Browsing Category

ରାଜ୍ୟ

(Video) ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ କଲେ ବିଧାୟକ: ଖବରକାଗଜ ଉପରେ ଛିଡ଼ାହୋଇ…

ଭୁବନେଶ୍ୱର: ନିକଟରେ ସାରା ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳିଥିଲା । ସେଦିନ ଅନେକ ବରିଷ୍ଠ ନେତା ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ସାହାସୀ ଦେଶପ୍ରେମୀଙ୍କ ଗାଥା ଶୁଣାଇଥିଲେ । କିନ୍ତୁ ଏହାରି ମଧ୍ୟରେ ସୋସିଆଲ…

ଓଡ଼ିଶା ଭାସ୍କରର ମହାପ୍ରଭାଵ: ଖବର ବାଜିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସିଲା କଲ୍, ଏବେ ସମସ୍ତେ ସହାୟତର ହାତ ବଢାଉଛନ୍ତି

ବାଲେଶ୍ୱର: ଏ ହେଉଛନ୍ତି ସେହି ସୁଭଦ୍ରା ଯିଏ ଛୋଟ ଜାତି ପାଇଁ ତିରସ୍କାରର ଶିକାର ହୋଇଥିଲେ । ଯିଏ ତାଙ୍କ ଜାତିକୁ ନେଇ ଅପମାନିତ ହେଉଥିଲେ । ଲୋକେ ତାଙ୍କୁ ଘର ପିଣ୍ଡାରେ ଚଢ଼ିବା ପାଇଁ ମଧ୍ୟ ଦେଉନଥିଲେ । ଆଉ ଏବେ…

ହୀରାକୁଦ ଅପଡେଟ୍: ଧିରେ ଧିରେ କମୁଛି ଜଳ ସ୍ଥର, ବନ୍ଦ ହେଉଛି ଗେଟ୍

ସମ୍ବଲପୁର: କମୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ବର୍ତ୍ତମାନ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୬ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧.୦୨ ଫୁଟ୍ ରହିଥିବା ବେଳେ ,ଡ୍ୟାମ୍ କୁ ୨ ଲକ୍ଷ…

କାନ୍ଥ ପଡି ୨ ମୃତ ୩ ଗୁରୁତର: ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଅଘଟଣ

ଭୂବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ତଳିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଣି ପଶିଯିବା ସହ ଅନେକ ଘର ମଧ୍ୟ ଭାଙ୍ଗି…

ଏମିତି ବି ଆସେ ମୃତ୍ୟୁ ! ଫୁଟବଲ୍‌ ଖେଳିବା ସମୟରେ ଆହାତ ହେଲେ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ୧୪ ବର୍ଷୀୟ ଖେଳାଳି

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଏମିତି ବି ମୃତ୍ୟୁ ଆସେ । ଫୁଟବଲ୍‌ ଖେଳିବା ସମୟରେ ଆହାତ ହେଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ ଖେଳାଳି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ…

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ…

ଅସୁରକ୍ଷିତ ଅବସ୍ଥାରେ ବିରଳ କୃଷ୍ଣସାର ମୃଗ: ବଞ୍ଚିବା ପାଇଁ ଖୋଜୁଛନ୍ତି ସାହାରା

ଗଞ୍ଜାମ: ବିରଳ କୃଷ୍ଣସାର ମୃଗ ହେଉଛନ୍ତି ଦେଶ ତଥା ରାଜ୍ୟର ଗର୍ବ ଏବଂ ଗୌରବ । କିନ୍ତୁ ରାସ୍ତା ପାର କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏବେ ଧିରେ ଧିରେ ଏମାନଙ୍କ ସଂଖ୍ୟା ଲୋପ ପାଉଛଇ । ତେଣୁ ଏମାନଙ୍କ…

(Video) ମୁଁ କ’ଣ ସତରେ ଅପବିତ୍ର, ସାଇ ପଡ଼ିଶା କହୁଛନ୍ତି ମୁଁ ଛୋଟ ଜାତି: ମୁଖ୍ୟମନ୍ତ୍ରୀଙ୍କୁ ଶୁଭଦ୍ରାଙ୍କ କୋହଭରା ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋର ଜନ୍ମକଲା ବାପା-ମାଆ କିଏ ମୁଁ ଜାଣିନି । ମୁଁ ହତଭାଗିନୀଟିଏ । ମୁଁ ଦ୍ୱିତୀୟ ଶ୍ରେଣୀରେ ପାଢ଼ ପଢ଼ୁଥିବା ସମୟରେ ମୋତେ ଲାଳନ ପାଳନ କରୁଥିବା ବାପା ମୋତେ ଛାଡ଼ି ଆରପାରିକୁ ଚାଲିଗଲେ ।…

ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ।…

ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଅପିଲ: ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…