Browsing Category

ରାଜ୍ୟ

ବଢ଼ିଲା ଅନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ ଅବଧି: ୨୦୨୦ରୁ ବନ୍ଦ ରହିଛି ଉଡ଼ାଣ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସ୍ଥଗିତ ଅବଧି ବଢ଼ିଲା । ଜାନୁଆରୀ ୩୧ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ନିଷ୍ପତ୍ତି ନେଲା ଡିଜିସିଏ । ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି…

ଆଉ ୭ ଦିନ ଏକାଠି ରହିବେ ଏକାଠି ରହିବେ ସୁମିତ୍-ତପସ୍ୱିନୀ

ସୁମିତ୍ ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଆସ୍କା ସ୍ଥିତ ଭଡ଼ା ଘରେ ରହିବେ ଏକାଠିି । ଆସନ୍ତା ୧୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହା ସହ ସମସ୍ତ…

ଓମିକ୍ରନ ଭୟ: କୁଏତରୁ ଫେରିଥିବା ଦୁଇଜଣଙ୍କୁ କରୋନା

ଯାଜପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଖବର । କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ବାଚସ୍ପତିଙ୍କ ଉପରକୁ ପ୍ଲାକକାର୍ଡ ଫିଙ୍ଗିଲେ ବିରୋଧୀ, କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଘନେଇଛି ରାଜନୀତି । ଏହାକୁ ନେଇ ଅପରାହ୍ନରେ ଘଣ୍ଟମାଡ଼ କରି ବିଧାନସଭାରେ ବିରୋଧୀମାନେ ହୋହଲ୍ଲା କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ…

କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣି ତୀବ୍ର ହେବାରେ ଲାଗିଲାଣି । ଏଥର ସ୍କୁଲର ଛାତ୍ରଛାତ୍ରୀମାନେ ଏହାର ଅଧିକ ଶିକାର ହେଉଛନ୍ତି । ଏହାରି ମଧ୍ୟରେ କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନା ପଜିଟିଭ…

ହଟିଲା କୃଷକ ଆନ୍ଦୋଳନ; ଘରକୁ ଫେରିବେ କୃଷକ

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷ ଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରତ୍ୟାହୃତ । ପ୍ରେସମିଟରେ ଏହି ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ । ଜାନୁଆରୀ ୧୫ ତାରିଖରେ…

ଉତ୍ୟକ୍ତ କର୍ମୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ଆଜି ଖୋଭାଯାତ୍ରା କରିଥିଲା ବିଜେପି ଯୁବ ମୋର୍ଚ୍ଚା । ରାମ ମନ୍ଦିର ଛକରୁ ପିଏମଜି ଅଭିମୁଖେ ଶୋଭାଯାତ୍ରା କରିଥିବା ବେଳେ ପୋଲିସ ଭ୍ୟାନକୁ ଭାଙ୍ଗିବାକୁ…

କୁନ୍ନୁର କ୍ରାସକୁ ନେଇ ବିଧାନସଭାରେ ଶୋକପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକ୍ପଟର କ୍ରାସ୍ ଘଟଣାରେ ଗତକାଲି ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ…

ବଡ଼ ଖବର: ବିଧାନସଭା ସଚିବଙ୍କୁ ହେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ମହାମାରୀରେ ସଂକ୍ରମିତ ହୋଇଛି । ସଚିବ ଦାଶରଥୀ…

କୁନ୍ନୁର ହେଲିକପ୍ଟର କ୍ରାସ୍: ଓଡ଼ିଆ ଯବାନ ରାଣାପ୍ରତାପ ସହିଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ…