Browsing Category

ରାଜ୍ୟ

ପରଲୋକରେ ଦିବଙ୍ଗନ୍ତ ନେତା ନବ ଦାସଙ୍କ ମା’: ପୁଅ ପଛେ ପଛେ ମାଆ ମଧ୍ୟ ବାହୁଡ଼ିଲେ

ଝାରସୁଗୁଡ଼ା: ସ୍ୱର୍ଗତ ନବ ଦାସଙ୍କ ପରିବାର ଉପରେ ଭାଙ୍ଗିଛି ଦୁଖଃର ପାହାଡ଼। ନବ ଦାସଙ୍କ ପରେ ପରେ ୮୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ତାଙ୍କ ମା’। ପୂର୍ବରୁ ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ ବୋଲି ଆଂଚଳିକ ପାଣିପାଗ…

ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ: କ’ଣ ରହିଥିଲା କାରଣ, ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜାନୁଆରୀ ମାସ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଝାରସୁଗୁଡ଼ାର ବ୍ରଜରାଜନଗର ଗସ୍ତରେ ଯାଇଥିବା ଏଏସଆଇ ଗୋପାଳ ଦାସଙ୍କ ତାଙ୍କୁ ଅତି…

ଓଡ଼ିଶା ଆଗରେ ରହିଛି, ରାଜ୍ୟରେ ବେକାରୀ ସଂଖ୍ୟା କମୁଛି: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି । ବେକାରୀ ସଂଖ୍ୟା ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ଲାଭ କରିଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ…

ରାଜଧାନୀ ଉପକଣ୍ଠରେ ଅଘଟଣ: ନଦୀରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ପିଲା ସାଙ୍ଗ ହୋଇ ଏକାଠି ଗାଧୋଇବାର ମଜା ଉଠାଇଥାନ୍ତି । ତେବେ ନଦୀ ହେଉ କି ସମୁଦ୍ର ଅନେକ ସମୟରେ ଏହି ଖୁସି ଦୁଃଖ ଆଣିଦେଇଥାଏ । କେତେବେଳେ ଅଚାନକ ଜୁଆର ମାଡ଼ି ଆସେ ତ…

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ: ଛାତ୍ରଛାତ୍ରୀ ଓ ପୁସ୍ତକ ବିକ୍ରେତା ହଟହଟା

କଣାସ : ଦୀର୍ଘ ୩ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍-୧ ଓ ସମେଟିଭ୍୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷକ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା…

ଓଡ଼ିଶାରେ ଆରମ୍ଭ ହେବ ଆହାର ୨.୨ ଯୋଜନା ! ଭାତ- ଡାଲମା ସହିତ ମିଳିବ …

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଆହାର ୨.୨ ଯୋଜନା, ଯାହା ମାଧ୍ୟମରେ ଗରିବ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏନେଇ ସରକାର ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏଣିକି ଭାତ…

ଶ୍ରୀମନ୍ଦିରରେ ଘଟିଗଲା ବିରାଟ ଅଘଟଣ: ୩ ଆହତ, ୨ ଜଣ ଗୁରୁତର

ପୁରୀ: ଶ୍ରୀମନ୍ଦିର ପରିସରରେ ଘଟିଯାଇଛି ଏକ ବିରାଟ ବଡ ଅଘଟଣ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବା ବେଳେ କିଛି ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି…

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର: ବିଭିନ୍ନ ଉପାୟରେ ମିଳିବ ସହାୟତା

ଭୁବନେଶ୍ୱର: ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ବିଶେଷ କରି ଏସଏଚଜି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏସଏଚଜି ମହିଳାଙ୍କ…

ସିିଦ୍ଧରମୈୟା ସରକାରଙ୍କ କ୍ୟାବିନେଟରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ, ସନ୍ଧ୍ୟାରେ ବିଭାଗ ବଣ୍ଟନ

ବେଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବାର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ରୂପରେ ଶପଥ ଦିଆଯାଇଛି । ରାଜ୍ୟପାଳ ଥାବରଚନ୍ଦ ଗେହଲୋଟ ସମସ୍ତ…