
Browsing Category
ରାଜ୍ୟ
କୋଣାର୍କ ହେବ ରାଜ୍ୟର ପ୍ରଥମ ସୋଲାର ସିଟି, ୨୦୨୩ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋଣାର୍କ ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୋଲାର ସିଟି । ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବ ।…
(Video) ଅପେକ୍ଷାର ଘଟିବ ଅନ୍ତ: ଦୀପିକା ପାଇଁ ଶାଢ଼ୀ, ଚୁଡ଼ି, ସିନ୍ଦୁର ନେଇକି ଆସୁଛି ଦିନେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅପେକ୍ଷାର ଘଟିବ ଅନ୍ତ । ଆସୁଛି ଦିନେଶ । ଦୀପିକା ସହ ଦିନେଶ ମନେଇବ ଦିପାବଳୀ । ଦୁହେଁ ମିଶିକି ଦୀପାବଳୀ ପାଳିବେ । ଦୀପିକାଙ୍କ ଖୁସି ପାଇଁ ଦୌଡି ଆସୁଛି ଦିନେଶ । ଦୀପିକାଙ୍କ ମନ ପସନ୍ଦର…
ବରଗଡରେ କିଏ ପିନ୍ଧିବେ କଂସର ମୁକୁଟ? ଧନୁଯାତ୍ରା ପାଇଁ ଚୟନ ହେବେ ନୂଆ କଳାକାର
ବରଗଡ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେବ । ତେଣୁ ଏହି ଯାତ୍ରା ପାଇଁ ଚଳିତବର୍ଷ ନୂଆ କଳାକାର ବାଚିବାକୁ ନିଷ୍ପତ୍ତି ନେଇଛି ସଂଘ । ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚର ନାଟକ ପାଳନ…
୩୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୩୦ ଜିଲ୍ଲା; ଗୁରୁଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ଓଡିଶା ସରକାର ସର୍ବଦା ଜନସମାଜର ଉନ୍ନତି ପାଇଁ କାହିଁ କେତେ ଉନ୍ନୟନମୂଳକ ପ୍ରକଳ୍ପ ନିଜ ହାତକୁ ନେଇଛନ୍ତି। ତେବେ ଏହାକୁ ତୃଣ ମୂଳ ସ୍ତରରେ ଲୋକ ମାନଙ୍କ ପାଖରେ ପହଞ୍ଚେଇବାକୁ ରାଜ୍ୟ ସରକାର ଗୁରୁତ୍ୱ…
ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ: GRSଙ୍କ ପାଇଁ ଦାବି
ଭୁବନେଶ୍ବର: ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି କ୍ଷ ରାଜ୍ୟ ସଭାପତି ପ୍ରଭାତ କୁମାର…
ବଡ଼ ଖବର: ୨ ବର୍ଷ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଲା ଅନୁମତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଛି ଅନୁମତି । ଦୀର୍ଘ ୨ ବର୍ଷର ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା । ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି…
ପୁରୀ-ହାୱଡ଼ା ଏକ୍ସପ୍ରେସ୍ ୩ ବଗି ଲାଇନ୍ଚ୍ୟୁତ
ପୁରୀ: ପୁରୀ-ହାୱଡ଼ା ଏକ୍ସପ୍ରେସ୍ ବଗି ଲାଇନ୍ଚ୍ୟୁତ। ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ର ତିନୋଟି ବଗି ଲାଇନ୍ଚ୍ୟୁତ ଯୋଗୁଁ ପୁରୀ-ହାୱଡ଼ା ଯାତ୍ରା ବିଳମ୍ବ ହୋଇଛି। ସୂଚନା ଅନୁସାରେ…
(Video) ପଥରରୁ ଉଭା ହେଲେ ସ୍ୱୟଂ ରାଧାକୃଷ୍ଣ: ତୁଳସୀ ଚଉଁରା ମୂଳେ ଏହି ଚମତ୍କାର ଦେଖିବାକୁ ଭକ୍ତଙ୍କ ଗହଳି
ପଥର ଫଟେଇ ବାହାରି ଆବିର୍ଭାବ ହୋଇଛନ୍ତି ସ୍ୱୟଂ ରାଧାକୃଷ୍ଣ । କଳିଯୁଗରେ ଦେଖାଯାଇଛି ଲୀଳାମୟ ଠାକୁର କାଳିଆ ରଜାର ଅପୂର୍ବ ଚମତ୍କାର । ବିଶ୍ୱାସ ଶ୍ରଦ୍ଧା ଏବଂ ଭାବ ଭକ୍ତିର ମିଳିଲା ଅନନ୍ୟ ଉଦାହରଣ । ଭକ୍ତଙ୍କ ନିମନ୍ତେ…
Video: ଝରକା ପାଖ ସିଟ୍ ପାଇଁ ପୁଅ-ଝିଅଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ସ୍କୁଲ ବସରେ ଚାପୁଡ଼ା ବର୍ଷା
ନୂଆଦିଲ୍ଲୀ: ରାସ୍ତାଘାଟରେ ଲୋକମାନେ ଛୋଟ ଛୋଟ କଥାକୁ ନେଇ ଲଢ଼ୁଥିବାର ତ ଆପଣମାନେ ନିଶ୍ଚିତ ଦେଖିଥିବେ । ଏହା ସହ ସାମାନ୍ୟ ଟଙ୍କା ପାଇଁ, ପାର୍କିଂ, ଛୋଟକାଟିଆ ଧକ୍କା ପାଇଁ ଲୋକମାନେ ପରସ୍ପରର ଜୀବନ ନେବାକୁ…
ବିଦ୍ୟୁତ ଆଘାତରେ ଚାଲିଗଲା ୩ ଜୀବନ: ଛେଳିକୁ ବଞ୍ଚାଇବାକୁ ଯାଇ ମୃତ୍ୟୁ
ତେଲକୋଇ: ରାଜ୍ୟରେ ଏକ ମରଣଯନ୍ତା ସାଜିଛି ବିଦ୍ୟୁତ ଆଘାତ । ପ୍ରତିଦିନ କିଛି ନା କିଛି ବିଦ୍ୟୁତ ଜନିତ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଏବେ ତେଲକୋଇ ଅଞ୍ଚଳରୁ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏଠାକାର ୩…