Browsing Category
ରାଜ୍ୟ
ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ, ଖୋଲା ବଜାରରେ ବଢ଼ିପାରେ ଅଟା ଓ ସୁଜି ଦର!
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ତୈଳ ଦର ହ୍ରାସ ଉପରେ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରର ପୋଟ୍ରେଲ ଡିଜେଲ ଦର ହ୍ରାସ ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ରବିବାର ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ…
ପୁରୀକୁ ସରକାର ଭୋଗଭୂମି ସଜାଇଛନ୍ତି: ଶଙ୍କରାଚାର୍ଯ୍ୟ
ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ । ଯାହା ହେଉଛି ତାହା ମନ୍ଦିର ଉପରେ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି । ଏହା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି…
ଓଡ଼ିଶାରେ ତାତିରୁ ମିଳିଲା ତ୍ରାହି: କିନ୍ତୁ ବଜ୍ରପାତରେ ଚାଲିଗଲା ୨ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାଳବୈଶାଖୀ ବର୍ଷା ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ତୁହାକୁ ତୁହା ବର୍ଷା ହଉଛି । ବର୍ଷା ଫଳରେ ତାତିରୁ ଆଶ୍ୱସ୍ତି ମିଳିଥିବା ବେଳେ ଏହା…
ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା, ରାତିରୁ ତୁହାକୁ ତୁହା କାଚୁଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେଉଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାସ…
ପୁରୀରେ ରାତି ଅଧିଆ GPRS ସର୍ଭେ, ଲୋକଙ୍କ ମନରେ ସନ୍ଦେହ
ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆରଏସ ସର୍ଭେ ହୋଇଥିବା ସୂଚନା ମିଳିଛି । ଜିପିଆରଏସ ସର୍ଭେ ଚାଲିଥିବା ନେଇ କାର୍ଯ୍ୟରତ ଅଧିକାରୀ ସୂଚନା ଦେଇଛନ୍ତି । ଜିଓକାର୍ଟ ରାଡାର…
ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍: ସାଇବର ଥାନାରେ ଏତଲା ଦେଲେ ସାଂସଦ
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ସାଂସଦ ନିଜର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ।
ଗତ ଦୁଇ ଦିନ ଧରି ନିଜର ଫେସବୁକ୍ ଆକାଉଣ୍ଟ…
(Video) ପୁଣି ଏକ ଭିଡିଓରେ ମନ କଥା କହିଲେ ଅନୁଭବ: କହିଲେ ବିବାହ ପରେ ନଥିଲା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଜାରି କରିଛନ୍ତି । ଶନିବାର ଆଉ ଏକ ଭିଡିଓ ଜାରି କରି ନିଜ ମନର ଦୁଃଖକୁ ପ୍ରକାଶ କରିଛନ୍ତି ଅଭିନେତା ତଥା…
୧୦୦ ମିଟର ପରିଧି ବାହାରେ ହେବ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର: ଶ୍ରୀମନ୍ଦିର ପରିଚାଳନା ବୈଠକରେ ହେଲା ନିଷ୍ପତ୍ତି
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶନିବାର ଶେଷ ହୋଇଛି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଗୁରୁକୁଳ…