Browsing Category

ରାଜ୍ୟ

ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’! ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲମ୍ବା ବ୍ୟବଧାନ ପରେ ପୁଣି ଏକ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏସଆରସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ପଳନୀ ଜରିଆରେ ବାତ୍ୟା ସମ୍ପର୍କରେ ସମ୍ୟକ୍…

ମମିତା ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ…

ଆସନ୍ତାକାଲିଠାରୁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଦୁଇଦିନ ପାଇଁ ବନ୍ଦ ରହିବ ଶିମିଳିପାଳ । ଆଗକୁ ବାତ୍ୟା ‘ଦୱାଦ’ ଆସୁଥିବାରୁ ଏହାକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ବାତ୍ୟାର ପ୍ରଭାବରେ ୪ ଓ ୫ ତାରିଖରେ…

ତୈଳରୁ ଓଡ଼ିଶା ସରକାରଙ୍କ ଆୟ ୬୭୫ କୋଟି ଓ ମଦରୁ ରାଜସ୍ୱ ସଂଗ୍ରହ ହୋଇଛି ୧୬୮ କୋଟି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡିଶା ସରକାରଙ୍କୁ ଭରପୁର ଫାଇଦା ହୋଇଛି…

ଜୁନିୟର ହକି ବିଶ୍ୱକପର ସେମି ଫାଇନାଲ: ଆଜି ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ, ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ କୋଚ୍‌ ଗ୍ରାହାମ୍‌…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଚଳିତ ଜୁନିୟର ହକି ବିଶ୍ୱକପର ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ମ୍ୟାଚ୍‌ ରାତି ୭ଟା ୩୦ ମିନିଟରୁ ଆରମ୍ଭ ହେବ । ଭାରତୀୟ…

ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପା ନେଇପାରେ “ଜୱାଦ’, ମୁକାବିଲା ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବାୟୁସେନା…

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ…

ବାତ୍ୟା ଜୱାଦ ଅପଡେଟ୍: ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଦମକଳ କେନ୍ଦ୍ରକୁ ହାଇ ଆଲର୍ଟ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଜାରି କରିଛି ସ୍ୱତନ୍ତ୍ର ନିର୍ଦ୍ଦେଶ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ସବୁ ଦମକଳ କେନ୍ଦ୍ରକୁ ହାଇଆଲର୍ଟ । କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଅଗ୍ନଶମ ଟିମ୍…

ବାତ୍ୟା ଜୱାଦ ଅପଡେଟ୍: କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ । ୩ରୁ ୫ ତାରିଖ ଯାଏଁ ଅଫିସରଙ୍କ ଛୁଟି ବାତିଲ । ପୂର୍ବରୁ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି…

ତପସ୍ୱିନୀଙ୍କୁ ମିଳିଲା ନ୍ୟାୟ: ସୁମିତଙ୍କ ସହ ଏକାଠି ରହିବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ଆନ୍ଦୋଳନରେ ବସିଥିବା ତପସ୍ୱିନୀ ଦାସ ଓରଫ ଡିମ୍ପଲଙ୍କୁ ଶେଷରେ ନ୍ୟାୟ ମିଳିଛି । ଡିମ୍ପଲଙ୍କ ଆନ୍ଦୋଳନ ୧୨ ତମ ଦିନରେ ପହଞ୍ଚିଥିବା ବେଳେ ଉଭୟ ପତି ପତ୍ନୀଙ୍କୁ…

ଝାଉଁବଣରେ ପୁରୁଷ ବନ୍ଧୁଙ୍କ ସହିତ ଗପୁଥିଲେ ଯୁବତୀ: ମାଡି ଆସିଲେ ୩ ଯୁବକ ଆଉ କଲେ ଏମିତି ହଇରାଣ ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆମେ ଏକ ବିଂଶ ଶତାବ୍ଦୀରେ ପାଦ ଦେଇଛେ, ତଥାପି ମଣିଷ ନିଜର ରୁଢିବାଦୀ ଚିନ୍ତାଧାରାରୁ ବାହାରି ପାରୁନାହିଁ । ଏମିତି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । ନିଜର ପୁରୁଷ ବନ୍ଧୁଙ୍କ…