Browsing Category
ରାଜ୍ୟ
ସ୍କୁଲ୍ ପିଲାଙ୍କୁ ମିଳିବ ନୋଟ୍ବୁକ୍, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଗତକାଲି ରାଜ୍ୟ ବଜେଟ୍ ଆଗତ ହୋଇଥିବା ବେଳେ ଶିକ୍ଷା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ଆଜି ଗଣଶିକ୍ଷା ମନ୍ତ୍ରୀ ଆଉ ଏକ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ର ଛାତ୍ରଛାତ୍ରୀ…
ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ
ଛତିଶଗଡ଼: ଶନିବାର ଛତିଶଗଡ଼ରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୩ ଡିଆରଜି ଅଧିକାରୀ ସହିଦ ହୋଇଛନ୍ତି । ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ,…
ଏଣିକି ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ, ସାଇକେଲ ଟଙ୍କା ୩୫୦୦କୁ ବଢିଲା
ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ଏନେଇ ଓଡ଼ିଶା ସରକାର ବଜେଟ୍ରେ ବ୍ୟୟ ବରାଦ କରିଛନ୍ତି । ସେହିପରି ସ୍କୁଲ୍ ୟୁନିଫର୍ମ ସାଙ୍ଗକୁ ଅନ୍ୟ…
ଯାଜପୁର: ଟ୍ରକ୍ ଉପରେ ଚଢ଼ିଗଲଲା ଟ୍ରକ୍, ଘଟଣା ସ୍ଥଳରେ ୭ ମୃତ
ଯାଜପୁର: ଦୁର୍ଘଟଣା ବିଭତ୍ସ ଲୋମ ଟାଙ୍କୁରା। ଏମିତି ଦୁର୍ଘଟଣା ଯାହାକୁ ଦେଖିଲେ ଭୟ ଲାଗିବ। ଟ୍ରକ୍ ଉପରେ ଚଢ଼ିଗଲା ଆଉ ଏକ ଆଉଚର। ଏମିତି ଚଢ଼ିଲାଯେ ଅକାଳରେ ଚାଲିଗଲା ୭ ଜଣଙ୍କର ଜୀବନ ଏବଂ ଜଣେ ଗୁରୁତର ଭାବରେ ଆହତ…
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଯୋଜନା, ବାର୍ଷିକ ୨୦ ହଜାର ଟଙ୍କା ଲେଖାଏ ମିଳିବ ବୃତି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯିବ ବୋଲି…
OSSSC PEO, ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି: ୫୩୯୬ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ
ଭୁବନେଶ୍ୱର: ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପାଇଁ ମିଳିତ ନିଯୁକ୍ତି ପରୀକ୍ଷା-୨୦୨୩ ପାଇଁ ଓଡିଶା ସବୋର୍ଡ ଷ୍ଟାଫ୍ ଚୟନ ଆୟୋଗ (OSSSC) ଶୁକ୍ରବାର ଦିନ ବିସ୍ତୃତ ବିଜ୍ଞପ୍ତି…
ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି ତାପମାତ୍ର; ୭ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
ଓଡ଼ିଶା ବଜେଟ୍ ୨୦୨୩-୨୪: ୨୦ଟି ନୂଆ ଯୋଜନା ପାଇଁ ମଧ୍ୟ ବ୍ୟୟ ବରାଦ କେଲ ରାଜ୍ୟ ସରକାର
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୁର୍ବରୁ ଶେଷ ପୁର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଆଗାମୀ ନିର୍ବାଚନ ପୁର୍ବରୁ ନବୀନ ସରକାରଙ୍କର ଏହା ଶେଷ ବଜେଟ୍ ହୋଇଥିବାରୁ ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ…
ଓଡ଼ିଶା ବଜେଟ୍ ୨୦୨୩-୨୪: ବ୍ୟୟ ବରାଦ ୨ ଲକ୍ଷ ୩୦ ହଜାର କୋଟି, ଜାଣନ୍ତୁ ସରକାରଙ୍କ ଆୟ ବ୍ୟୟର ହିସାବ
ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଶୁକ୍ରବାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି…
ବଜେଟ୍ରେ ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା
ଭୁବନେଶ୍ୱର: ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କୁ ରୋଜଗାର ପ୍ରଦାନ କରି ସମାନଙ୍କର ଜୀବନଧାରଣ ମାନରେ ଉନ୍ନତିଆଣବା ସହ ମହଳା ସଶକ୍ତିକରଣେର ସହେଯାଗ କରଥାଏ। ଏହି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷରେ ନୂତନ ବ୍ରୟଲର…