Browsing Category

ରାଜ୍ୟ

ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ, କାଲି ହେବ ବନକଲାଗି ନୀତି

ପୁରୀ(ଓଡ଼ିଶା ଭାସ୍କର): ଦଶମୁଳ ମହୋଷଧୀ ସେବନ ପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ ପରେ ଲାଘବ ହୋଇଛି ଜ୍ୱରପୀଡ଼ା। ଏହି ଖବର ଶ୍ରୀନଅରରେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ…

ଚଳନ୍ତା ହାଇୱାରୁ ହୁଗୁଳି ଗଲା ପଛ ଚକା, ଆଉ ପରେ…..

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଛକ ନିକଟରେ ଚଳନ୍ତା ହାଇୱାରୁ ଚକା ହୁଗୁଳି ପଡିଥିବା ଜଣାପଡିଛି । ତେବେ ବଡ ସଡ଼କ ଦୁର୍ଘଟଣାରୁ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବରରୁ…

ମୌସୁମୀକୁ ଆହୁରି ଶକ୍ତ କରୁଛି ଘୂର୍ଣ୍ଣିବଳୟ: ୨୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଆଜି ୭ ଜିଲ୍ଳାକୁ ୟେଲୋ ଆର୍ଲଟ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ଲାଗି ରହିଛି । ମୌସୁମୀକୁ ଘୂର୍ଣ୍ଣିବଳୟ ସଶକ୍ତ କରୁଥିବା ହେତୁ…

(Video) କ୍ୟାମେରାରେ କଳା ବୋଳି ଲୁଟିନେଲେ ୩୫ ଲକ୍ଷ, ସିସିଟିଭିରେ କଏଦ ହେଲା ଭିଡିଓ…

ମୟୂରଭଞ୍ଜ: ଏଟିଏମ ତାଡ଼ି ଟଙ୍କା ଲୁଟ୍ କରୁଥିବା ଘଟଣା ଅନେକ ସମୟରେ ଦେଖିବାକୁ ମଳିଛି । ଏଟିଏମ ତାଡ଼ି ସେଥିରୁ ଟଙ୍କା ଲୁଟିବାକୁ ନୂଆ ନୂଆ ତରିକା ମଧ୍ୟ ଆପଣାଉଛନ୍ତି ଚୋର । ହେଲେ ଏବେ ଏହି ଏଟିଏମ ଲୁଟର ଏକ ଭିଡିଓ…

(Video) ରାତିରେ ହେଉଥିଲା ସ୍ୱପ୍ନାଦେଶ, ସତରେ ଘରୁ ବାହାରିଲା ଭଗବାନଙ୍କ ମୂର୍ତ୍ତି

ଜଗତସିଂହପୁର: ଘର ମାଲିକଙ୍କୁ ହେଲା ସ୍ୱପ୍ନାଦେଶ ଆଉ ଘର ଖୋଳିବା ପରେ ବାହାରିଲା ୧୮ଟି ପ୍ରାଚୀନ ମୂର୍ତ୍ତି । ଏଭଳି ଏକ ଅଲୌକିକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିବାଟି ଗ୍ରାମରେ । ଗ୍ରାମର ଶମ୍ଭୁନାଥ ବେହେରାଙ୍କ…

୨୨ଟି ଭାଷା ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କଲା କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ମୋଟ ୨୨ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ…

ହାତୀ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ: ୩ ଗିରଫ, ୨ ସସପେଣ୍ଡ

ଅନୁଗୁଳ: ରାଜ୍ୟରେ ହାତୀ ମୃତ୍ୟୁ ମାମଲା ବଢିବା ସହ ଅନେକ ହାତୀଙ୍କୁ ହତ୍ୟା କରାଯାଉଥିବା ଜଣାଯାଉଛି । ତେବେ ଶିକାରୀମାନଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଛି ବନବିଭାଗ । ଆଜି ୩ ଜଣ ହାତୀ ଶିକାରୀଙ୍କୁ ଗିରଫ କରାଯିବା…

ବିଧାନସଭାର ମୌସୁମୀ ଅଧିବେଶନ: ଜୁନ୍‌ ୨୯ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆସନ୍ତା ଜୁନ୍‌ ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା କନଫରେନ୍ସ ହଲରେ ଦିନ ୧୧ଟାରେ ବୈଠକ ବସିବ ।…

ରାଇମୋହନଙ୍କ ଘରେ ପହଞ୍ଚିଲା ମହିଳା ପୋଲିସ: ମୃତ୍ୟୁ ରହସ୍ୟରୁ ଉଠିବ ପରଦା!

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି…

ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ତା’ ପୂର୍ବରୁ ୨୮ ତାରିଖରେ ରାଜ୍ୟ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି କାର୍ଯ୍ୟକାରିଣୀରେ…