Browsing Category

ରାଜ୍ୟ

ନକଲି ବିଶ୍ୱବିଦ୍ୟାଳୟର ତଦନ୍ତ ଆରମ୍ଭ; ଦେଶରେ ୨୧, ଓଡ଼ିଶାର ୨ଟିରେ ପଡିଲା ତାଲା

ଭୁବନେଶ୍ୱର: ନକଲି ବିଶ୍ୱବିଦ୍ୟାଳୟର ସଂଖ୍ୟା ଦେଶରେ ବଢିବାରେ ଲାଗିଛି । ପିଲାଙ୍କ ଠାରୁ ଟଙ୍କା ନେଇ ଜାଲ୍ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ପିଲାଙ୍କୁ ହଇରାଣର ଶିକାର ହେବାକୁ ପଡୁଛି ।…

ଆଜିଠାରୁ ଆକାଶରେ ଦେଖାଯିବ ମହାଜାଗୃତିକ ଦୃଶ୍ୟ: ଚନ୍ଦ୍ରଙ୍କ ଅତି ନିକଟତର ହେବେ ଶୁକ୍ର

ଭୁବନେଶ୍ୱର: ଆଜିଠାରୁ ସନ୍ଧ୍ୟାର ଆକାଶରେ ଚନ୍ଦ୍ରର ଅତି ନିକଟରେ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଦେଖାଯିବ। ଏହା ଜୁନ ୧୫ ଯାଏଁ ଏପରି ଦେଖାଯିବ। ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଆକାଶରେ ଶୁକ୍ରକୁ…

Bank Holidays in June 2023 : ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ, ସମ୍ପୂର୍ଣ୍ଣ ତାଲିକା ଚେକ୍ କରନ୍ତୁ

ନୂଆଦିଲ୍ଲୀ : ମେ ମାସ ଶେଷ ହେବାକୁ ଯାଉଛି ଏବଂ ବର୍ତ୍ତମାନ କିଛି ଦିନ ନୂଆ ମାସ ଜୁନ୍ ଆରମ୍ଭ ହେବ । ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏହି ଛୁଟିଦିନକୁ ଧ୍ୟାନରେ ରଖି ବ୍ୟାଙ୍କ…

୧୦୬ ସରକାରୀ ବିଦ୍ୟାଳୟରେ ବୃଦ୍ଧି ପାଇଲା ୧୩୪୬୮ ଏକାଦଶ ଶ୍ରେଣୀ ସିଟ୍

ଭୁବନେଶ୍ୱର:୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ…

ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି: ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ଦେବେ ସରକାର

ଭୁବନେଶ୍ୱର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମବାୟ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ଅବସରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗୀୟ ସଫଳତା ସମ୍ବନ୍ଧରେ…

ଭୁବନେଶ୍ୱର ପେନ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପେନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟରୁ ଭୟବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ…

ରସଗୋଲା ପ୍ରେମୀଙ୍କ ପାଇଁ ଦୁଃଖ ଖବର ; ବଢିଲା ପାହଳ ରସଗୋଲାର ଦାମ୍

ଭୁବନେଶ୍ୱର : ରସଗୋଲା ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଆସନ୍ତାକାଲିରୁ ବଢିବ ରସଗୋଲାର ଦାମ୍ । ଏବେ ସିଧା ସଳଖ ରସଗୋଲା ପ୍ରେମୀଙ୍କ ପକେଟରେ ମହଙ୍ଗାମାଡ ହେବ । କିଲୋ ପିଛା ୨୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି…

ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ…

ଆସନ୍ତାମାସରୁ ବ୍ୟାଙ୍କ ଆକାଉଣ୍ଟରେ ମିଳିବନି ମଧୁ ବାବୁ ଭତ୍ତା ଟଙ୍କା, ଜାଣନ୍ତୁ କିପରି ପାଇବେ ହିତାଧିକାରୀ

ଭୁବନେଶ୍ୱର: ମଧୁ ବାବୁ ପେନ୍‍ସନ୍‍ ଯୋଜନାରେ ଦିଆଯାଉଥିବା ଭତ୍ତା ଟଙ୍କା ଆସନ୍ତାମାସରୁ ହିତାଧିକାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଉ ଜମା କରାଯିବ ନାହିଁ । ଏଣିକି ପ୍ରତ୍ୟେକ ମାସର ୧୫ତାରିଖରେ ହିତାଧିକାରୀମାନେ…

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି: ଆଉ ୫ ଦିନ ଏପରି ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଥିଲାବେଳେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…