Browsing Category

ରାଜ୍ୟ

ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ, ୫ ଦିନ ହେଲାଣି ଆହତ ଅବସ୍ଥାରେ ବୁଲୁଥିଲା ଜଙ୍ଗଲରେ

ନରସିଂହପୁର: ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ । ବଡ଼ମ୍ବା ପଶ୍ଚିମ ରେଞ୍ଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ଖୋଜ୍ ମିଳଛି । ହାତୀ ଦେହରେ ୫ ଟି ଗୁଳି ବାଜିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି ।…

ମାଛର ଦାମ ଟପିଲା ୩ ଲକ୍ଷ: ରାତାରାତି ମାଛ ଧରାଳି ହୋଇଗଲେ ମାଲାମାଲ

ଭଦ୍ରକ: କୁହାଯାଏ ଭାଗ୍ୟ ଯେତେବେଳେ ସାଥ୍ ଦିଏ, ମାଟି ପିଣ୍ଡୁଳା ବି ସୁନା ପାଲଟିଯାଏ । ନହେଲେ ସୁନା ବି ପିତଳ ହୋଇଯାଏ । ତେବେ ଏମିତି ଏକ ଭାଗ୍ୟ ପାଇଛନ୍ତି ଜଣେ ମାଛ ଧରାଳୀ । ୩ ଲକ୍ଷରୁ ଅଧିକ ଟଙ୍କାରେ ସେ ମାଛ…

ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ, ଫସିଛନ୍ତି ୬୦ ରୁ ଉର୍ଦ୍ଧ୍ଵ ଯାତ୍ରୀ

କୃଷ୍ଣପ୍ରସାଦ: ମଝି ଚିଲିକାରେ ପୁଣି ଫସିଲା ଭସାପୋଲ । ଫଳରେ ଭସାପୋଲରେ ଯାତ୍ରା କରୁଥିବା ୬୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଫସିରହିଛନ୍ତି । ସେହିପରି ଭସାପୋଲରେ ୫ଟି ଚାରିଚକିଆ ଗାଡ଼ି ଓ ୨୦ ରୁ ଉର୍ଦ୍ଧ୍ଵ ବାଇକ୍ ମଧ୍ୟ ରହିଛି…

(Video) ସସପେଣ୍ଡ ହେଲେ ଅତିରିକ୍ତ ଥାନା ଅଧିକାରୀ: ଲାଞ୍ଚ ନେବାବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିଲା ଭିଜିଲାନ୍ସ

ଉମରକୋଟ(ଓଡ଼ିଶା ଭାସ୍କର): ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ବା ଆଇଆଇସି ହେଲେ ସସପେଣ୍ଡ । ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ସସପେଣ୍ଡ ହୋଇଥିବା ସୂଚନା ମିଳିଛି । ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ…

(Video) ଶେଷରେ ଘରର ବାଲକୋନିକୁ ଆସିଲେ ‘ବାବୁସାନ’: ପ୍ରତିକ୍ରିୟାରେ କହିଲେ ଏପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଅଭିନେତା ବାବୁସାନ୍-ତୃପ୍ତି-ପ୍ରକୃତି କଳି ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଗତକାଲି ସବୁ ପ୍ରତୀକ୍ଷାରେ ଅନ୍ତ ଘଟାଇ ବାବୁ ଚେନ୍ନାଇରୁ ଘରକୁ ଫେରିଛନ୍ତି । ଘରକୁ ଫେରିବା…

ଆଜି ଶ୍ରମନ୍ଦିରରେ ଚିତାଲାଗି ଅମାବାସ୍ୟା, ଦାରୁଦିଅଁଙ୍କୁ ରତ୍ନଚିତା ଲାଗି କରିବେ ଦଇତାପତି ସେବକ

ପୁରୀ: ଚିତାଲାଗି ଅମାବାସ୍ୟାରେ ଗୁରୁବାର ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି କରାଯିବ । ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ ।…

ରାଜ୍ୟରେ ୧୦୩୦ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ବାହାରିଲେ?

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ଧରେ ଧିରେ ତାର କାୟା ବିସ୍ତାର କରୁଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ ଦୁଇଦିନ ହେବ ପିକ୍ରେ ରହିଛି କରୋନା ସଂକ୍ରମଣ । ଟ୍ରେଣ୍ଡ…

କ୍ଲାସରୁମରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପାରଳାଖେମୁଣ୍ଡି ପୋଲିସର ଛାନଭିନ୍ ଜାରି

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ରାଣୀପେଣ୍ଠା ସ୍ଥିିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ…

(Video) ଅପରାହ୍ନରେ ଥାନାକୁ ଯିବେ ବାବୁସାନ! ପ୍ରେମ ନୁହେଁ, ଅଭିନେତାଙ୍କୁ ଘାରିଛି ଡ୍ରଗ୍ସ ଲିଙ୍କ୍ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର କଳି ମାମଲା ଏବେ ଭିନ୍ନ ମୋଡ଼ରେ ଯିବାକୁ ବସିଛି । ଅଭିନେତା ବାବୁସାନ୍-ତୃପ୍ତି-ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ ଏବେ ଡ୍ରଗ୍ସ ଲିଙ୍କ ଆଡ଼କୁ ଗତି କରିବାରେ ଲାଗିଛି ।…

ଖବର କାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ

ଭୁବନେଶ୍ୱର: ଖବର କାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 'ଏ ମାଟିର କନ୍ୟା' ଶୀର୍ଷକରେ ନବୀନ ଲେଖା ଏବେ ଖୁବ ଚର୍ଚ୍ଚା ସାଉଁଟିଛି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବ ପରେ ରାଜ୍ୟ…