CHARIDHAM
Browsing Category

ରାଜ୍ୟ

(Video) ପୁଣି କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ଭୋଳ: ଏଥର ବର୍ଷା ନୁହେଁ, ଏହି କାରଣ ପାଇଁ ମାଗିଲେ ସାହାଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନ ଥିଲା, ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିଥିଲା । କିନ୍ତୁ ଏହି ମାମଲା ଶାନ୍ତ ପଡ଼ିଯାଇଥିବା ବେଳେ ପୁଣି କ୍ୟାମେରା ସାମ୍ନାକୁ ଆସିଛନ୍ତି…

ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବରୁ କରିଥିଲେ ଏପରି ପୋଷ୍ଟ

କୋଣାର୍କ: ପୁରୀ ଜିଲ୍ଲା ପରିଷଦ ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର…

(Video) ବାଃ ବାଃ ରେ ମଣିଷ ! ଗୁରୁତର ଡ୍ରାଇଭରଙ୍କୁ ଛାଡ଼ି ଗାଡିରୁ ବତକ ବୋହି ନେଲେ ପଥଚାରୀ…

ନବରଙ୍ଗପୁର: ଆରେ ଆରେ ଆରେ... ଏଠି ଏ କ'ଣ ହେଉଛି । ଏ କ'ଣ ଏଠୁ ଖାଲି ଏ ଜୀଅନ୍ତା ବତକଗୁଡ଼ାଙ୍କୁ ବୋହି ନେଇଯାଉଛନ୍ତି ଲୋକେ । କ'ଣ ହେଉଛି କି? ଆଉ ଏ ଗାଡ଼ି ଏଠି କେମିତି ଓଲଟିପଡ଼ିଛି? କିଛି ବୁଝିପାରିଲେ ତ' ଦର୍ଶକ…

ରାଜ୍ୟରେ ୨୭ରୁ ପୁଣି ଆରମ୍ଭ ହେବ ବର୍ଷା : ୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ସମୁଦ୍ର ପତ୍ତନଠାରୁ ୧.୫ରୁ ୪.୫ କିମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ…

ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ IAS ବିଶାଲ ଗଗନ: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ହେଲେ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏଏସ୍ ଅଧିକାରୀ ବିଶାଲ ଗଗନ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ…

ଦୁର୍ଗାପୂଜାରେ ବ୍ୟାଣ୍ଡ DJ ଉପରେ ଲାଗିଲା କଟକଣା: ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ଦୁର୍ଗାପୂଜାରେ ସାଧାରଣ ଦର୍ଶକ ସାମିଲ ହୋଇପାରି ନ ଥିବାରୁ ଏଥର ପୂଜା କମିଟିଗୁଡ଼ିକ ଆକର୍ଷଣୀୟ ଭାବେ ପୂଜା କରୁଛନ୍ତି । ଦୁର୍ଗାପୂଜା ପାଇଁ…

HSRP Deadline ବଢ଼ିବ! ଅକ୍ଟୋବର ୧ରୁ ୧୦ ହଜାର ଫାଇନ୍, ନମ୍ବର ପ୍ଲେଟ୍ ପାଇଁ କଲବଲ ହେଉଛନ୍ତି ଜନସାଧାରଣ

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ସମୟସୀମା ସମାପ୍ତ ହେବ । ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି (୧, ୨, ୩, ୪ ଶେଷ ନମ୍ବର) ଏହି ଅବଧି…

ଚୋର ପାଇଁ ମଟନ୍ ଶସ୍ତା: ଛେଳି ବୋଝେଇ କଣ୍ଟେନର ଓଲଟିଲା, ସଙ୍ଗେସଙ୍ଗେ ହୋଇଗଲା ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ଜଣେ ଲୋକ ବିପଦରେ ପଡ଼ିଥିବା ସମୟରେ ଅନ୍ୟମାନେ ତାକୁ ସାହାଯ୍ୟ କରିବା ତ ଦୂରର କଥା, ନିଜର ସ୍ୱାର୍ଥ ପୂରଣ ପାଇଁ…

ପ୍ରେମରେ ପକାଇଦେବ ସରସତିଆ ମିଠା: ଦେଶ ବିଦେଶରେ ବଢିବାରେ ଲାଗିଛି ଚାହିଦା

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ସହର ହେଉଛି ସମ୍ବଲପୁର । ଏଠାକାର ବସ୍ତ୍ର ସାଙ୍ଗକୁ ଏହାର ଭାଷା, ସଂସ୍କୃତି ସମ୍ବଲପୁରକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ତେବେ ଏଥିସହ ସମ୍ବଲପୁର ସହରକୁ…

ମାଗଣା ଗୋରୁ ହାଟ ଖୋଲୁଛି ପ୍ରଶାସନ: ବୁଲା ଗାଇଗୋରୁଙ୍କୁ ଥଇଥାନ କରିବା ପାଇଁ ନୂଆ ପ୍ରୟାସ

ବଲାଙ୍ଗୀର: ବୁଲା ଗାଈ ଗୋରୁଙ୍କୁ ନେଇ ପ୍ରଶାସନ ଖୋଲିଛି ମାଗଣା ହାଟ, ବଲାଙ୍ଗୀରରୁ ଆସିଲା ମାନବିକତାର ଆଉ ଏକ ବଡ ଉଦାହରଣ । ମହଙ୍ଗା ଯୁଗରେ ମାଗଣା ଗୋରୁ ଗାଈ ହାଟ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । କିନ୍ତୁ…