Browsing Category

ରାଜ୍ୟ

ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ କରିବେ ସମ୍ବୋଧନ । କୋଭିଡ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।…

ସ୍ୱାମୀ ଭାଇରାଲ୍ କଲା ସ୍ତ୍ରୀ ସହ ଅନ୍ତରଙ୍ଗ ବେଳର ଭିଡିଓ, ଆଗରୁ ଦେଉଥିଲେ ଯୌତୁକ ନିର୍ଯ୍ୟାତନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): "ସ୍ୱାମୀ ଯୌତୁକ ପାଇଁ ମାରପିଟ୍ କରୁଥିଲା । ତାର ମୋର ପ୍ରାଇଭେଟ୍ ଭିଡିଓକୁ ମୋ ଫେସବୁକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାପସନ୍ ଲେଖି ଅପଲୋଡ୍ କରିଥିଲା ।" ଏହିଭଳି ଏକ ଅଭିଯୋଗ ନିଜ…

ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଜଣାପଡ଼ିଛି ଯେ, ପୂର୍ବରୁ ବନ୍ଦ ରହିଥିବା ସମସ୍ତ ବୈଷୟିକ…

ବିଚ୍ ରାସ୍ତାରେ ସ୍ତ୍ରୀ ଉପରେ ପେଟ୍ରୋଲ୍ ଢ଼ାଳି ଜାଳିଦେଲା ସ୍ୱାମୀ

ବ୍ରହ୍ମପୁର: ସ୍ତ୍ରୀ ଉପରେ ପେଟ୍ରୋଲ୍ ଢ଼ାଳି ଜାଳିଦେଲା ନିର୍ଦ୍ଦୟୀ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ମେରାଇନ୍ ଥାନା ଆର୍ଯ୍ୟପଲ୍ଲୀ ଗାଁରେ । ସ୍ୱାମୀ ସହିତ ଝଗଡା ହେବା ପରେ ମହିଳା ଜଣକ ନିଜ ବାପ ଘରେ…

ବାହାର ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ଥିବା କଟକଣା ହଟିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ ଓଡ଼ିଶା ଆସିବା ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରୁ କଟକଣା ହଟାଇ ଦିଆଯାଇଛି । ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା…

କୋଟିପତି ପିଏସଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ପିଏସ୍ ବିରଞ୍ଜି ନାରାୟଣ ସାହୁଙ୍କ ଅର୍ଥ କାରବାରର ତଦନ୍ତ କରିବ ଇଡି । ଅୟ ବର୍ହିଭୁତ ସମ୍ପତି ଅଭିଯୋଗରେ ଗିରଫ ହୋଇଥିବା ପିଏସ୍ ଙ୍କ ମାମଲାର ଇଡି ତଦନ୍ତ କରିବ । କେଉଁଠୁ ଏବଂ…

ତିନିଦିନିଆ କନ୍ଧମାଳ ସାହିତ୍ୟ ମହୋତ୍ସବ ଭର୍ଚ୍ୟୁଆଲ ସଂସ୍କରଣର ପରିସମାପ୍ତି

ଫୁଲବାଣୀ : ସୃଜନଶୀଳତା, ଶାନ୍ତି ଓ ବିକାଶରେ ଦେଶୀୟ ଭାଷାର ଭୂମିକା, ଏହି ପ୍ରମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା କନ୍ଧମାଳ ସାହିତ୍ୟ ମହୋତ୍ସବ – ଭର୍ଚ୍ୟୁଆଲ ସଂସ୍କରଣ ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୧ରେ…

କମିଶନରେଟ୍‌ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ: ଅନୀଲ ମିଶ୍ରଙ୍କୁ କଟକର ଅତିରିକ୍ତ ଡିସିପି ଦାୟିତ୍ବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ ପକ୍ଷରୁ ମଙ୍ଗଳାବର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି । ଏନେଇ କମିଶନରେଟ୍‌ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୋନ୍‌ ୫ ର ଏସ୍‌ପି ଅନିଲ…

କରୋନା ନେଲା ୬୬ ମୁଣ୍ଡ, ରାଜ୍ୟରେ ଉପରକୁ ଉଠୁଛି ସଂକ୍ରମଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…

ଆଜି ରାଜ୍ୟରେ ୧୩୧୫ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…