Browsing Category
ରାଜ୍ୟ
ଯାଜପୁର: NHରେ ୨ ଯୁବକଙ୍କ ମୃତଦେହ ଠାବ
ଯାଜପୁର(ଓଡ଼ିଶା ଭାସ୍କର): ଏନଏଚରେ ୨ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲଗେଟ ସୋତି ନିକଟରେ ଦୁହିଁଙ୍କ ମୃତଦେହ ଠାବ କରାଯାଇଛି । ବନ୍ଦ ଥିବା ରାସ୍ତାର ଗୋଟିଏ ପାଶ୍ୱର୍ରେ ୨ଟି ମୃତଦେହ…
ସେପ୍ଟେମ୍ବର ୫ରୁ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଉତ୍ସବ-୨୦୨୧, ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ପ୍ରଦାନ କରାଯିବ ଲାଇଫ୍…
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ସେପ୍ଟେମ୍ବର ୫ ରୁ ୯ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ ୨୭ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଉତ୍ସବ-୨୦୨୧ । ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଏହି…
ରାଜ୍ୟ ଜିଏସ୍ଟି ଏନଫୋର୍ସମେଣ୍ଟ ୱିଙ୍ଗ୍କୁ ସଫଳତା:୧୮୧୯ କୋଟି ଟଙ୍କା ଜାଲ୍ ବିଲ୍ ରାକେଟ୍ର କଲା ପର୍ଦ୍ଦାଫାଶ, ୨ ଗିରଫ
କଟକ (ଭାସ୍କର ନ୍ୟୁଜ୍): ଓଡିଶା ରାଜ୍ୟ ଜିଏସଟି ଏନଫୋର୍ସମେନ୍ଟ ୱିଙ୍ଗ୍ ଦ୍ୱାରା ଜାଲ୍ ବିଲ୍ ରାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଫଳରେ ୧୮୧୯କୋଟି ଟଙ୍କାର ଏକ ଜାଲ ବିଲ ରାକେଟ୍ର ପର୍ଦ୍ଦାଫାଶ…
ମାଉଣ୍ଟ ଏଲ୍ବ୍ରଶ ଶୃଙ୍ଗରେ ତ୍ରିରଙ୍ଗା ଉଡାଇଲେ ବାଲିପାଟଣା ବୋହୂ
ବାଲିପାଟଣା (ଭାସ୍କର ନ୍ୟୁଜ୍): କଥାରେ ଅଛି ଦୃଢ ଇଚ୍ଛାଶକ୍ତି ସାମ୍ନାରେ ସବୁ ବାଧା ବିଘ୍ନ ଏବଂ ପ୍ରତିବନ୍ଧକ ତୁଛ ପଡିଥାଏ । ଏହାକୁ ଇୟୁରୋପ ମହାଦେଶ ମସ୍କୋର ମାଉଣ୍ଟ ଏଲବ୍ରଶ ପର୍ବତ ଶୃଙ୍ଗକୁ ସଫଳତା ପୂର୍ବକ ଆରୋହଣ…
ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀକୁ ଅଟକ ରଖିଲା ପୁଲିସ
ରଣପୁର (ଭାସ୍କର ନ୍ୟୁଜ୍): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗ୍ରାମ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମହିଳାଙ୍କ ପରିବାର ତରଫରୁ ଏ ନେଇ ଚାନ୍ଦପୁର ଥାନାରେ ହତ୍ୟା ଅଭିଯୋଗ ହୋଇଛି । ଯାହାକୁ…
ଆଜିଠୁ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ପାଇଁ ଆରମ୍ଭ ହେବ ପଞ୍ଜୀକରଣ, ୯ ତାରିଖ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫଲାଇନ୍ରେ ଦେଇପାରିବେ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା । ଏନେଇ ଶୁକ୍ରବାର…
ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର,କଳାହାଣ୍ଡି,…
ସତ୍ୟବ୍ରତ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଗୁରୁଜୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ ଓରଫ୍ ତଥାକଥିତ ବାବା ଗୁରୁଜୀ । ଅଗଷ୍ଟ ୩ ତାରିଖରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ଗିରଫ କରାଯାଇଛି । ସତ୍ୟବ୍ରତ…
ବାପ ପରେ ପୁଅ ବି ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାନସ ଦାସଙ୍କ ପରେ ତାଙ୍କ ପୁଅ ବି ଗିରଫ ହୋଇଛନ୍ତି । କିଛି ସମୟ ତଳେ ମାନସ ଦାସ ଗିରଫ ହୋଇଥିଲେ । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କ ନାରେ ସଙ୍ଗୀନ ଅଭିଯୋଗ ଲଗାଇଛି ପୋଲିସ୍ । ମାନସଙ୍କ…
ଆସନ୍ତା ୬ ଓ ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
ଭୁବନେଶ୍ୱର: ନିଅଣ୍ଟିଆ ବର୍ଷା କାରଣରୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ତେବେ ଏହାରି ଭିତରେ ସେମାନଙ୍କ ପାଇଁ ଏକ ଭଲ ଖବର । ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି…