Browsing Category
ରାଜ୍ୟ
ଏଣିକି ରାଜଧାନୀରେ ମାସ୍କ ବାଧ୍ୟତାମୂଳକ, ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ବିରୁଦ୍ଧରେ…
ଅଧା ରହିଲା ଜଗା ଦର୍ଶନ : ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସି ଗଲେ ୪ ଯୁବକ, ୩ ମୃତ ଓ ଜଣେ ନିଖୋଜ
ରାଉରକେଲା (ଭାସ୍କର ନ୍ୟୁଜ୍) : ଅଧା ରହିଲା ଜଗା ଦର୍ଶନ । ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେମାନେ ଯୋଜନା କରିଥିଲେ । ଏଥିପୂର୍ବରୁ ସ୍ଥାନୀୟ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ…
ଏମିତି ବି ଆସେ କାଳ : ଘରେ ଶୋଇଥିବା ଚୋଟ ମାରିଲା ବିଷଧର ସାପ, ଉଡିଗଲା ୨ ଭାଇଙ୍କ ପ୍ରାଣବାୟୁ
ଫୁଲବାଣୀ, (ଭାସ୍କର ନ୍ୟୁଜ୍) : ପବିତ୍ର ବାହୁଡ଼ା ଯାତ୍ରା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି । ସାପକାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ…
ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଶ୍ରୀବିଗ୍ରହ
ପୁରୀ,(ଭାସ୍କର ନ୍ୟୁଜ୍) : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ । ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ…
ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଲଘୁଚାପ ପ୍ରଭାବ ଓ ମୌସୁମୀ ବାୟୁ ସକ୍ରିୟ ଫଳରେ ରାଜ୍ୟରେ ଗତ ୪ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତଳି ଅଞ୍ଚଳ…
ବାହୁଡାରେ ଜୀବନ ରଥରୁ ବାହୁଡିଗଲେ ଦୁଇ ଭାଇ: ନଦୀରେ ବୁଡି ମୃତ୍ୟୁ, ୨ ନିଖୋଜ
ରାଉରକେଲା: ଆଜି ପବିତ୍ର ବାହୁଡା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିରରକୁ ବାହୁଡି ଆସୁଛନ୍ତି ଶ୍ରୀଜିଉ । ସେପଟେ ରାଉରକେଲାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପଟେ ଜଗନ୍ନାଥ ବଳଭଦ୍ର ଦୁଇ ଭାଇ ବଡ…
ଚଳନ୍ତା ବସରେ ନାବାଳିକାଙ୍କୁ ଦୁର୍ବବ୍ୟହାର: ଏତଲା ଆଧାରରେ ଅଭିଯୁକ୍ତକୁ ଅଟକ
ଯାଜପୁର: ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ନିର୍ଯାତନା ଭଳି ଘଟଣା । କେବେ ଦୁଷ୍କର୍ମ, ହତ୍ୟା ତ ଆଉ କେତେବେଳେ ଦୁର୍ବ୍ୟବହାର । ଯାଜପୁର ଜିଲ୍ଲାରେ ଦେକିବାକୁ ମିଳିଛି ଏହି ଭଳି ଏକ ଘଟଣା । ବସରେ ଯିବା ସମୟରେ ଜଣେ…
ମହାପ୍ରଭୁଙ୍କୁ କଣ ପାଇଁ ପୋଡ଼ପିଠା ଖୁଆନ୍ତି ମାଉସୀ ମା’? ଜାଣନ୍ତୁ କାରଣ…
ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ଦିନ ମହାପ୍ରଭୁ ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥବା ମାଉସି ମା ଘର ନିକଟରେ ରହି ପୋଡ଼ ପିଠା ଖାଇଥାନ୍ତି। ମହାପ୍ରଭୁଙ୍କ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି।…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୫ଦିନ ବର୍ଷିବ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରବାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।…
ପୁଣି ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଲା କୋରୋନା । କରୋନା ଯୋଗୁଁ ପୁଣି ଥରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା । କଟକ ଓ ପୁରୀ ଜିଲ୍ଲା ମଧ୍ୟ ରେଡ୍ ଜୋନରେ ସାମିଲ ହୋଇଛି । ଖୋର୍ଦ୍ଧାରେ ଟିପିଆର ୧୦.୬,…