Browsing Category

ରାଜ୍ୟ

ଭରାନଦୀରେ ଭାସିଗଲା ଡଙ୍ଗା, ରହିଥିଲେ ୩୦ ଯାତ୍ରୀ

ପାଟକୁରା: ଭରାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା । ପ୍ରଖର ସ୍ରୋତରେ ଅଣାୟତ୍ତ ହୋଇ ଭାସିଗଲା ବୋଟ୍ । କେନ୍ଦ୍ରାପଡ଼ା ବାହାକୁଦ ଘାଟରେ ଘଟିଛି ଏଭଳି ଘଟଣା । ମହାନଦୀରେ ପାରାଦୀପରୁ ବାହାକୁଦ ଘାଟ ନିକଟରେ ଏକ…

(Video) ସାରଥୀ ଆମର ଭଗବାନ…, ଜନ୍ମାଷ୍ଟମୀରେ ବାରିମୂଳ ଆଶ୍ରମରେ ପୂଜାର୍ଚ୍ଚନା କଲେ ଅନୁଗାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ କେନ୍ଦ୍ରାପଡ଼ାର ବାରିମୂଳ ସ୍ଥିତ…

ଭାରତରେ ବଢ଼ିଲା ‘ଟମାଟୋ ଫ୍ଲୁ’ ବିପଦ, ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୁଛି ସଂକ୍ରମିତ: ଲାନ୍ସେଟ ରିପୋର୍ଟ

ନୂଆଦିଲ୍ଳୀ: ଗୋଟିଏ ପଟେ ଧିରେ ଧିରେ ଦେଶ କରୋନା ଭାଇରସ ଠାରୁ ମୁକ୍ତ ହେଉଥିବାବେଳେ । ଅନ୍ୟପଟେ ମଙ୍କିପକ୍ସ ଭଳି ଭାଇରସ ଚିନ୍ତାର କାରଣ ପାଲଟିଛି । ତେବେ ବର୍ତ୍ତମାନ ଭାରତରେ ଏକ ନୂଆ ରୋଗ ଏହାର କାୟା ବିସ୍ତାର…

ରାଜ୍ୟର ସରକାରୀ ଡିଗ୍ରୀ କଲେଜମାନଙ୍କରେ ନିଯୁକ୍ତି ପାଇବେ ୩୩୪ ଶିକ୍ଷକ ଓ ଅଣଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ଡିଗ୍ରୀ କଲେଜମାନଙ୍କରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପାଇବେ । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜମାନଙ୍କରେ ଏହି ନିଯୁକ୍ତି ଦିଆଯିବ । ସେମାନଙ୍କ ମଧ୍ୟରେ…

BYJDର କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତି ନିଯୁକ୍ତି ପାଇଛି ।…

(video) ବଦଳିଗଲେ ବାବୁସାନ! ଅନୁତାପ କରି କ୍ୟାମେରା ଆଗରେ ଭୁଲ ମାଗିଲେ ଅଭିନେତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି ମାମଲା ଏବ ଶାନ୍ତ ହୋଇ ସାରିଛି । କିନ୍ତୁ ଏହି ସମୟରେ ନିଜ ଭୁଲ ମାନିଛନ୍ତି ଓଲିଉଡର ମେଗାଷ୍ଟାର ବାବୁସାନ । କରିଥିବା ଭୁଲର ଅନୁତାପ କରି କ୍ୟାମେରା ସାମନାରେ ସେ କ୍ଷମା ପ୍ରାର୍ଥନା…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ୨ ବିଜେଡି ସାଂସଦ, ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଳୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର…

୨୦୧୯ ସୁଦ୍ଧା କଟିଥିବା ସମସ୍ତ ଚାଲାଣ ବାତିଲ୍: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମିଳିଛି ଆଶ୍ୱସ୍ତି । ୨୦୧୯ ପର୍ଯ୍ୟନ୍ତ ବିନା ହେଲମେଟରେ ଗାଡ଼ି ଚାଳନା, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ତିନିଜଣିଆ ବାଇକ ଯାତ୍ରା ଆଦି…

AIIMS ଛାତରୁ ଡେଇଁ ରୋଗୀ ମୃତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ଏବଂ ସେ ଏମ୍ସର…

ବଢିଲା +୨ ନାମଲେଖା ଅବଧି: ଏହି ତାରିଖ ପର୍ଯ୍ୟନ୍ତ ହେବ ଆଡମିଶନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଏବଂ ବନ୍ୟାର ପ୍ରଭାବ ପିଲାମାନଙ୍କ ନାମଲେଖା ପ୍ରକ୍ରିୟାରେ ମଧ୍ୟ ଦେଖିବାକୁ ମିଳିଛି । ଯୁକ୍ତ ୨ ପିଲାମାନଙ୍କ ନାମଲେଖା ଅବଧିରେ ହୋଇଛି ପରିବର୍ତ୍ତନ । +୨ ପ୍ରଥମ…