Browsing Category
ରାଜ୍ୟ
ମନମାନି କରୁଛି ଛତିଶଗଡ଼ ସରକାର, ଚୁପ ବସିଛି ଓଡ଼ିଶା: ବର୍ଷା ପୂର୍ବରୁ କଲମା ବ୍ୟାରେଜ୍ର ସବୁ ଗେଟ୍ ଖୋଲିବକୁ ନିର୍ଦ୍ଦେଶ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା…
ଆଜି ବାରବାଟୀ ଲଢ଼େଇ, ଘଣ୍ଟି ବଜାଇ ମ୍ୟାଚ୍ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦର୍ଶକଙ୍କୁ ଘାରିଲାଣି କ୍ରିକେଟ୍ ଫିଭର । ସେମାନଙ୍କ ମନରେ ଅସୀମ ଉତ୍ସାହ ଓ…
ରଜରେ ଓଡ଼ିଶାକୁ ଭିଜାଇବ ମୌସୁମୀ ବର୍ଷା, ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…
ସ୍ୱାଭିମାନ ଅଞ୍ଚଳରେ ୧୮୦ ମିଲିସିଆଙ୍କ ଆତ୍ମସମର୍ପଣ
ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ । ବିଏସଏଫ…
ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା…
ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ…
ପାରିବାରିକ କଳହର ପରିଣାମ: ସ୍ତ୍ରୀକୁ ମାରି ଘରେ ତାଲା ଲଗାଇ ଫେରାର ହେଲା ସ୍ୱାମୀ
ନୂଆଦିଲ୍ଲୀ: କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲାଣି ତ କେଉଁଠି ସ୍ତ୍ରୀ ସ୍ମାମୀକୁ ହତ୍ୟା କଲାଣି । ସେହିପରି କେଉଁଠି ମା’ ପୁଅକୁ ହତ୍ୟା କଲାଣି ତ କେଉଁଠି ପୁଅ ମା’କୁ ହତ୍ୟା କରୁଥିବା ଭଳି ଘଟଣା ପ୍ରତ୍ୟେକ ଦିନ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୪ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
(Video) ଯୁବକ ଓ ଯୁବତୀଙ୍କୁ ଛୁରୀ ଦେଖାଇ ପାହାଡ଼ ଉପରକୁ ଟେକିନେଲେ: ଜବରଦସ୍ତ କଲେ ଅଶ୍ଲୀଳ ଭିଡିଓ ଶୁଟ୍, କହିଲେ ୫୦ ହଜାର ଦିଅ ନଚେତ୍ ଭାଇରାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଯୁବକ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଶୁଟ୍ କରି ପରବର୍ତ୍ତୀ ସମୟରେ ବ୍ଲାକମେଲ କରାଯିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ…
ଟିମ ଇଣ୍ଡିଆ ପାଇଁ ମ୍ୟାଜିକ ଶୋ’: ମେଫେୟାର ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ତେଣୁ ଉଭୟ ଦଳର ଖେଳାଳି ଭୁବନେଶ୍ୱରସ୍ଥିତ ମେଫେୟାର ହୋଟେଲରେ ରହିଛନ୍ତି । ହୋଟେଲ ତରଫରୁ ଖେଳାଳିମାନଙ୍କ…