Browsing Category

ରାଜ୍ୟ

ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ, ୩ ଜଣ ପର୍ଯ୍ୟଟକ ଆହତ

ପୁରୀ : ପୁରୀ ସହର ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ହୋଇଛି । ମରିଚିକୋଟ ଛକ ନିକଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସର ଏକ ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର…

ଓଡ଼ିଶା ଦେଖିବ BJP-BJD ମହାଲଢ଼େଇ: ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ, ଆସୁଛନ୍ତି ମୋଦୀ-ଶାହ-ନଡ୍ଡା, ବିଜେଡି ପକ୍ଷରୁ ଆସିଲା ଜବାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଏହା ପୂର୍ବରୁ ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ ପ୍ରକାଶ ପାଇଥିବା ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି…

BJD ପକ୍ଷରୁ ନୂଆ ନେତାଙ୍କୁ ଦାୟିତ୍ୱ: ଜାରି ହେଲା ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।…

(Video) କଂଗ୍ରେସରେ ଯୋଗଦେବେ କି ନିଶା ମହାରଣା: ଅଚାନକ ସୁରଙ୍କ ସହିତ ହୋଲି ଖେଳିବାକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ଜିରୋରୁ ହିରୋ ପାଲଟି ଯାଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତ୍ରୀ ନିଶା ମହାରଣା । ଖୁବ୍ କମ୍…

ଗୁପ୍ତଚର ବେଲୁନ ପରେ ଏବେ ଗୁପ୍ତଚର ପାରା ଆତଙ୍କ, ପରାଦୀପରୁ ଉଦ୍ଧାର ହୋଇଛି ଏହି ପାରା

ଭୁବନେଶ୍ୱର : ଭାରତ ଓ ଆମେରିକା ସମେତ ଅନେକ ଦେଶରେ ଗୁପ୍ତଚର ବେଲୁନ ଉଡୁଥିବାର ଖବର ମିଳିଥିଲା । କେତେକ ଦେଶ ଏହାକୁ ନେଇ ଆତଙ୍କିତ ହୋଇଥିବା ବେଳେ ଅନ୍ୟ କେତେକ ଦେଶ ଏହି ବେଲୁନକୁ ଗୁଳି କରି ଖସାଇ ଦେଇଥିଲା । ପରେ ଏହି…

ରଙ୍ଗ ଛଡାଇ ନେଲା ଜୀବନ : ସରିଗଲା ହୋଲି ଖେଳ, ଲିଭିଗଲା ଜୀବନ ଦୀପ, ପାଣିରେ ବୁଡି ଚାଲିଗଲା ଜୀବନ

ଭୁବନେଶ୍ୱର : ହୋଲି ଖେଳରେ ମାତିଥିଲେ ସମସ୍ତେ । ଗାଁରୁ ସହର ସବୁଠି ରଙ୍ଗମୟ । ହେଲେ ଏହି ଧୁମଧାମ୍ ହୋଲି ଖେଳ ପରେ ଏବେ ଦୁଃଖଦ ଖବର ସାମ୍ନାକୁ ଆସିଛି । କେତେକଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ ଅନ୍ୟ କେତେକଙ୍କ ଜୀବନ…

ବିର୍ଲା ଟାୟାର୍ସ କିଣିବା ପାଇଁ ଏକାଧିକ କମ୍ପାନିର ଲାଗିଛି ଧାଡି, ଜାଣନ୍ତୁ କିଏ କିଏ ଅଛନ୍ତି ପ୍ରତିଯୋଗିତାରେ

ଭୁବନେଶ୍ୱର: ବିର୍ଲା ଟାୟାର୍ସ ଋଣ ପରିଶୋଧ କରି ପାରୁନଥିବାରୁ ବର୍ତ୍ତମାନ ତାହା ବିକ୍ରି ହେଉଛି । ଏହାକୁ କିଣିବା ପାଇଁ ଏକାଧିକ କଂପାନିର ଆଗ୍ରହ ଦେଖାଦେଇଛି । ସିଏଟ୍, ଇଣ୍ଡିଆ ରିସର୍ଜେଣ୍ଟ ଫଣ୍ଡ, ଜିନ୍ଦଲ ପାୱାର,…

ରାଜ୍ୟରେ ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଅଧିନକୁ ୧୫୦ରୁ ଅଧିକ କଲେଜ ଆସିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ…

ଚିନ୍ମୟୀ ମୃତ୍ୟୁ ମାମଲା: ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ, ନ୍ୟାୟ ପାଇଁ ହାଇକୋର୍ଟ ଯିବେ ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୭ ଦିନି ପୂରିବାକୁ…

କରୋନା ପରେ ହିଂସ୍ର ହୋଇଛନ୍ତି ବୁଲା କୁକୁର ! ମଣିଷ-କୁକୁର ସମ୍ପର୍କରେ ଶତ୍ରୁତା ବଢିଛି, ସବୁ ପ୍ରଶ୍ନର ଉତ୍ତର ମିଳିଲା ରିସର୍ଚ୍ଚରୁ

ନୂଆଦିଲ୍ଲୀ : କୁକୁରମାନଙ୍କୁ ନେଇ ପ୍ରାୟତଃ ପ୍ରତିଦିନ କିଛି ନା କିଛି ଖବର ଆସୁଛି । କେବେ ସେମାନେ ମଣିଷମାନଙ୍କୁ ବିଶେଷ କରି ଛୋଟ ପିଲାମାନଙ୍କୁ ଆକ୍ରମଣ କରୁଛନ୍ତି ତ ଅନ୍ୟ କେତେବେଳେ ମଣିଷ ମାନଙ୍କ ଦ୍ୱାରା ଆକ୍ରମଣର…