Browsing Category
ରାଜ୍ୟ
ବାତ୍ୟା ପୂର୍ବରୁ ସତର୍କ କରାଇଲେ ଏସଆରସି: ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । ଏହା ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଏସଆରସି ପ୍ରଦୀପ ଜେନା ।…
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ହକରଙ୍କୁ ମିଳିବ ୨ ଲକ୍ଷର ଦୁର୍ଘଟଣା ବୀମା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…
କାଳ ହେଲା ମାମୁଁ ଘର ବୁଲି: କୂଅରେ ପଡି ପ୍ରାଣ ହରାଇଲା ୮ ବର୍ଷର ବାଳକ
ନରସିଂହପୁର(ଓଡ଼ିଶା ଭାସ୍କର): ସ୍ନେହର ଡାକରା ନେଇ ବର୍ଷ ବୟସର କୁନି ପିଲା ଆନନ୍ଦ ରେ ବିଭୋର ହୋଇ ମା ଙ୍କ ସହ ଦୌଡ଼ି ଯାଇଥିଲା ସୁଦୂର ମାମୁଁ ଘରକୁ। ଭଣଜା ଆସିଛି ବୋଲି ଆନନ୍ଦରେ ଭୂଇଁରେ ପାଦ ଲାଗୁନଥିଲା…
୪ରେ ଓଡ଼ିଶା ଉପକୂଳ ଛୁଇଁବ ଜୱାଦ: ସତର୍କ କରାଇଲା ଆମେରିକାନ GFS ମଡେଲ
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ସାମୁଦ୍ରିକ ବାତ୍ୟା ଜୱାଦ । ଆମେରିକା ପକ୍ଷରୁ ପ୍ରସ୍ତୁତ ଜିଏଫ୍ଏସ ମଡେଲରୁ ଏହା ସ୍ପଷ୍ଟ ହୋଇଛି । ଜୱାଦ ନାମରେ ନାମିତ କରାଯାଇଥିବା ଏହି ସାମୁଦ୍ରିକ ବାତ୍ୟା…
ବାପାଙ୍କ ପାଇଁ ମୁଁ ଓ ସୁମିତ ଏକାଠି ହୋଇ ପାରୁନୁ: ଜାଣନ୍ତୁ କାହିଁକି ଏମିତି କହିଲେ ତପସ୍ୱିନୀ [VIDEO]
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ନ୍ୟାୟ ପାଇଁ ଆନ୍ଦୋଳନର ନବମ ଦିନରେ ତପସ୍ୱିନୀ ଦାସ । ତପସ୍ୱିନୀ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବାର କାରଣ ନିଜର ଶ୍ୱଶୁରଙ୍କୁ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ,…
ମାଡ଼ି ଆସୁଛି ବାତ୍ୟା: ୪ରେ ସ୍ଥଳଭାଗ ଛୁଇଁବ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ । ବାତ୍ୟା ଆସୁଥିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ଦିନ ସକାଳ ସମୟରେ ବାତ୍ୟା ଉପକୂଳରେ…
ଜାନୁଆରୀ ୫ରୁ ଦଶମ ସମେଟିଭ୍ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଜାନୁଆରୀ ୫ରୁ ୮ ତାରିଖ ମଧ୍ୟରେ ପରୀକ୍ଷା ହେବ । ପରୀକ୍ଷା ନିମନ୍ତେ ଫର୍ମ ଫିଲପ୍ ସିରିଛି, ଡାଟା ବେସ୍ ପ୍ରସ୍ତୁତ…
ଖବରକାଗଜ ବିତରକଙ୍କୁ ମିଳିବ ଘର ଓ ସ୍ୱାସ୍ଥ୍ୟବୀମା, ରାଜ୍ୟ ସରକାରଙ୍କ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଖବରକାଗଜ ବିତରକଙ୍କୁ ଘର ଓ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢାଞ୍ଚାରେ ରାଜ୍ୟରେ ‘ଖବରକାଗଜ ବିତରକ କଲ୍ୟାଣ ବୋର୍ଡ’ ଗଠନ ହେବ । ବିତରକମାନଙ୍କୁ…
ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ବିଚ୍ ରାସ୍ତାରେ ଖଣ୍ଡଯୁଦ୍ଧ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ହୋଇଛି ହଣାକଟା । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଡମଣା ଛକ ନିକଟରେ । ଜଣେ ଯୁବତୀଙ୍କୁ ଦୁଇ ଦୁଇ ପ୍ରେମିକଙ୍କୁ…
ଏଣିକି ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ ହେବ । ଫଳରେ ଏହା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ । ତେବେ ଏଥିପାଇଁ…