିଭାଗ: ସାରା ଦେଶର ସିଗନାଲିଂ ସିଷ୍ଟମର ଅଡିଟ୍ ହେବ, ସମସ୍ତ ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୦୦୦ରୁ ଅଧିକ ଆହତ ହୋଇଥିବା ସରକାରୀ ଭାବେ ରିପୋର୍ଟ ଦିଆଯାଇଛି । ତେବେ…
ହେଲପଲାଇନ ନମ୍ବର ଜାରି କଲା ରେଲୱେ: ଶବ ଚିହ୍ନଟ ପାଇଁ ନୂଆ ପଦକ୍ଷେପ
ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ମୃତଦେହ ଏବେ ବି ଚିହ୍ନଟ ହୋଇ ପାରିନାହିଁ । ଦୁର୍ଘଟଣାରେ ଚେହେରା ନଷ୍ଟ ହୋଇ ଯାଇଥିବାରୁ ସେମାନଭ୍କୁ ଚିହ୍ନିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ…
କରମଣ୍ଡଳ ରେଳ ଦୁର୍ଘଟଣାରେ ବଡ଼ ଖୁଲାସା କଲେ ପୁର୍ବତ୍ତଟ ରେଳବାଇ ଡିଏମଆର: କହିଲେ- ‘ଜାଣିଶୁଣି ସିଷ୍ଟମକୁ କ୍ଷତି ପହଞ୍ଚାଯାଇଛି’
ଭୂବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା କରମଣ୍ଡଳ ରେଳ ଦୁର୍ଘଟଣାକୁ ନେଇ ଆସିଛି ବଡ଼ ଖବର। ଇଣ୍ଟର ଲକିଂ ସିଷ୍ଟ ବିଫଳତା କାରଣରୁ ଏତେବଡ଼ ଦୁର୍ଘଟଣା ଘଟିଥିବା ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ସୂଚନା ଦେଇଥିଲେ।…
ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ: ଯୋଗାଯୋଗ କରନ୍ତୁ ହେଲ୍ପଲାଇନ ନମ୍ବର ୧୩୯
ଭୁବନେଶ୍ୱର: ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ…
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ: କୃଷି ଉଦ୍ୟୋଗରେ ପୁଞ୍ଜିିନିବେଶ ନିମନ୍ତେ ମିଳିବ ନୂତନ ସୁଯୋଗ
ଭୁବନେଶ୍ୱର: ରାଜ୍ୟରେ କୃଷି-ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ…
ଶବ ଗାଡ଼ିରେ ଚେତା ଫେରିଲା, ହାତ ଠାରି ଡାକି ନିଜ ଜୀବନ ବଞ୍ଚାଇଲେ ଯୁବକ
କୋଲକାତା : ଜୁନ୍ ୨ ଶୁକ୍ରବାର ର ସେହିୁ କାଳ ରାତି । ଗୋଟିଏ ସେକେଣ୍ଡରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଛିନ୍ଛତ୍ର ହୋଇଗଲା । କିଏ କୁଆଡେ ଛିଟିକି ପଡିଲେ ତାହାର କିଛି ହିସାବ…
ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଜିଆରପି ଥାନାରେ ଏତଲା ; କାହା ନାଁରେ ହେଲା ମାମଲା ରୁଜୁ ?
ଭୁବନେଶ୍ୱର : ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏଥିରେ କାହାର ଭୁଲ ଏବଂ କାହା ନାଁରେ ମାମଲା ରୁଜୁ ହେବ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ ଆଜି ଜିଆରପି…
ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ; ଶ୍ରେଷ୍ଠ ୧୦୦ ମଧ୍ୟରେ ରାଜ୍ୟର ୩ଟି…
ନୂଆଦିଲ୍ଲୀ: ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ…
ସାର୍ବଜନିକ ଶୌଚାଳୟରେ ଫୁଟିଲା ବମ୍, ୧୧ ବର୍ଷୀୟ ବାଳକର ମୃତ୍ୟୁ
କୋଲକାତା:ପଶ୍ଚିିମବଙ୍ଗରେ ସେହି ସମୟରେ ଆତଙ୍କ ଖେଳି ଯାଇଥିଲା ଯେତେବେଳେ ଏକ ପବ୍ଲିକ୍ ଟଏଲେଟ୍ ରୁ ଅଚାନକ ବମ୍ ବିସ୍ଫୋରଣର ଶବ୍ଦ ଆସିଥିଲା । ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ରେ ସୋମବାର ଏକ ସାର୍ବଜନିକ…