Browsing Category
ରାଜ୍ୟ
ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…
ଆସନ୍ତା ୧୨ରୁ +୨ ଆଡମିଶନ, ଫି’ ବୃଦ୍ଧିକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳ ମଧ୍ୟରେ ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେବ +୨ ଆଡମିଶନ ପ୍ରକ୍ରିୟା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ,…
ହାଇ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର, ଜାରି ହେଲା SOP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇଆଲର୍ଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର । ଦିଲ୍ଲୀ ବିମାନବନ୍ଦରକୁ ଧମକ ପରେ ଭୁବନେଶ୍ୱରରେ ହାଇଆଲର୍ଟ ଜାରି ହୋଇଛି । ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ…
Police ବିଭାଗକୁ ପେଟ ଅଡ଼ୁଆ, ଦୌଡ଼ୁ ଦୌଡ଼ୁ ପଡ଼ିଗଲେ ଇନ୍ସପେକ୍ଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ବିଦା ହେବେ ପେଟୁଆ ପୋଲିସ । ପେଟ କମାଅ, ଫିଟନେସ୍ ରଖ । ଫିଟନେସ୍ ନଥିଲେ ଚାକିରିରେ ରହିପାରିବ ନାହିଁ ।’ ପୂର୍ବରୁ ଡିଜିପି ରାଜ୍ୟର ସମସ୍ତ ପୋଲିସଙ୍କୁ ଏପରି ତାଗିଦ୍ କରିଥିଲେ ।…
ରାଜ୍ୟରୁ ପୁଣି ୬୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ଆଜି ୧୦୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନ୍ସଲଟାଣ୍ଟ
କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଟେକନିକାଲ କନ୍ସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଟେକନିକାଲ କନ୍ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…
ଚୋରକୁ ଧରିପାରିଲାନି ପୋଲିସ, ଚୋରକୁ ଧରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ
ନିମାପଡା (ଭାସ୍କର ନ୍ୟୁଜ୍): ନିମାପଡା ବ୍ଲକ ତୁଳସୀପୁର ବଜାରରୁ ଜଣେ ଯୁବକ ଗତ ୩ ଦିନ ତଳେ ଶାବଳ ଦ୍ୱାରା ରଡ, ସିମେଣ୍ଟ ଦୋକାନ କାନ୍ଥ ତାଡି ୧୫ ହଜାର ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରାଇ ନେଇଥିବା ଫାଣ୍ଡିରେ ଅଭିଯୋଗ…
ଆଜିଠୁ ଖୋଲିବ ମା’ ତାରିଣୀ ମନ୍ଦିର, କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ
ଘଟଗାଁ,(ଭାସ୍କର ନ୍ୟୁଜ୍): ଆଜିଠୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱପ୍ରସିଦ୍ଧ ମା’ତାରିଣୀ ମନ୍ଦିର । ଏହା ସମେତ ଚର୍ଚ୍ଚ, ମସଜିଦ୍ ଓ ଗୁରୁଦ୍ୱାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ…
ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍, କୋଭିଡ୍ କଟକଣା ମଧ୍ୟରେ ପ୍ରବେଶ କରିବେ ସର୍ବସାଧାରଣ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି ସାମନ୍ତ…