Browsing Category
ରାଜ୍ୟ
୨ ପୁତ୍ରଙ୍କ ତଣ୍ଟି ଚିପି ମାରିଦେଲା ମାଆ, ଶେଷରେ ନିଜେ କଲା ଆତ୍ମହତ୍ୟା
ଯୋଡା: ବଡବିଲ ଯୋଡାରେ ଏକ ଅମାନବୀୟ ହତ୍ୟା ଏବଂ ଆତ୍ମହତ୍ୟା କଥା ସାମ୍ନାକୁ ଆସିଛି । ଜଣେ ମାଆ ତାର ଦୁଇ ଶିଶୁକୁ ମାରି ନିଜେ ଆତ୍ମହତ୍ୟା କରିବା ଅଭିଯୋଗ ଆସିଛି । ଏପରି ଅଭାବନୀୟ ଘଟଣା ଚମ୍ପୂଆ ଥାନା ଦୁରୁକୁଳୁୟା…
ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ: ବିଶାଖାପଟନମ୍ ସ୍ଥାନାନ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି । ରବିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର…
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ଅବସରରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୨୦୨୩-୨୪ ବର୍ଷ ଲାଗି ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ…
ବାଣ ରୋଷଣୀ ହେଲା କାଳ, ଜଳିଗଲା ବସ୍ତି, ୧୧ ବକରା ଧ୍ୱଂସ
ଭୁବନେଶ୍ୱର : କାହା ପାଇଁ ଖୁସି ତ ଅନ୍ୟ କାହା ପାଇଁ ଦୁଃଖ । ଖୁସୀର ଦ୍ୱୀପ ଘରେ ଜଳୁଥିବା ବେଳେ ସେହି ନିଆଁ ଅନ୍ୟ କହାର ଘର ଜାଳିଦେଇଛି । ବର ବାହାରିଲା , ରୋଷଣୀ ହେଲା, ବାଣ ବି ଫୁଟିଲା ହେଲେ ସେହି ବାଣ ନିଆଁରେ ଅନ୍ୟ…
ନବ ଦାସଙ୍କ ହତ୍ୟା ପଛରେ ଗୋପାଳ ଏକା ନୁହନ୍ତି ଆହୁରି ଅନେକ? ବିଜୟଙ୍କ ବୟାନକୁ ନେଇ ରାଜନୀତି ସରଗରମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହା ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ସ୍ୱାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମ ଅବସରରେ ଝାରସୁଗୁଡ଼ା ଜିଲ୍ଲା…
ଚାଷୀ, ମହିଳା ଓ ଯୁବ ସମାଜ ଆମର ତ୍ରିଶକ୍ତି, ଆମ ପ୍ରଗତିର ସାରଥୀ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଓ…
Video: ରାଜ୍ୟରେ ହାତୀ ମୃତ୍ୟୁ ଉପରେ ଲାଗୁନି ରୋକ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତା ମୃତ
କଟକ: ଆଠଗଡ଼ରେ ପୁଣି ଗଲା ଦନ୍ତାହାତୀର ଜୀବନ । ମୃତ ଦନ୍ତାର ଶୁଣ୍ଢରେ କ୍ଷତ ଚିହ୍ନ ଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ପଡ଼ି ରହିଛି ହାତୀଟିର ମୃତଦେହ । ତେବେ ହାତୀଟିର…
ରାଜନୀତିରେ ସ୍ୱଚ୍ଛତା ନାହିଁ, ଏବେ ଯେଉଁ ଭଳି ଶାସନ ଚାଲିଛି ସେଥିରେ ପରିବର୍ତ୍ତନ ଆଣିବା ମୋର ଲକ୍ଷ୍ୟ : ବିଜୟ ପଟ୍ଟନାୟକ
ଭୁବନେଶ୍ୱର:କଂଗ୍ରେସରେ ଯୋଗ ଦେବା ପରେ ଆଜି ଓଡିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଜଣେ ପ୍ରଶାସନିକ ଭାବେ ଜୀବିକା ଆରମ୍ଭ କରିଥିବା ବିଜୟ ଦୀର୍ଘ ୪୦ବର୍ଷ ଧରି ପ୍ରଶାସନିକ ସେବା କରିବା ପରେ…
(Video)କମୁନି ବାବାଙ୍କ କ୍ରେଜ:ସତସଙ୍ଗରେ ଏକାଠି ହେଲେ ହଜାର ହଜାର ସାରଥୀ ଭକ୍ତ
ମାଲକାନଗିରି: ପୁଣି ଏକାଠି ହେଲେ ସାରଥୀ ଭକ୍ତ , ନାଚଗୀତ ସହ କମ୍ପିଲା ଗାଁ ଦାଣ୍ଡ । ଜୀବନ ପଥ ଏ ଦେହ ରଥ, ରଥେ ବସିଛ ରେବତି କାନ୍ତରେ ଦୋହଲୁଛି ଚର୍ତୁପାଶ୍ୱ । ଚାରି ଆଡେ ଶୁଭୁଛି ବାବା ସାରଥିଙ୍କ ଜୟ । ପୁଣିଥରେ…
କେନ୍ଦୁଝରବାସୀଙ୍କୁ ୪ ହଜାର କୋଟିର ଭେଟି : ବିନା ସୁଧରେ ଏସଏଚଜି ଗ୍ରୁପକୁ ମିଳିବ ୩୭୮ କୋଟିର ଋଣ
କେନ୍ଦୁଝର : ରାଜ୍ୟ ସରକାର କେନ୍ଦୁଝରବାସୀଙ୍କ ୪ ହଜାର ୭ଶହ କୋଟି ଟଙ୍କାର ଭେଟି ଦେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ପହଞ୍ଚି ୨୫୯ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକ ପ୍ରକଳ୍ପର…