Browsing Category
ରାଜ୍ୟ
ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି , ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…
ଭଉଣୀ ଜଗିଛି ଭାଇକୁ ବାନ୍ଧିବ ରାଖୀ, ମା’ ଆଖିରୁ ଗଡୁଛି ଲୁହଧାର, ହେଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ସୱରି ସବୁଦିନ ବାଡ଼ି ବଗିଚାରୁ ଫୁଲଟିଏ ଆଣି ଭାଇର ପ୍ରତିମୂର୍ତ୍ତିରେ ରଖିଦିଅନ୍ତି । ମନର କୋହକୁ ଛାତିରେ ଚାପି ରଖି, ଚାହିଁ ରୁହନ୍ତି ଭାଇ ମୁହଁକୁ । ଏଇ ବରଷ ସେ ଭାଇକୁ ରାଖୀ ବାନ୍ଧି…
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଗଠନ ହେବ ଟାସ୍କଫୋର୍ସ
ଭୁବନେଶ୍ୱର: କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଏସିଏସଙ୍କ ଚିଠି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି । ସବୁ ମେଡିକାଲ କଲେଜ କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲ…
ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ
ଭୁବନେଶ୍ୱର: ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ଗୁରୁବାର ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଦିଗପହଣ୍ଡିରେ ଦୁଇଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଛୋଟ ଛୋଟ ଟାଉନ୍ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍…
ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
ପୁରୀ: ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ୱ କରିବେ ଅଶୋକ…
ପୌର ନିର୍ବାଚନ ପାଇଁ ମାମଲା ଦାଏର
ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର ହୋଇଛି । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।…
ଶୁକ୍ରବାର ନାଗପଞ୍ଚମୀ, ବିଧି ଜାଣନ୍ତୁ; ଏସବୁ ଖାଆନ୍ତୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତ ଭଳି ଦେଶରେ ବ୍ରତ, ଉପବାସ, ପୂଜା, ଉତ୍ସବ ଆଦି ସ୍ୱତନ୍ତ୍ରତା ବହନ କରେ । ସ୍ଥାନାନୁସାରେ ପାରମ୍ପରିକ ଅନେକ ପର୍ବପର୍ବାଣି ପାଳନ କରାଯାଉଛି । ଏହା ମଧ୍ୟରେ ନାଗପଞ୍ଚମୀ ମଧ୍ୟ ଏକ ବିଶେଷ…
ଇ-ସ୍କଲାରସିପରେ ହେରାଫେରି: ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହେଲେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ । ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟେରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ଇଓଡବ୍ଲୁ । ଇ-ମେଧାବୃତ୍ତି ସ୍କଲାରସିପରେ…
୧୫ରେ ଆସୁଛି ଲଘୁଚାପ! ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ୧୫ରୁ ୧୭ ତାରିଖ ଯାଏଁ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ୧୫ ତାରିଖ ପରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।…