
Browsing Category
ରାଜ୍ୟ
ବଡ ଖବର! ପ୍ରଥମ ଶ୍ରେଣୀ ନାମଲେଖାକୁ ନେଇ ସ୍ୱଷ୍ଟୀକରଣ: ମାର୍ଚ୍ଚ ୩୧ ସୁଦ୍ଧା ୫-୭ ବର୍ଷ ବୟସ ସୀମା ଧାର୍ଯ୍ୟ
ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ବୟସକୁ ନେଇ ଚାଲିତିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏଥିପାଇଁ ପିଲାମାନଙ୍କ ବୟସସୀମା ଧାର୍ଯ୍ୟ କରାଯାଇଛି । ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ କୌଣସି ପିଲାର…
ପକ୍ଷରୁ ସ୍ପଷ୍ଟିକରଣ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ରାଜ୍ୟରେ ଆଗୁଆ ହେବନାହିଁ ନିର୍ବାଚନ
ଭୁବନେଶ୍ୱର: ରାଜ୍ୟରେ ଆଗୁଆ ନିର୍ବାଚନ ଖବର ପ୍ରସାରଣ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି,…
କ୍ରିକେଟ ଖେଳାଳିଙ୍କ ବଡ଼ କାରନାମା: ୧୪ ବର୍ଷୀୟା ପ୍ରେମିକାଙ୍କୁ ବ୍ଲାକମେଲିଂ, ଲୁଟିନେଲେ ଲକ୍ଷ ଲକ୍ଷ, ଶେଷରେ ଧରାପଡ଼ିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ପ୍ରେମଜନିତ ଅନେକ ଅପରାଧିକ ମାମଲା ଦେଖିବାକୁ ମିଳିଛୁ । ଅନଲାଇନରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କ, ଅଶ୍ଲିଳ ଭିଡିଓ…
BJD ଘୋଷଣା କଲା ନୂଆ ଟିମ୍: ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତା’ପରେ ୧୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ । ତେବେ ଏହି ନିର୍ବାଚନ ପାଇଁ ରାଜ୍ୟର ତିନି…
ମାଗଣା ସିଭିଲ୍ ସର୍ଭିସ କୋଚିଂ: ଆସନ୍ତା ୧୦ ତାରିଖରୁ କୋଚିଂ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ସେଥିପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା…
୩ MD ଓ ୫ DEO ସସପେଣ୍ଡ: ୨୮୮ ଚାଷୀ ରବି ଧାନ ମଣ୍ଡି ପଞ୍ଜିକରଣରୁ ବଞ୍ଚିତ, ନିଆଗଲା କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ ଜାରି ରଖିଛନ୍ତି । କୃଷକଙ୍କୁ ଅତ୍ୟାଧୁନିକ ବିହନ, କୃଷି ଯନ୍ତ୍ରପାତି ପ୍ରଦାନ କରିବା ସହିତ କମ୍ ସୁଧରେ ଋଣ ମଧ୍ୟ ପ୍ରଦାନ କରାଯାଉଛି…
ରାଜ୍ୟରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା, ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରେ ଗତକାଲି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । କଟକ ସହର ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ଼ବର୍ଷା ସହ ଘଡ଼ଘଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ…
ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର: ବିଜ୍ଞପ୍ତି ଜାରି କଲେ ଶ୍ରମ କମିଶନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଶ୍ରମିକଙ୍କ ପାଇଁ ଏକ ଖୁସି ଖବର । ଶ୍ରମିକଙ୍କର ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ବର୍ଗର ଶ୍ରମିକଙ୍କ ସର୍ବନିମ୍ନ…
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପ୍ରୟାସ; ‘ମୋ ପିଲା ସ୍କୁଲ ଯିବେ’
ଭୁବନେଶ୍ୱର: ଦେବଗଡ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ‘ମୋ ପିଲା ସ୍କୁଲ ଯିବେ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ…