CHARIDHAM
Browsing Category

ରାଜ୍ୟ

ହାତୀ ଆକ୍ରମଣରେ ୨ ପିଲାଙ୍କ ମୃତ୍ୟୁ; ବାପା ମାଆ ଗୁରୁତର

ଝାରସୁଗୁଡା: ରାଜ୍ୟରେ ଦିନକୁ ଦିନ ହାତୀମାନଙ୍କ ଉପଦ୍ରବ ବଢିବାର ଲାଗିଛି । କେଉଁଠି ହାତୀପଲ ଚାଷୀମାନଙ୍କ ଚାଷ ଜମୀ ନଷ୍ଟ କରୁଛନ୍ତି ତ ଆଉ କେଉଁଠି ଗାଁ ମୁହାଁ ହୋଇ ଅନେକ ଧନ ଜୀବନକୁ ବିପଦରେ ପକାଉଛନ୍ତି । ତେବେ…

ବାଃ ବାଃରେ ପ୍ରଶାସନିକ ଅଧିକାରୀ! କାର୍ଯ୍ୟାଳୟରେ ମଦ୍ୟପାନ କରି ଶୋଇଲେ ସିନିଅର ଆସିଷ୍ଟାଣ୍ଟ

କରଞ୍ଜିଆ,: ସରକାରୀ କାର୍ଯ୍ୟାଳୟ ରେ ଦିନଦ୍ୱିପହରରେ ନିଶାଶକ୍ତ ଅବସ୍ଥାରେ ଶୋଇରହିଲେ ବାବୁ । ବାରମ୍ବାର ଡାକିବାପରେ ମଧ୍ୟ ଉଠିଲେ ନାହିଁ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏଆରସିଏସ ଅଫିସରୁ…

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଏହି ଶେଷ ୫ ଦିନ ସବୁଠୁ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେମାନେ ଏହି ଶେଷ…

ତିନି ସଂସ୍ଥା ପାଇଁ ଇ-ଅଫିସର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ପୌର ନିଗମ (ସିଏମ୍ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍ପିସି) ଏବଂ…

ଓଲଟିଲା ଯାତ୍ରୀବାହୀ ବସ୍ ;୧୦ରୁ ଅଧିକ ଆହତ ,୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଘଟିଯାଇଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଫଳରେ ୧୦ ଜଣରୁ ଅଧିକ ଲୋକ ଆହାତ ହୋଇଥିବାବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ସମସ୍ତ ଆହାତମାନଙ୍କୁ ନିକଟସ୍ଥ…

ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେସନ

ଭୁବନେଶ୍ୱର: ପ୍ରତିବର୍ଷ ପରି ଏଥର ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ତେବେ ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ…

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଆଶ୍ୱସ୍ତି । ଅନୁପଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍ । ଡବଲ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । କଳ୍ପନା…

ଧାମନଗର ଉପନିର୍ବାଚନ: ବଢ଼ିଲା ମତଦାନ ପ୍ରତିଶତ, ସୂଚନା ଦେଲେ CEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାରା ରାଜ୍ୟବାସୀଙ୍କ ନଜର ରହିଛି ଧାମନଗର ଉପନିର୍ବାଚନ ଉପରେ । ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାଣପଣେ ଉଦ୍ୟମ ଜାରି…

କେନ୍ଦୁଝର: କାର୍ ଉପରେ ମାଡ଼ିଗଲା ଟ୍ରକ୍‌, ୪ ମୃତ

କେନ୍ଦୁଝର: କାର୍ ଉପରେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ୩ ମୃତ। ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି କେନ୍ଦୁଝର ସଦର ଥାନା ବଡ଼ପୋଷୀ ଛକ ନିକଟରେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ…

OSSC CGL Exam: ୯୪୩ଟି ଗ୍ରୁପ-ବି ଓ ଗ୍ରୁପ-ସି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପୂରଣ ପାଇଁ ଗୋଟିଏ ପରୀକ୍ଷା…