Browsing Category

ରାଜ୍ୟ

ଲଗାଣ ବର୍ଷାରେ ବଢୁଛି ହୀରାକୁଦ ଜଳସ୍ତର, ଆଜି ଆହୁରି ୪ଟି ଗେଟ୍ ଖୋଲିଲା

ସମ୍ବଲପୁର: ଲଘୁଚାପ ପ୍ରଭାବରେ ବର୍ତ୍ତମାନ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଉପରମୁଣ୍ଡରେ ଅଧିକ ହେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍…

ନବୀନ ନିବାସରେ କ’ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ମେଡିକାଲରୁ ଫେରିବା ପରେ ନବୀନଙ୍କୁ ଦେଖା କରିବାକୁ ଗଲେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା…

ମା’ କଅଁଳା ଶିଶୁଙ୍କ ପାଇଁ ଖୁସି ଖବର, ମନ୍ଦିର ପ୍ରଶାସନର ବଡ଼ ନିଷ୍ପତି, ଶ୍ରୀମନ୍ଦିର ପରିସରରେ ସ୍ତନ୍ୟପାନ କେନ୍ଦ୍ର

ପୁରୀ: ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ। ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଗଣେଶ ପୂଜାରେ ପଶିବ ପାଣି ! ଆଗାମୀ 5 ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ…

ଜଲଦି ରଖ ଉତ୍ତର, ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌, କାହିଁକି ଦେଲନି ମଧ୍ୟାହ୍ନ ଭୋଜନ

ବୌଦ୍ଧ: କ’ଣ ହେଲା ଅସୁବିଧା, କାହିଁକି ଦେଲନି ମଧ୍ୟାହ୍ନ ଭୋଜନ। ଜଲଦି ରଖ ଉତ୍ତର। ୫୬ଟି ସ୍କୁଲ ହେଲା କାରଣ ଦର୍ଶାଅ ନୋଟିସ୍‌। ସ୍ୱାଧୀନତା ଦିବସରେ ମଧ୍ୟାହ୍ନ ଭୋଜନ ନଦେବାରୁ ବୌଦ୍ଧର ୫୬ଟି ସ୍କୁଲକୁ କାରଣ ଦର୍ଶାଅ…

୨୭ ଯାଏଁ ଭିଜିବ ସାରା ଓଡ଼ିଶା, ଆଜି 20 ଜିଲ୍ଲାକୁ SRC ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା 27 ରାତିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ପାଇଁ 20 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର,…

ଖୋଲିବ ହୀରକୁଦ୍ ଗେଟ୍‌, ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦. ୧୦ ଫୁଟ୍ । ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ।…

Big Breaking: ୨୯ ଅଗଷ୍ଟରେ ରାଜ୍ୟବ୍ୟାପୀ ଛୁଟି ଘୋଷଣା କଲେ ମୋହନ ସରକାର

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ୨୭ ତାରିଖରେ…

ମିଶିଯିବ BSE ଓ CHSE, ହେବେ ଗୋଟିଏ ବୋର୍ଡ, କ’ଣ ହେବ ଲାଭ କେତେ ରହିବ କ୍ଷତି, ଜାଣନ୍ତୁ ଏ ରିପୋର୍ଟରେ…

ଓଡ଼ିଶା ଭାସ୍କର: ରାଜ୍ୟ ସରକରାଙ୍କ ବଡ଼ ନିଷ୍ପତ୍ତି । ଏଣିକି ମିଶିଯିବ ଦଶମ ଓ ଦ୍ବାଦଶ ବୋର୍ଡ ।  ପରୀକ୍ଷାରେ ସ୍ବଚ୍ଛତା ଓ ସିଲାବସ ପ୍ରସ୍ତୁତିରେ  ଫାଇଦା ହେବ ବୋଲି ଶିକ୍ଷାବିତ ଏଭଳି ନିଷ୍ପତ୍ତିକୁ ସ୍ୱାଗତ…

ପ୍ରକାଶ ପାଇଲା OCS ୨୦୨୩ ମେନ୍ ରେଜଲ୍ଟ, ୮୦୬ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୩ ଓସିଏସ୍ ମେନ ପରୀକ୍ଷା ଫଳ । ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳାଙ୍କୁ ମିଳିଛି ସଫଳତା । ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଇଣ୍ଟରଭ୍ୟୁ । ଓଡ଼ିଶା…