Browsing Category
ରାଜ୍ୟ
କଂଗ୍ରେସ ଭବନରେ ପୋଲିସର ଦମନଲୀଳା: ଗଞ୍ଜାମ ଜିଲ୍ଲା କଂଗ୍ରେସର ବିରୋଧ ପ୍ରଦର୍ଶନ [VIDEO]
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଭବନ ମଧ୍ୟରେ ପ୍ରବେଶ କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ ମରା ଘଟଣାକୁ ନେଇ ପ୍ରତିବାଦ ଜୋର ଧରିଛି । ମଙ୍ଗଳବାର ଗଞ୍ଜାମ କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରି ଆନ୍ଦୋଳନ…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଲାଞ୍ଚ ବେଳେ ଧରିଲା ଭିଜିଲାନ୍ସ
ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପାପଡ଼ାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜେଇ ବୀଣାପାଣି ବେହେରା । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିବା ଅଭିଯୋଗ ।…
୧୦ଟା ପରେ ଭୁବନେଶ୍ୱରରେ ବାଜିବନି DJ: ବିଏମସି ଆଣିଲା ନୂଆ ନିୟମ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବାହାଘର, ବ୍ରତଘର ବା ଜନ୍ମ ଦିନ ଡିଜେ ବାଜିବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ନୂତନ ନିୟମ ଲାଗୁ କରାଯାଇଛି । କୋଭିଡ୍…
ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା
ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧିକ ଶାଖା । ରାଜ୍ୟରେ ମୋଟ୍ ସାଇବର ଥାନା ସଂଖ୍ୟା ୧୪କୁ ବୃଦ୍ଧି । ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରକୁ ମିଶି ହେଲା ୧୪ଟି ଥାନା ।…
ସ୍ୱାମୀଙ୍କୁ ଖୋଜି ପାରୁନ, ଗେଷ୍ଟ ହାଉସ ବିଲ୍ ତମ ପାଖରେ ରଖ: ଦେଖନ୍ତୁ ତପସ୍ୱିନୀଙ୍କ Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ଅନୁପସ୍ଥିତିରେ ନିଜେ ଗେଷ୍ଟ ହାଉସର ବିଲ୍ ଦେଇଛନ୍ତି ତପସ୍ୱିନୀ ଦାସ । ତେବେ ବିଲ୍ ପ୍ରଦାନ କରିବା ପୂର୍ବରୁ ପୋଲିସକୁ ସମାଲୋଚନା କରିଛନ୍ତି ତପସ୍ୱିନୀ ।…
ସୁମିତ ଫେରାର ହେବା ପରେ ଗେଷ୍ଟ ହାଉସ ବିଲ୍ ପୈଠ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ
ଗଞ୍ଜାମ: ସୁମିତ ଓ ତପସ୍ୱିନୀ ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଗୋଟିଏ ପଟେ କୋର୍ଟ ଉଭୟଙ୍କୁ ଏକା ସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିବାବେଳେ, ସୁମିତ କିନ୍ତୁ ୧୦ ତାରିଖ ଠାରୁ ଫେରାର ହୋଇଯାଇଛନ୍ତି ।…
ଛଅ ମାସ ମଧ୍ୟରେ ପିଲାଙ୍କୁ ମିଳିବ କରୋନା ଟିକା: ଅଦର ପୁନାୱାଲା
ନୂଆଦିଲ୍ଲୀ: ଖୁବ ଶୀଘ୍ର ୩ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା । ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ମଧ୍ୟରେ ଆସିବ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି "ସିରମ୍ ଇନସଟିୟୁଟ ଅଫ୍ ଇଣ୍ଡିଆ' ସିଇଓ…
କାନ ଧରି ରାଜରାସ୍ତାରେ ଆଣ୍ଠେଇଲେ: ଅଭିନବ ପ୍ରତିବାଦ କଲେ PET ଶିକ୍ଷକ ଆଶାୟୀ, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାନ ଧରି ରାଜରାସ୍ତାରେ ଆଣ୍ଠେଇଛନ୍ତି ଶିକ୍ଷକ ଆଶାୟୀ । ପିଇଟି, ହିନ୍ଦି ଓ ସଂସ୍କୃତ ଶିକ୍ଷକ ମାନେ ସରକାରୀ ଉଦାସୀନତା ବିରୋଧରେ ପ୍ରତିବାଦ କରିବା ପାଇଁ ରାଜରାସ୍ତାରେ ଆଣ୍ଠେଇ ପ୍ରତିବାଦ…
ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼, ଉପକୃତ ହେବେ ୭ ଲକ୍ଷରୁ ଅଧିକ
ଭୁବନେଶ୍ୱର: ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼ ଜିଲ୍ଲା । ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ନୟାଗଡ଼ର ୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।…
ଗ୍ୟାସ୍ ବୁକିଂ ଉପରେ ମିଳୁଛି ୩ ହଜାର ଟଙ୍କା ରିହାତି: ଆପଣାନ୍ତୁ ଏହି ପ୍ରସେସ୍
ନୂଆଦିଲ୍ଲୀ: ଦିନକୁ ଦିନ ଏଲପିଜି ଗ୍ୟାସର ଦର ବୃଦ୍ଧି ପାଇବାରେ ଲାଗିଛି । ଏପରି ପରସ୍ଥିତିରେ ଯଦି ଆପଣଙ୍କୁ କୁହାଯାଏ ଆପଣଙ୍କ ଏଲପିଜି ବୁକିଂ ଉପରେ ୩ ହଜାର ଟଙ୍କାର ରିହାତି ପ୍ରଦାନ କରାଯିବ ତାହେଲେ ଏହା ଅବିଶ୍ୱସନୀୟ…