Browsing Category

ରାଜ୍ୟ

କାୟା ମେଲାଉଛି ଓମିକ୍ରନ: ଜୟପୁରରୁ ଚିହ୍ନଟ ହେଲେ ୯ ଆକ୍ରାନ୍ତ, ଦେଶରେ ୨୧ ହେଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରରସର ନୂଆ ଭ୍ୟାରିଆଣ୍ଟ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରବିବାର ରାଜସ୍ଥାନର ରାଜଧାନୀ ଜୟପୁରରେ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି । ଜୟପୁରର ଗୋଟିଏ ପରିବାରର ୪ ଜଣ ଏବଂ…

ପଖାଳ ଭାତ, ଶୁଖୁଆ ଭର୍ତାର ତାଳରେ NCC ପ୍ୟାରେଡ୍; ଦେଖନ୍ତୁ ମଜାଦାର ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏନସିସି ପ୍ୟାରେଡ୍ ସହିତ ଆମେ ସମସ୍ତେ ପରିଚିତ । ଏନସିସିର ପ୍ୟାରେଡ ସମୟରେ ଏକ ଦୋ ଏକର ଧ୍ୱନି ସମସ୍ତଙ୍କୁ ଜଣା । ତେବେ ଏହି ଚିରାଚରିତ କଦମ ତାଲ ଧ୍ୱନିରୁ ବାହାରି ନୂତନ ଢଙ୍ଗରେ କଦମ ତାଲ…

ଡରାଉଛି ଓମିକ୍ରନ: ମହରାଷ୍ଟ୍ରରେ ୭ ନୂଆ ଓମିକ୍ରନ କେସ

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରକୁ ଘାରିଛି ଓମିକ୍ରନ ଚିନ୍ତା । କାରଣ ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି ଓମିକ୍ରନ ମାମଲା । ମହାରାଷ୍ଟ୍ରରେ ଓମିକ୍ରନ ଭ୍ୟାରିଆଣ୍ଟର…

ଜଗତା ନାଳରେ ଭାସିଗଲା ନାବାଳକ: ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ବେଗୁନିଆପଡା(ଓଡ଼ିଶା ଭାସ୍କର): ଲଗାଣ ବର୍ଷାରେ କୋଦଳା ନିକଟସ୍ଥ ଜଗତା ନାଳରେ ଯାଉଥିବା ବଢି ପାଣିରେ ଭାସିଗଲା ୧୫ ବର୍ଷର ନାବାଳକ ଆକାଶ ନାହାକ। ପ୍ରାପ୍ତ ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତ।ପଡା…

ପୁରୀରୁ ୫୦ କିମି ଦୂରରେ ଜୱାଦ: ଘଣ୍ଟାପ୍ରତି ବେଗ ୧୮ କିମି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁରୀ ଠାରୁ ୫୦ କିମି ଦୂରରେ ରହିଛି ସାମୁଦ୍ରିକ ବାତ୍ୟା ଜୱାଦ । ଧୀରେ ଧୀରେ ଏହା ଦୁର୍ବଳ ହେଉଥିବାରୁ ବାତ୍ୟା ବର୍ତ୍ତମାନ ଅବପାତର ରୂପ ନେବାରେ ଲାଗିଛି । ଏହି ସାମୁଦ୍ରିକ ବାତ୍ୟା…

କେନ୍ଦ୍ରକୁ ସ୍ୱାସ୍ଥ୍ୟ ସଚିବଙ୍କ ଜବାବ: ଜାତୀୟ ହାରଠାରୁ ଓଡ଼ିଶାରେ ଅଧିକ ରହିଛି ଟେଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟେଷ୍ଟିଂ କମିଥିବା ନେଇ ତାଗିଦ କରି ସ୍ୱାସ୍ଥ୍ୟ ସଚିବ ପତ୍ର ଲେଖିବା ପରେ ଏହାର ଗୋଟିଏ ଦିନ ପରେ ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାଜ କୁମାର ଶର୍ମା । ରାଜ୍ୟରେ କୋଭିଡ…

‘ଜୱାଦ’ ପ୍ରଭାବରେ ଆହୁରି ୧୨ ଘଣ୍ଟା ବର୍ଷିବ: ଆଇଏମଡି ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ ସମ୍ପର୍କରେ ତାଜା ଅପଡେଟ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅପରାହ୍ନ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଜୱାଦ ପଶ୍ଚିମବଙ୍ଗରେ…

ଓମିକ୍ରନକୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ? ଜାଣନ୍ତୁ ଓଡ଼ିଶାରେ କିପରି ରହିଛି ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ବ୍ୟାପିବାରେ ଲାଗିଲାଣି । ପ୍ରଥମରେ କର୍ଣ୍ଣାଟକ ଓ ଗୁଜରାଟ, ମହାରାଷ୍ଟ୍ର ପରେ ଏହା ଦିଲ୍ଲୀକୁ ବି ନିଜ କବଜାକୁ ନେବାରେ ଲାଗିଛି ।…

ଏବେ ୧୫ କିମି ବେଗରେ ମାଡ଼ିଆସୁଛି ବାତ୍ୟା ‘ଜୱାଦ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦକୁ ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ଏଗ ଗୁରୁତ୍ୱପୂର୍ଣ୍ଣ ଖବର ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ୧୫ କିମି ବେଗରେ ସମୁଦ୍ର ଭିତରେ ଗତି କରୁଛି ବାତ୍ୟା…

ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ ‘ଜୱାଦ’: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବାସୀ ଘରୁ ବାହାରି ପାରୁ ନାହାନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା,…