Browsing Category

ରାଜ୍ୟ

‘ଝଲକ୍ ଦିଖଲା ଜା’୧୦ ରେ ଦୂତି: ଟ୍ରାକ୍ ପରେ ଏବେ ଡ୍ୟାନ୍ସ ଫ୍ଲୋର୍‌ରେ କରିବେ ଧମାଲ୍‌

ମୁମ୍ବାଇ: ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ସମସ୍ତେ ଡ୍ୟାନ୍ସ ରିଅଲିଟି ସୋ 'ଝଲକ୍ ଦିଖଲା ଜା'୧୦ ରେ ନଜର ଆସିବେ। ଟ୍ରାକ୍‌ରେ ଧମାଲ୍ କରିବା ପରେ ଏବେ ଫ୍ଲୋର୍‌ରେ କମାଲ କରିବାକୁ ଯାଉଛନ୍ତି। କଲର୍ସ ଚ୍ୟାନେଲରେ ପ୍ରସାରିତ…

(Video ) ସୀମା ଲଙ୍ଘିଲେ ପାପୀ ମଣିଷ! ଗାଡି ପଛରେ ଜଗନ୍ନାଥଙ୍କୁ ଦଉଡିରେ ବାନ୍ଧି ନେଇ …

ଜଳେଶ୍ୱର: କୋଟି ଓଡ଼ିଆର ମଉଡମଣୀ ବା ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନ । ଜଗନ୍ନାଥଙ୍କୁ ଗାଡି ପଛରେ ଦୌଡିରେ ବାନ୍ଧି ବୁହା ଚାଲିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି…

ପୁଣି MKCG ମେଡିକାଲରେ ଛାତରୁ ଖସିଲା ସିଲିଂ, ଦେଖନ୍ତୁ Video

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୱାଡର ଛାତରୁ ଖସିଛି ସିଲିଂ । ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଆଜି ପୁଣି ଏକ ଅଘଟଣ ଘଟିଛି । ସୁପର ସ୍ପେଶାଲିଷ୍ଟ…

ବଢ଼ିଲା ଦର :ଏଥର ପୁଣି କନ୍ଦାଇବ ବର୍ଦ୍ଧିତ ପରିବା ଦର , ଜାଣନ୍ତୁ କେତେ ଥିଲା ଆଉ ଏବେ କେତେ ହେଲା

ନୂଆଦିଲ୍ଲୀ: ତେଲ,ରନ୍ଧନ ଗ୍ୟାସ ପରେ ଏବେ ପୁଣି ବଢ଼ିଲାଣି ପରିବା ଦର ପାଣିପାଗ କାରଣରୁ ପନିପରିବା ଦର ବଜାରରେ ପୁଣି ଥରେ ବୃଦ୍ଧି ପାଇଛି । ଟମାଟୋ କିଲୋଗ୍ରାମରେ ୪୦-୬୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି ଏବଂ ଲେମ୍ବୁର…

ଓଏଏସ୍ ଓଆର୍‌ଏସ୍ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଏବଂ ରାଜସ୍ବ ସେବା ବର୍ଗ (ଓଆରଏସ୍) ଅଫିସର ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: ୩ ଦିନ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଗୁରୁବାର ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ସୁଦୃଶ୍ୟ…

ମାର୍କେଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତିରେ ମାର୍କେଟ ବିଲଡିଂରେ ପୁଣି ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ଏକ ଶୋ’ରୁମର ପ୍ରଥମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ଉକ୍ତ ଅଗ୍ନିକାଣ୍ଡରେ ଲକ୍ଷାଧିକ…

ରୋଗ ପାଇଁ ଗାଁରୁ ବାସନ୍ଦ କରିଦେଲେ: ଏକା ଏକା ଜୀବନ କାଟୁଛନ୍ତି ମହିଳା

ସୁବର୍ଣ୍ଣପୁର: ଆଜି ବି ମଣିଷ ଅନ୍ଧ ବିଶ୍ୱାସର ସାମାଜିକ କୁସଂସ୍କାରକୁ ଜାବୁଡି ଧରି ରଖିଛି । ଏହି କୁସଂସ୍କାର ଯୋଗୁଁ ଅନେକ ନିରୀହ ଗାଁରୁ ବାସନ୍ଦ ହେବା ସହିତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଏଭଳି ଏକ ଘଟଣା…

MKCGରେ ଖସିଲା ଶିଲିଂ: ମେଡିକାଲରେ ଅବ୍ୟବସ୍ଥାକୁ ନେଇ ଧାରଣାରେ ବିଜେପି

ବ୍ରହ୍ମପୁର: କେବେ ନିଆଁ ଲାଗୁଛି ତ ପୁଣି କେବେ ହସ୍ପିଟାଲରୁ ଖସି ପଡୁଛି ଶିଲିଂ । ଏଭଳି ବିଭିନ୍ନ ପ୍ରକାର ଅଘଟଣକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ଏମ୍କେସିଜି ମେଡିକାଲ । ଗତ କିଛି ଦିନ ତଳେ ମେଡିକାଲରେ ନିଆଁ…

ପୁଣି ଭାଙ୍ଗିବ ମଠ-ଦୋକାନ ବଜାର: ଚଉଡ଼ା ହେବ ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା

ପୁରୀ: ସିଂହଦ୍ୱାର ଆଗରେ ଛି଼ଡ଼ା ହେଲେ ଏବେ ସିଧା ଦିଶିବ ସ୍ୱର୍ଗଦ୍ୱାର । ପୁଣି ଶ୍ରୀକ୍ଷେତ୍ରରେ ହେବ ପ୍ରଶସ୍ତିକରଣ ପ୍ରକ୍ରିୟା । ଉଠିବ ସବୁ ମଠ, ପୁଣି ଭଙ୍ଗା ହେବାକୁ ଯାଉଛି ଘର ଆଉ ଦୋକାନ, ବଜାର । ଶ୍ରୀମନ୍ଦିର…