Browsing Category
ରାଜ୍ୟ
ପୁଣି ସାଂସଦଙ୍କୁ ବିରୋଧ, ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ସ୍ଥାନୀୟ ଲୋକ
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ସ୍ଥାନୀୟ ଲୋକ । ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ତାଙ୍କୁ ବିରୋଧ । କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀର…
‘ପଇସା ନୁହେଁ ମୋର ସ୍ୱାମୀ ଦରକାର’, ମାଣ ବସାଇବା ପରେ ତପସ୍ୱିନୀଙ୍କ ବୟାନ
ଭୁବନେଶ୍ୱର: ଶାଶୁ ଘରେ ନିଜ ହକ୍ ଦାବି କରି ଗତ ଚାରିଦିନ ହେଲା ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି ବ୍ରହ୍ମପୁର ବୈଦ୍ୟନାଥପୁରର ଡିମ୍ପଲ । ଗୁରୁବାର ଧାରଣା ସ୍ଥଳରେ ମାଆ ଲକ୍ଷ୍ମୀଙ୍କୁ ସମସ୍ତ ରୀତିନୀତି…
ଜୁନିଅର ହକି ବିଶ୍ୱକପ୍: ଦ୍ୱିତୀୟ ମ୍ୟାଚରେ ଭାରତର ଦମଦାର ବିଜୟ
କାନାଡାକୁ ୧୩-୧ ଗୋଲରେ ପରାସ୍ତ କଲା ଭାରତ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ କରିଛି ଭାରତୀୟ ଦଳ । ଜୁନିଅର ହକି ବିଶ୍ୱକପର ଦ୍ୱିତୀୟ ଦିବସରେ ଶେଷ ମ୍ୟାଚରେ କାନାଡା ବିପକ୍ଷରେ ବିଶାଳ…
ଗ୍ୟାସ୍ ଦର ବୃଦ୍ଧି ପ୍ରସଙ୍ଗ: ୩୦ ଯାଏଁ ସମୟ ଦେଲା ବିଜେଡି
ଭୁବନେଶ୍ୱର: ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ ସମୟ ଦେଲା ବିଜେଡି । ୩୦ ତାରିଖ ମଧ୍ୟରେ ଗ୍ୟାସ୍ ଦର ହ୍ରାସ ନକଲେ ଆନ୍ଦୋଳନ ଜୋରଦାର କରିବାକୁ ବିଜେଡିର ଚେତାବନୀ । ଏନେଇ ପ୍ରେସମିଟରେ ବିଧାୟକ ବ୍ୟୋମକେଶ…
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ବାଲିପାଟଣାରେ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ବେରୋଜଗାର, ତୈଳ ଓ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି…
ଭାରତର ସୁବୁଠୁ ବଡ଼ ଏୟାରପୋର୍ଟ: ଶିଳାନ୍ୟାସ କଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡ଼ା ଅନ୍ତଃରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ସବୁଠାରୁ ବଡ଼ ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…
ଶ୍ୱଶୁର ଘର ବାହାରେ ମାଆ ଲକ୍ଷ୍ମୀଙ୍କ ମାଣ ବସାଇଲେ ତପସ୍ୱିନୀ: ସ୍ୱାମୀ ଓ ଶ୍ୱଶୁର କେହି ଆସିଲେନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ମା’ ଲକ୍ଷ୍ମୀଙ୍କ ମାଣବସା ଗୁରୁବାର । ଏକଥାକୁ ଭୁଲିନାହାନ୍ତି ନ୍ୟାୟ ପାଇଁ ଲଢ଼େଇ କରୁଥିବା ଓଡ଼ିଆ ଘରର ବୋହୂ ତପସ୍ୱିନୀ ଦାଶ । ଗତ ଚାରିଦିନ ହେଲା ସେ ବ୍ରହ୍ମପୁରର…
ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସୋନପୁର ସାମିଲ, ୩୦୦ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ସୋନପୁର(ଓଡିଶା ଭାସ୍କର) : ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହୋଇଛି ସୋନପୁର । ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ…
୨୯ରେ ଆସୁଛି ଆଉ ଏକ ଲଘୁଚାପ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ…
ଲକ୍ଷଣ ବଦଳାଉଛି କରୋନା, ୪ରୁ ୫ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସୁନ୍ଦରଗଡ଼ ଓ ବୁର୍ଲାରେ…