Browsing Category

ରାଜ୍ୟ

(Video) ତନ୍ତ୍ର ସାଧନା କରି ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

କାଳିସି ସାଧକଙ୍କ କଳାକାରନାମା । ପାରିବାରିକ ସମସ୍ୟାକୁ ତନ୍ତ୍ର ସାଧନାରେ ସମାଧାନ କରିଦେବା ବାହାନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ଭଣ୍ଡ ବାବା । ଆଉ ଏବେ ଏହି ଭଣ୍ଡ ବାବାଙ୍କ କଳାକାରନାମା ସାମ୍ନାକୁ ଆସିଛି ।…

ରାଜ୍ୟରେ ବଢ଼ିଲା ସରକାରୀ ଚାକିରି ସୀମା: ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ସରକାରୀ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ପଞ୍ଜାବରେ ୧୫ ଆତଙ୍କବାଦୀ ସଂଗଠନ ସହ ଏହି ୨୪ କାରଣ ଥିଲା ବିପଦ!

ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ଯାଞ୍ଚ କରିବେ । ଏହି କମିଟିରେ ଡିଜିପି ଚଣ୍ଡିଗଡ଼, ଏନଆଇଏର ଆଇଜି, ପଞ୍ଜାବ ପୋଲିସର…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସୋମବାର ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ରାଜ୍ୟରେ ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି…

ବଢ଼ିଲା ହାଟ କଟକଣା: ଅଲଗା ସ୍ଥାନକୁ ଉଠିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୁଣି ଥରେ ହାଟକୁ ଅଲଗା ସ୍ଥାନକୁ ଉଠିଯିବାକୁ ଦିଆଯାଇଛି । ନିର୍ଦ୍ଦେଶ ସଂକ୍ରମଣ ବଢ଼ିବାରୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ବଢ଼ିଛଇ ହାଟକୁ ନେଇ କଟକଣା । ଏକାଠି ନବସି ଅଲଗା ଅଲଗା ଜାଗାରେ ବ୍ୟବସାୟୀଙ୍କୁ…

ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ: ଖୁବଶୀଘ୍ର ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ । ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ବୈଠକ । ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା । ଖୁବଶୀଘ୍ର ଘୋଷଣା ହୋଇପାରେ…

ଭିତରକନିକାରେ ବଢ଼ିଛି କୁମ୍ଭୀର ସଂଖ୍ୟା: ସୂଚନା ଦେଲେ ଡିଏଫଓ

ପଟ୍ଟାମୁଣ୍ଡାଇ: ଭିତରକନିକାରେ ଅଛନ୍ତି ମୋଟ ୧୭୮୪ କୁମ୍ଭୀର । ଗତବର୍ଷଠାରୁ ଚଳିତ ବର୍ଷ ୧୬ଟି କୁମ୍ଭୀର ଅଧିକ ଥବା ସୂଚନା । କୁମ୍ଭୀର ଗଣନା ଶେଷ ପରେ ଡିଏଫଓ ଯଞ୍ଜଦତ୍ତ ପତିଙ୍କ ସୂଚନା । ସୂଚନା ଅନୁଯାୟୀ, ଜାନୁଆରୀ…

(ଭିଡିଓ) ଭୁବନେଶ୍ୱରରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନେଇ ପୋଲିସର ଅନୁମାନ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭରତପୁର ତାରିଣୀ ବସ୍ତିରୁ ଉଦ୍ଧାର ହେଲା ଯୁବତୀ ମୃତଦେହ । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା…

(Video) ଭାରତୀୟ ଯବାନଙ୍କ ଅଦ୍ୟମ ବୀରତ୍ୱ: ମାଇନସ ୪ ଡିଗ୍ରୀ ତାପମାତ୍ରାରେ ଛିଡାହୋଇ କରୁଛନ୍ତି ଦେଶ ପାଇଁ ସେବା

ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ…

ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶା ଆସିବ ଓମିସିୟର କିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ବି ଚିନ୍ତା ବଢ଼ାଇବାରେ ଲାଗିଛି । ଓମିକ୍ରନ ଚିହ୍ନଟ ପାଇଁ ଜିନୋମ ସିକ୍ୱେନ୍ସିଂକୁ ନମୁନା ପଠାଯାଉଛି, ଫଳରେ ରିପୋର୍ଟ ଆସିବାରେ ବିଳମ୍ବ…