Browsing Category

ରାଜ୍ୟ

ଆଗାମୀ 12 ଘଣ୍ଟାରେ ଲଘୁଚାପ, 36 ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ବର: ଆଗାମୀ 12 ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଆଜି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବକେନ୍ଦ୍ରୀୟ ଆରବସାଗରେ ଲଘୁଚାପ ସୃଷ୍ଟି ସୃଷ୍ଟି ହେବ । କର୍ଣ୍ଣାଟକ ଓ ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ…

ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା, 3 ଯୁବକ ମୃତ

ଗୁଣପୁର: ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀ ପୋଲରେ ମର୍ମନ୍ତୁଦ ଦୁର୍ଘଟଣା । ଆଜଣା ଗାଡ଼ା ଧକ୍କାରେ 3 ଯୁବକଙ୍କ ମୃତ୍ୟୁ । ସମସ୍ତ ମୃତକ ଗୁଡ଼ାରି କଇଠପଦର ଓ ଜଗନ୍ନାଥପୁର ଗାଁର ବୋଲି ଜଣା ପଡ଼ିଛି । ଠାକୁରାଣୀ ଯାତ୍ରା…

ମୌସୁମୀ ପହଞ୍ଚିବାକୁ ଅନୁକୁଳ ହେଉଛି ପାଗ, 3 ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର: ମୌସୁମୀ ପହଞ୍ଚିବାକୁ ଅନୁକୁଳ ହେଉଛି ପାଗ । ଆଜି 3 ଘଣ୍ଟା ବର୍ଷା ହେବା ନେଇ ସତର୍କ କଲା ପାଣିପାଗ ବିଭାଗ । ଏହା ସହ 40 ରୁ 50 କିମି ବେଗରେ ବହିପାରେ ପବନ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ପାଣିପାଗ…

ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୨୩ରେ ହେବ ଉପନିର୍ବାଚନ । ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବ । ଆସନ୍ତାକଲି ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି…

3 ଦିନ ଯାଏଁ କାଳବୈଶାଖୀ ବର୍ଷା, 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିରେ ଲାଗିବ ବ୍ରେକ୍। 3 ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଜି…

ଆଜିଠୁ ବଡ଼ଦେଉଳରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ୨୧ ଦିନ ଜଳକ୍ରୀଡ଼ା କରିବେ ଠାକୁରେ

ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ । ଶୁକ୍ରବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଅନୁଷ୍ଠିତ ହେବ ପ୍ରଥମ କ୍ରୀଡ଼ା ଉତ୍ସବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ…

ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: 7 ଆହତ

ଆନନ୍ଦପୁର: ଟ୍ରଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଘଷିପୁରା NH-20 କୋଳିମାଟି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ 7ଜଣ ବସ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଭୁବନେଶ୍ବର ଚମ୍ପୁଆ…

ଆଜି ପ୍ରକାଶ ପାଇବ +୨ ରେଜଲ୍ଟ, ଅପରାହ୍ଣ ୫ଟାରୁ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ

ଭୁବନେଶ୍ୱର: +୨ ପରୀକ୍ଷା ଫଳାଫଳକୁ ନେଇ ବଡ଼ ଖବର। ଆଜି ଅର୍ଥାତ ୨୧ ମେ’ ୨୦୨୫ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଆଜି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ। ଅପରାହ୍ଣ ୫ଟାରୁ ୱେବସାଇଟରେ ଫଳାଫଳ ଦେଖିପାରିବେ…

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ…

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । IIM ସମ୍ୱଲପୁରର ଛାତ୍ରଛାତ୍ରୀ ସୁଭଦ୍ରା ସର୍ଭେ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବରରେ ମଝି ରାସ୍ତାରେ ଯୁବକଙ୍କୁ ହାଣିଲେ! ପଡ଼ିଛି ରକ୍ତ ଛିଟା

ଭୁବନେଶ୍ବର: ରାତି ଅଧରେ ରାଜଧାନୀ ଛାତି ଉପରେ ପଡିଲା ରକ୍ତର ଛିଟା । ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ରାଜଧାନୀ ରାସ୍ତାରେ ରକ୍ତଛିଟା-  ଚପଲ ସହିତ ରାସ୍ତାରେ…