
Browsing Category
ରାଜ୍ୟ
୧୩୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସମ୍ବର୍ଗ (ଓଏମଇଏସ୍ କ୍ୟାଡର)ର ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି…
ସଡ଼କ ଦୁର୍ଘଟଣା ଆହତଙ୍କୁ ମାଗଣା ଚିକିତ୍ସା: ୧୮ଟି ଘରୋଇ ହସ୍ପିଟାଲରେ ମିଳିବ ସେବା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ହ୍ରାସ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଦୁର୍ଘଟଣାଜନିତ ଆହତଙ୍କ…
ଓଡ଼ିଶାର ୫ ହଜାର ଗାଁରେ ଖୋଲିବ ବିହନ ବ୍ୟାଙ୍କ: ବଦଳିଯିବ ଚାଷୀଙ୍କର ଭବିଷ୍ୟତ, ରାଜ୍ୟ ସରକାରଙ୍କ କୃଷି ଆକ୍ସନ ପ୍ଲାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟର ୫ ହଜାର ଗାଁରେ ଖୋଲିବାକୁ ଯାଉଛି ବିହନ ବ୍ୟାଙ୍କ । ଏଥିପାଇଁ ରାଜ୍ୟ ସରକାର ୧୦ ବର୍ଷରେ ଖର୍ଚ୍ଚ କରିବେ ୧୫୦ କୋଟି ଟଙ୍କା । ଏଣିକି…
ରାଗିଂର ଶିକାର ହେଲେ ଛାତ୍ରୀ; କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରୀ
ନିମାପଡା: ଦେଶ ତଥା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିନିୟରମାନଙ୍କ ରାଗିଂ ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଛାତ୍ରୀ ଏହାର ଶିକାର ହେଉଛନ୍ତି । ପୂର୍ବରୁ ଏହିପରି ଘଟଣା ଅନେକ ଦେଖିବାକୁ ମିଳିଥିବା…
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ଜାଣନ୍ତୁ କେବେ ଭୋଟିଂ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ପଦ୍ମପୁରରେ ଡିସେମ୍ବର ୫ରେ ହେବ ଭୋଟିଂ ବା ମତଦାନ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ ।…
ତେଜୁଛି ଭଦ୍ରକ ତିହିଡିର ନିର୍ବାଚନୀ ମାମଲା: ହିଂସାରେ ୨ ଗୁରୁତର
ଭଦ୍ରକ: ଭଦ୍ରକ ତିହିଡିରେ ଏବେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ଏବେ ମାରପିଟରୁ ଆରମ୍ଭ ହୋଇ ଘଟଣା ଆକ୍ରମଣରେ ପହଞ୍ଚି ସାରିଲାଣି । ଏହ ହିଂସାର ଶିକାର ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗରରେ ଉପନିର୍ବାଚନ…
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ପ୍ରକାଶ: ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା ।…
ଆରପାରିରେ ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି: ୩୦୦ରୁ ଅଧିକ ଗୀତର ଥିଲେ ରଚୟିତା
ବାରିପଦା: କଳାର ସହର ବାରିପଦାରୁ ବାହୁଡି ଯାଇଛନ୍ତି ଆଉ ଜଣେ ବିଶିଷ୍ଟ କଳାକାର । ସହର ପାଇଁ ଅନେକ ଗର୍ବ ଏବଂ ଗୌରବ ଆଣିଥିବା ଆଉ ଜଣେ ପ୍ରତିଭାଙ୍କୁ ହରାଇଛି ପବିତ୍ର ମାଟି । ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର…
୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି : ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ,: ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖ ମଧ୍ୟାହ୍ଣରେ ଶ୍ରୀମତୀ ମୁର୍ମୁ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବାର…
ଘର ଛାତ ପଡି ମା’ ଝିଅ ଗୁରୁତର: ମେଡିକାଲରେ ଭର୍ତ୍ତି
ବଲାଙ୍ଗିର: ରାତିରେ ଶୋଇଥିବା ଅବସ୍ଥାରେ ଘଟି ଯାଇଛି ଏକ ବିରାଟ ଅଘଟଣ । ଘର ଛାତ ପଡିଯିବାରୁ ଉଭୟ ମା' ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ଏଭଳି ଅଘଟଣ…