Browsing Category
ରାଜ୍ୟ
ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡିଶା ଲୋକଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କ ସଫଳତା ପାଇଁ ଓଡିଶାର ଲୋକମାନେ ବହୁତ ଗର୍ବିତ ବୋଲି…
ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ସେବା ବନ୍ଦ, ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଲେ ଯାତ୍ରୀ
କୋଣାର୍କ: କୋଣାର୍କ-ଭୂବନେଶ୍ୱର ରୁଟ୍ରେ ଚାଲୁଥିବା 'ମୋ ବସ୍' ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ । ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ଏହି ଅଞ୍ଚଳରେ ମୋ ବସ୍ ସେବାକୁ ବିରୋଧ କରିବା ପରେ…
ରାଜ୍ୟରୁ ୧୧୭୮ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ: ଏବେ ‘ଶିଗେଲା’ ଭାଇରସ୍ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜାକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ ।…
‘ଓଡ଼ିଶା ଭାସ୍କର’ର ମହାପ୍ରଭାବ: ୪୮ଘଣ୍ଟା ମଧ୍ୟରେ ରାସ୍ତା କାମ ଆରମ୍ଭ
ନିଆଳି,(ଭାସ୍କର ନ୍ୟୁଜ୍) : ଦେବୀକନ୍ଦଳ ଦୀପାଞ୍ଚଳ ବୋତାଖାଲ କୁଣ୍ଡିମୁହଁ ରାସ୍ତା ଧସି ଯାଇଥିଲା । ୪ଚକିଆ ଭାରିଯାନ ଯାତାୟତ ନିମନ୍ତେ ବନ୍ଦ ହୋଇଯାଇଥିବା ବେଳେ ଉଡ଼ିଶା ଭାସ୍କର ଖବର କାଗଜରେ ଉକ୍ତ ଘଟଣା ପ୍ରକାଶ…
ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଗ ଦେବାକୁ…
ପେଟ୍ରୋଲ ଏବଂ ଡିଜେଲ ଉପରେ ଆଜି ମଧ୍ୟ ଜାରି ରହିଛି ରିହାତି, ଜାଣନ୍ତୁ ଆପଣଙ୍କ ସହରରେ ତେଲ ଦର କେତେ?
ଭୁବନେଶ୍ୱର: ଦୁଇ ମାସ ବିତିଗଲାଣି କିନ୍ତୁ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ଏହି ମଧ୍ୟରେ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖାଯାଉଛି। କିଛି ଦିନ ପୂର୍ବରୁ…
୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର: ଜାଣନ୍ତୁ କାହିଁକି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛିି । ଏନଏଚ ୫୫ର ଦୂରାବସ୍ଥା ପ୍ରତିବାଦରେ ଢେଙ୍କାନାଳ ବନ୍ଦ ପାଳନ…
ପ୍ରେମରେ ପ୍ରତାରଣା: ଯୁବତୀକୁ ଅନ୍ତଃସତ୍ତ୍ୱା କରି ଯୁବକ ଫେରାର
ସାଲେପୁର, (ଭାସ୍କର ନ୍ୟୁଜ୍): ବିବାହର ପ୍ରତିଶୃତି ଦେଇ ଜନୈକା ଯୁବତୀ ସହ ଶାରିରୀକ ସଂପର୍କ ରଖି ଅନ୍ତସତ୍ତ୍ୱା କରି ଯୁବକ ଜଣକ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗରୁ ପ୍ରକାଶ ସାଲେପୁର ଥାନା…
ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ପରେ ଉପକୃତ ଏତିକି ଲକ୍ଷ ଗରିବ ପରିବାର
ପୁରୀ: ଜିଲାର ପ୍ରାୟ ୪ ଲକ୍ଷ ଗରିବ ପରିବାରକୁ ବକେୟା ଦୁଇ ମାସର ଗହମ ମିଳିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସେମାନଙ୍କୁ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ ଯୋଗାଇ…