Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ:ମେଡ଼ିକାଲ କଲେଜ, ବିଶ୍ୱବିଦ୍ୟାଳୟର କରିବେ ଲୋକାର୍ପଣ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯାଉଛନ୍ତି । ଏଥିନେଇ ପ୍ରସ୍ତୁତିପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା…
କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା: ଭୁବନେଶ୍ୱରରୁ ପୁରୀ-କୋଣାର୍କକୁ ଗଡ଼ିବ ମେଟ୍ରୋ ଟ୍ରେନ୍
ଭୁବନେଶ୍ୱର: ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ଟ୍ରେନ୍ ଗଡ଼ିବ । ଏନେଇ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାକି ରହିଛି । ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ…
ଘର ଭିତରୁ ୩ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ଛାନଭିନ
କୋରାପୁଟ: କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରିବାରର ସ୍ୱାମୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି ।…
ଉତ୍କଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ କରିବା ନିନ୍ଦନୀୟ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର BJD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲରେ ଏକ ଆଲୋଚନାଚକ୍ର ଚାଲିଥିବା ବେଳେ…
ସମସ୍ତ ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମିଳିବ ସ୍ୱାଧୀନ ଦାୟିତ୍ୱ: BEO, DEOଙ୍କର ଅନୁମତି ନେବାକୁ ପଡ଼ିବନି, ଗଣଶିକ୍ଷା ବିଭାଗର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ସ୍କୁଲର ଶିକ୍ଷକମାନେ କେବଳ ଶିକ୍ଷାଦାନ କରିବେ । ଶିକ୍ଷକମାନଙ୍କୁ ମଧ୍ୟାହ୍ନଭୋଜନ ଦାୟିତ୍ୱରୁ ମୁକ୍ତ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ…
ଅନୁଗୁଳ ବାଲିପଟ୍ଟା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ: ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବାଲିପଟ୍ଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ, ସେଠାରେ ସେ ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୁଳରେ…
ମୁଁ ଡାକ୍ତର ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ: ଆପଣ ଡାକ୍ତର ନୁହନ୍ତି ଭଗବାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ବିଭିନ୍ନ ସ୍ୱଭାବର ଲୋକମାନେ ବସବାସ କରୁଛନ୍ତି । କିଏ ମାତ୍ର ଟଙ୍କାଟେ ପାଇଁ ଅନ୍ୟର ଜୀବନ ନେଉଛି ତ ଆଉ କିଏ କଷ୍ଟୋପାର୍ଜିତ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଗରିବଙ୍କୁ ଦାନ…
ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨୪ଟି ଗାଡ଼ି
କରଞ୍ଜିଆ: ରାଜ୍ୟରେ ଏକ ସାବଧାନ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରଞ୍ଜିଆ ଅଂଚଳର ମହୁଲଡିହା ଥାନା ପରିସରରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ୨୪ଟି ବାଇକ ଜଳିଯାଇଥିବା କଥା ସୂଚନା ମିଳିଛି ।…
ଭୁବନେଶ୍ୱରରେ ମାଳମାଳ ଜାଲ୍ ନୋଟ୍: ସାବଧାନ ରାଜଧାନୀବାସୀ, ବାଂଲାଦେଶ-ନେପାଳକୁ ଲମ୍ବିଛି ଚେର, ଆତଙ୍କବାଦୀ-ମାଓବାଦୀ ସମ୍ପୃକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ନକଲି ନୋଟ କାରବାର ବଢ଼ିବାରେ ଲାଗିଛି । ବାହାର ଦେଶର ଦଲାଲମାନେ ରାଜଧାନୀ ଭୁବନେଶ୍ୱରରେ ଏବେ ନିଜର ଆଡ୍ଡା ଜମାଇ ବସିଲେଣି । ଗତବର୍ଷ ୪୭ ଲକ୍ଷର ନକଲି ନୋଟ୍ ଜବତ ହୋଇଥିବା ବେଳେ…
ବାଣୀବିହାର : ସେମିନାରରେ ଦେଶଦ୍ରୋହୀ ମନ୍ତବ୍ୟ, ପ୍ରଫେସରଙ୍କୁ ଆକ୍ରମଣ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଜେଏନୟୁ ତାତି ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକ ଆଲୋଚନାରେ ଜଣେ ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିଲା । ପ୍ରଫେସରଙ୍କ ଜଣଙ୍କ ଜେଏନୟୁ ରୁ ଆସିଥିବା…