
Browsing Category
ରାଜ୍ୟ
ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳରୁ ବହିଷ୍କାର କଲା BJD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କାରଣରୁ…
ମୋକିମଙ୍କ ବିଧାୟକ ପଦ କାଏମ୍: ତଳକୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ଆଶ୍ୱସ୍ତି । ତଳକୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହାଦ୍ୱାରା ମୋକିମଙ୍କ ବିଧାୟକ ପଦ ବଜାୟ…
ଚିଲିକାର ମଇଁଷି କ୍ଷୀରରେ ରହିଛି କ୍ୟାନସର ପ୍ରତିରୋଧୀ ଉପାଦାନ: ୭ ବର୍ଷର ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍କଟ ରୋଗକୁ ନେଇ ଓଡ଼ିଶାରୁ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଏକ ସ୍ୱତନ୍ତ୍ର ରୋଗପ୍ରତିଷଧକ ଉପାଦାନ । ଏଥିପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି…
ମହାପ୍ରଭୁଙ୍କ ବନକ ଲାଗି ନୀତି; ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଏହିଗୁପ୍ତ ସେବା ନୀତୀ ପାଇଁ ଦୀର୍ଘ ୫ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ନିଯୁକ୍ତି ପାଇବେ ୮ ହଜାର ନୂଆ କମ୍ପ୍ୟୁଟର ଶିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୫୭ ହଜାର କର୍ମଚାରୀ ଉପକୃତ ହୋଇଥିଲେ । ତେବେ ଏବେ ରାଜ୍ୟବାସୀଙ୍କୁ ପୁଣି ଏକ ଉପହାର…
OAS ଅଧିକାରୀ ସ୍ତରରେ ଅଦଳବଦଳ, ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ହେଲେ ଧରମ ହାଂସଦା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଏସ ଆଣ୍ଡ ଏମଇ ବିଭାଗର ଅତିରିକ୍ତ ସଚିବ ଧରମ ହାଂସଦାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ…
ରାଜଧାନୀରେ ଦୃର୍ବୃତ୍ତଙ୍କ ଆତଙ୍କ ରାଜ୍: ଦାଦାବଟି ପାଇଁ ଯୁବକଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ…
ଦାଦାବଟି ପାଇଁ ରାଜଧାନୀରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବିଚ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ । ଏଭଳି ଅମାନବୀୟ କାଣ୍ଡ ଦେଖାଯାଇଛି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା…
ଛୋଟ ପିଲାଙ୍କୁ ବାଇକ୍ ଦିଅନ୍ତୁ ନାହିଁ: ନାବାଳକ ପୁଅ ଧରାପଡ଼ିଲେ ବାପା ଗଣିବେ ଟଙ୍କା ଆଉ ଯିବେ ଜେଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଅଳ୍ପ ବୟସର ପିଲାମାନେ ଦାମି ଗାଡ଼ି ଧରି ରାଜରାସ୍ତାରେ ହାଇସ୍ପିଡରେ ଯାଉଥିବା ଦେଖାଯାଉଛି । ବୟସ ହେବ ୧୫-୧୬, ମାତ୍ର ଗାଡ଼ିର ସ୍ପିଡ ୮୦-୧୦୦ ଟପି ଯାଉଛି । ଅନେକ ନାବାଳକ…
ମାଟ୍ରିକ ପରୀକ୍ଷା ନିୟମରେ ପରିବର୍ତ୍ତନ: ପାଠ ପରେ ଶାଠ ପାଇଁ ମାର୍କ ପାଇବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ କରାଯାଇଛି ଏକ ବଡ ପରିବର୍ତ୍ତନ । ରେଜଲ୍ଟ ଏଣିକି କେବଳ ପାଠ୍ୟକ୍ରମ ପାଇଁ ନୁହେଁ । କିଛି ଅଲଗା କ୍ଷେତ୍ରରେ ବି ମାର୍କ ପାଇବେ ଛାତ୍ରଛାତ୍ରୀ । ପାଠ ପରେ ଶାଠରେ ମାର୍କ ପାଇବେ ମାଟ୍ରିକ…
(Video) ‘ଗୁଆଘିଅ ସାଙ୍ଗେ ଅରୁଆ ଭାତ’: ଆରେ ବାପରେ ଇତିହାସ ପରୀକ୍ଷାରେ ଏମିତି ଉତ୍ତର, ସାର୍ ହୋଇଗଲେ ବେହୋସ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ପିଲାମାନଙ୍କର ଦିମାଗକୁ ମାନିବାକୁ ପଡ଼ିବ । କିଏ ପରୀକ୍ଷାରେ ଟପ କରିବା ପାଇଁ ଖିଆପିଲା ଭୁଲି ରାତି ଅନିଦ୍ରା ହୋଇ ପରୀକ୍ଷାରେ ବ୍ୟସ୍ତ ରହୁଛି । ମାତ୍ର ଆଉ କିଛି ଛାତ୍ରଙ୍କ…