Browsing Category
ରାଜ୍ୟ
ବ୍ରିଜ ତଳକୁ ଖସିଲା ବସ:୨ମୃତ ଅନେକ ଆହାତ
ଢ଼େଙ୍କାନାଳ: ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଆସି ପହଞ୍ଚିଛି । ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି…
ଆସିକା ଥାନାକୁ ମିଳିଲା ଶ୍ରେଷ୍ଠ ଥାନାର ପୁରସ୍କାର: ସାରା ଦେଶରେ ଚମକିଲା ଓଡ଼ିଶା, ରାଜ୍ୟ ପାଇଁ ଗର୍ବର ବିଷୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ଆସିକା । ଗଞ୍ଜାମ ଜିଲ୍ଲାର ଆସିକା ଥାନା ସାରା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି । ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ କେନ୍ଦ୍ର…
(VIDEO) ଆକ୍ୱା ଗାର୍ଡ କମ୍ପାନୀ ଉପରେ ଚଢ଼ାଉ; ୯୦ ଲକ୍ଷ ଟଙ୍କାର ନକଲି ଆକ୍ୱା ଗାର୍ଡ ଓ ୟୁରେକା ଫୋବସ ମେସିନ ଜବତ
କଟକ: ସିଲଭର ସିଟି କଟକ ବର୍ତ୍ତମାନ ନକଲି କମ୍ପାନୀର ଗନ୍ତା ଘ୍ର ପାଲଟିଛି । ଫଳରେ ଅନେକ ସମୟରେ କଟକରୁ ନକଲି କମ୍ପାନୀ ଏବଂ ସାମଗ୍ରୀ ଜବତ ହେଉଛି । ତେହେ ପୂର୍ବରୁ ଏହିପରି ନକଲି ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି କଟକ…
(VIDEO) କାଳିଆ ପ୍ରେମରେ ପାକିସ୍ତାନୀ ଭକ୍ତ; ଜଗନ୍ନାଥଙ୍କୁ ଦେଖି ଭାବବିହୋଳ ହୋଇ କାନ୍ଦିଲେ ଶ୍ରଦ୍ଧାଳୁ
ପୁରୀ: ଜଗତର ନାଥ ଜଗନ୍ନାଥଙ୍କ ଳିଳା ଅପାର । ତା ପାଇଁ ସମଗ୍ର ବିଶ୍ୱ ହେଉଛି ଘର । ସେ ପ୍ରେତ୍ୟକ ବ୍ୟକ୍ତିର ହୃଦୟରେ ବିରାଜମାନ କରିଛନ୍ତି । ତେବେ ସେ ହିନ୍ଦୁ ହେଉ କି ମୁସଲମାନ ହେଉ କିମ୍ବା ଖ୍ରୀଷ୍ଟିଆନ । ସମସ୍ତଙ୍କୁ…
ସୁଟକେସ୍ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
ଖୋର୍ଦ୍ଧାା: ଯୁବକଙ୍କୁ ହତ୍ୟା କରି ସୁଟକେସ୍ରେ ପୁରାଇ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୁତ୍ତ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଖୌର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ। ହରିପୁର ଫରେଷ୍ଟ ଜଙ୍ଗଲରୁ ଏହି ସୁଟକେସ୍…
କ’ଣ କରିବେ ସତ୍ୟ, ନୂଆ ଦଳରେ ଯୋଗ ଦେବେ ନା ରାଜନୀତିରୁ ସନ୍ୟାସ ନେବେ
ଭୁବନେଶ୍ୱର:ଦଳ ଆଭିମୁଖ୍ୟ ଦଳର ବିଚାରରେ ପ୍ରେରିତ ହୋଇ କିଛି ଲୋକ ରାଜନୀତିରେ ପାଦ ଦେଇଥାଆନ୍ତି ।ଜନ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ ସମୟ କ୍ରମେ ସେମାନେ ଜନ ସମର୍ଥନ ହାସଲ କରିନ୍ତି ଆଉ ଏକ ଜନ ପ୍ରତିନିଧି ଭାବେ…
(Video)୩୦ ତାରିଖକୁ ଅପେକ୍ଷା, ଏହି ଘଟଣାରେ ଆସିବ ନୂଆ ମୋଡ଼
କଟକ:ହ୍ୟୁମାନଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରେସ ମିଟରେ ସୂଚନା ଦେଲେ ହ୍ୟୁମାନଙ୍କ ପତ୍ନୀ । କେବଳ ହ୍ୟୁମାନ ମତେ ଟଚ୍ଚର କରିଛନ୍ତି । ମଦ ପିଇକି ମୋତେ ମାଡ ମାରିଛନ୍ତି । ମୁଁ ତାଙ୍କୁ ଅଟକାଇଛି ବୋଲି ସେ…
ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ଅଭିଭାବକ-ଶିକ୍ଷକ ବୈଠକ, ଚିଠି ଲେଖିଲେ ଗଣଶିକ୍ଷା ବିଭାଗ କମିଶନର
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୮ ତାରିଖରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ…
ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ, ୨୦୨୪ ନିର୍ବାଚନ ପାଇଁ ହେବ ପ୍ରସ୍ତୁତି
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ବିଜେପିର ପଦାଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ସମୀର…
ଡଟ୍ ଫେଷ୍ଟର ୭ମ ଦିବସ: ଅମିତ୍ ତ୍ରିବେଦୀଙ୍କ ରୋମାଣ୍ଟିକ୍ ସଂଗୀତରେ ଝୁମିଲେ ଦର୍ଶକ
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟକୁ ଇତିମଧ୍ୟରେ ସପ୍ତାହେ ବିତିଲାଣି, କିନ୍ତୁ ୭ମ ଦିନରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ୨୦,୦୦୦ରୁ ଅଧିକ…